Sign in
Sign in
Recover your password.
A password will be e-mailed to you.
ରାସ୍ତାକଡ ମୋ ଅଫିସ, ସବୁ ଘର ମୋର ଅଫିସ : ଅପରାଜିତା
ଭୁବନେଶ୍ୱର (ଶାସକ ପ୍ରଶାସକ): " #officeonroad- Day ୭ | ଆଲୁଅ ଯେଉଁଠି ରହିବ ସେଇଠି ଜିଜ ଔଜ୍ଜ୍ୱଲ୍ୟକୁ ବିଛୁରିତ କରିବ ! କୌଣସି ଆଲୁଅର ନିଜର ଘର ନଥାଏ | ସଂସଦ ହେଉ ବା ସଡକ, ପଡ଼େନି କୌଣସି ଫରକ | ବିକାଶର ରାଜନୀତି ରହିବ ଜାରି, ସରକାରଙ୍କ ଉପରେ ଜନତା ପଡିବେ ଭାରି | #ସବୁ ଘର…
ଜମି ରେକର୍ଡ ପରିଚାଳନା ସୁଦୃଢ଼ୀକରଣ ଉପରେ ପୂର୍ବତଟ ରେଳପଥର ଗୁରୁତ୍ୱ
ଆବାସିକ ଅଞ୍ଚଳରେ ସାମାଜିକ ବନୀକରଣ ଓ ଉଦ୍ୟାନ ପ୍ରତି ଗୁରୁତ୍ୱାରୋପ
ଭୁବନେଶ୍ୱର (ଶାସକ ପ୍ରଶାସକ): ସହଜ ଏବଂ ବ୍ୟବସ୍ଥିତ ଭାବରେ ଜମି ରେକର୍ଡଗୁଡିକୁ ବ୍ୟବସ୍ଥିତ କରାଇବା ଏବଂ ଏହାର ପରିସୀମା ଅଧୀନ ମଧ୍ୟରେ ଥିବା ଜମି ଗୁଡିକର ରେକର୍ଡ କୁ ସୁଦୃଢ କରାଇବା ପାଇଁ ପୂର୍ବତଟ ରେଳପଥ ଏକ…
ଝାରସୁଗୁଡ଼ା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରାଯାଇଛି। କୋରୋନା କଟକଣା ଓ ମହାମାରୀର ପ୍ରଭାବ ଯୋଗୁଁ ଜନ୍ମଦିନକୁ ନିରାଡ଼ମ୍ବର ଭାବରେ ପାଳନ କରିଥିଲେ କାର୍ଯ୍ୟକର୍ତ୍ତା। କାର୍ଯ୍ୟକର୍ତ୍ତାମାନେ ଏହି ଅବସରରେ ଝାଡେଶ୍ୱରୀ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ାରେ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଉପସ୍ଥିତିରେ "ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଜନସେବାରେ ସମର୍ପିତ କଲା ବିଜୁ ଛାତ୍ର ଜନତା ଦଳ
ରକ୍ତଦାନ ଶିବିର ଆୟୋଜନ ସହ କଲା ବୃକ୍ଷରୋପଣ, ଜନ ସଚେତନତା ଓ ମାସ୍କ ବଣ୍ଟନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର…
ବାରିପଦା ପୋଷ୍ଟ ଅଫିସରେ ସି ବି ଆଇ ରେଡ୍ ।
ବାରିପଦା(ଦିଲ୍ଲୀପ ମହାନ୍ତି)- ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ମୁଖ୍ୟ ଡାକଘର ର ଅତିରିକ୍ତ ପୋଷ୍ଟମାଷ୍ଟର (ଆକାଉଣ୍ଟ) ମନୋଜ କୁମାର ମହାନ୍ତ ଙ୍କୁ ମାଡି ବସିଲା ସିବିଆଇ। ବିଲ୍ ପାସ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଶ୍ରୀ ମାଝି ଏ ନେଇ…
ଓଡିଶାକୁ ଗୌରବାନ୍ୱିତ କଲେ ସୋଏବ , ରଚିଲେ ଇତିହାସ
ଭୁବନେଶ୍ୱର : ୭୨୦ ରୁ ୭୨୦ ନମ୍ବର ରଖି ରାଉରକେଲାର ସୋଏବ ଆଫତାବ ସାରା ଭାରତରେ NEET ଟପ୍ପର। ନିଟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଗୌରବ ହାସଲ କରିବାରେ ସେ ପ୍ରଥମ ବୋଲି କୁହଯାଉଛି | ସୋଏବଙ୍କ ଏ ସଫଳତା କେବଳ ରାଉରକେଲା ନୁହେ, ସାରା ଓଡିଶାକୁ ଗୌରବାନ୍ୱିତ କରିଛି | ଜାତୀୟ ଗଣମାଧ୍ୟମ…
ରାଜ୍ୟକୁ କେନ୍ଦ୍ର ଦେଉଛି ବିପୁଳ ସହାୟତା,ରାଜ୍ୟ ସରକାର ଯତ୍ନଶୀଳ ହୋଇ କାମ କରିବା ଦରକାର : ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ
• କରୋନା ସମୟରେ ଓଡିଶାକୁ ମୋଦୀ ସରକାରଙ୍କ 22,267.66 କୋଟିର ସହାୟତା
• ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ
• କେନ୍ଦ୍ରର ଏଲଟିସି କ୍ୟାସ ଭାଉଚର ସ୍କିମ୍ ପରି ରାଜ୍ୟ ସରକାର…
କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଦୁଇ ଗିରଫ
ପଦ୍ମପୁର- ବୁଡେନ ଥାନା କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଦୁଇଜଣ ଗିରଫ । କୁକୁରୀମୁଣ୍ଡା ଗ୍ରାମରେ ସେହି ଗ୍ରାମର ରାଜେନ୍ଦ୍ର ବଢେଇ ନାମକ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବୁଡେନ ଥାନାଅଧିକାରୀ ବିରବର ଭଗତ ଗତକାଲି ଅପରାହ୍ନ ସମୟରେ ଚଢାଉ…
“ବାଟ ହୁଡୁଛନ୍ତି ଯୁବ ପିଢ଼ି , ନିଶା ମେଲାଉଛି କାୟା : ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଲୋକଙ୍କ ଦାବି
ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ) ପାଟଣାଗଡ଼ ଥାନା ଅଞ୍ଚଳରେ ବର୍ତ୍ତମାନ କରୋନା ମହାମାରୀର ତାଣ୍ଡବ ଲୀଳାରେ ଲୋକେ ତ୍ରାହି ଡ଼ାକ ଛାଡୁଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ପାଟଣାଗଡ଼ ଉପଖଣ୍ଡ ପୋଲିସ ହେଡକ୍ୱାଟର ସଦର ମହକୁମାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥିବା ପରି…