ରାଜନୀତିକୁ ରଜନୀକାନ୍ତଙ୍କ “ନା”

0 2

ଚେନ୍ନାଇ : ରାଜନୀତିରେ ପ୍ରବେଶ କରିବେନି ସୁପରଷ୍ଟାର ରଜନୀକାନ୍ତ | ସ୍ୱାସ୍ଥ୍ୟଗତ କାରଣରୁ ସେ ରାଜନୀତିକୁ ଯିବେନି ବୋଲି ଆଜି ସ୍ପଷ୍ଟ କରିଛନ୍ତି |  ରକ୍ତଚାପ ଜନିତ ଗୁରୁତର ଅସୁସ୍ଥତା କାରଣରୁ ହାଇଦରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ଡରିବା ଦୁଇଦିନ ପରେ ରଜନୀକାନ୍ତ ଏହି ଘୋଷଣା କରିଥିବା ଜଣାପଡିଛି | 

Leave A Reply

Your email address will not be published.