ରାଇରଙ୍ଗପୁରଠାରେ ଗାନ୍ଧୀ ଭିଜନ ସେଣ୍ଟର ଉଦଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି)--ଓଡିଶା ତଥା ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁରର ରଙ୍ଗାମାଟିଆସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ତୋଦୟ ଚେତନା ମଣ୍ଡଳ ଦ୍ଵାରା ପରିଚାଳିତ ମହାତ୍ମା ଗାନ୍ଧୀ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ରାଇରଙ୍ଗପୁର ସହରର ହରପାର୍ବତୀ  ମଣ୍ଡପ ନିକଟରେ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଭଞ୍ଜସେନା ସହିତ ସ୍ବର ମିଶାଇଲେ ଦୁଇ ବିଧାୟକ

ବିଧାୟକଙ୍କ ବାସଭବନ ଆଗରେ ହେବାକୁ ଥିବା ଧାରଣା ସ୍ଥଗିତ ରଖିଲା ଭଞ୍ଜସେନା ବାରିପଦା,/ ଦିଲ୍ଲୀପ ମହାନ୍ତି: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବିଜେପିର ଦୁଇ ବିଧାୟକ ଭଞ୍ଜସେନା ସହିତ ସ୍ବର ମିଶାଇଛନ୍ତି। ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ…

ଡାକ୍ତରଖାନା ପରିସରରେ ରକ୍ତଦାନ ଶିବିର

ରେଢାଖୋଲ ଉପଖଣ୍ଡ ପ୍ରତିନିଧି  ଶ୍ରୀୟାସ୍ମିତା ସାମଲ :- ସମ୍ବଲପୁର ଜିଲ୍ଲ ରେଢାଖୋଲ ଡାକ୍ତରଖାନା ପରିସର ମଧ୍ଯରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୟାରିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରେଢାଖୋଲ ଡାକ୍ତରଖାନାର ଶିଶୁ ବିଶେଷଜ୍ଞ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବର

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବର ଜିଲ୍ଲା ବିଜେଡ଼ି ଉପସଭାପତି ତଥା ପୂର୍ବତନ କର୍ପୋରେଟର ଶ୍ରୀ ସଞ୍ଜୟ ବଳିୟାର ସିଂଙ୍କ  ନେତୃତ୍ୱରେ ରସୁଲଗଡ଼ ଛକସ୍ଥିତ ବିଜୁ…

ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କଲା କଂଗ୍ରେସ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ଏକ ସାଧାରଣ ବୈଠକ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନୂତନ ଭାବରେ ଲାଗୁ ହୋଇଥିବା ତିନୋଟି କୃଷି ନିୟମ…

” ଓଡିଶା ପାକିସ୍ଥାନ ନୁହଁ, ଓଡିଶା ପୋଲିସ ପାକିସ୍ଥାନୀ ପୋଲିସ ଭଳି ” 

ଟୁଇଟକୁ ନେଇ ସମାଲୋଚନା ପରେ ସଫେଇ ଦେଲେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ  ଭୁବନେଶ୍ୱର (ଶାସକ ପ୍ରଶାସକ) : ବିବାଦୀୟ ଟୁଇଟକୁ ନେଇ ଚାରି ଆଡୁ ସମାଲୋଚନାର ସ୍ୱର ଉଠିଥିବା ବେଳେ ବିଜେଡି ନେତାମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି | ଏହି ପରିପ୍ରେକ୍ଷୀରେ ନିଜ ଟୁଇଟ ଉପରେ ସଫେଇ ଦେଇଛନ୍ତି…

ଖଣ୍ଡହଥା ଗ୍ରାମ ପଞ୍ଚାୟତର ମେଗା  ରକ୍ତ ଦାନ ଶିବିରରୁ ୨୦୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ :- କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ୟ ଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ  ଖଣ୍ଡହଥା ଗ୍ରାପ ର…

ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା : ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ ଆଉ ଥରେ ୧୯ ତାରିଖ ଠାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ସେହି ଦିଗରେ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ପକ୍ଷରୁ…

ବାହାରିଲା ଜିଲ୍ଲା କଂଗ୍ରେସ ମଙ୍ଗୁଆଳ ତାଲିକା, ଦେଖନ୍ତୁ କିଏ ଇନ- କିଏ ଆଉଟ

୧୭ ଜିଲ୍ଲାରେ ଭରସା ତୁଟିଲା, ୧୭ ଜିଲ୍ଲାରେ ଆସ୍ଥା ଅତୁଟ  ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି କଂଗ୍ରେସ ଜିଲ୍ଲା ସଭାପତି ତାଲିକା | ୧୬ ଟି ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରଖିତଗିବା ବେଳେ ୧୭ ଟି ଜିଲ୍ଲାରେ ବଦଳି ଛନ୍ତି ଜିଲ୍ଲା ମଙ୍ଗୁଆଳ | କିଛି ଜିଲ୍ଲାରେ ଭରସା ତୁଟିଛି, ଆଉ କିଛି ଭୋଟ…

ଖନାତରାରୁ ମାଳପଡା ରାସ୍ତା ବହୁତ ଶୋଚନୀୟ ଅବସ୍ଥା, ପ୍ରଶାସନ ନିଦା ବିଷ୍ଣୁ 

ସମିତି ସଭ୍ୟଙ୍କ ନେତୃତ୍ୱରେ ରାସ୍ତା ମରାମତି କଲେ ଗାଁ ଲୋକ  ଧର୍ମଗଡ /ସୁଶାନ୍ତ ରାଉତ :ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତମ୍ୱାଛଡା ଗ୍ରାମ ପଞ୍ଚାୟତର ଖନାତରାରୁ ମାଳପଡା ରାସ୍ତା ବହୁତ ଶୋଚନୀୟ ଅବସ୍ଥା ହୋଇଥିବା ବେଳେ ପ୍ରଶାସନ କୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ସମସ୍ତେ ଅଣଦେଖା କରୁଥିବାରୁ…