ଅଚାନକ ବଡ ଦାଣ୍ଡରେ ନବୀନ, ସିଂହଦ୍ୱାରରୁ କଲେ ପତିତପାବନ ଦର୍ଶନ 

ସ୍ବପ୍ନ ପ୍ରକଳ୍ପର କଲେ ସମୀକ୍ଷା, ପାଦରେ ଚାଲି ଚାଲି ମେଘନାଦ ପାଚେରୀ ଚାରିପାଖ କଲେ ପରିକ୍ରମା  ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦେଲେ ନିର୍ଦ୍ଦେଶ, ଦର୍ଶନାର୍ଥୀଙ୍କ ସ୍ଵାଚ୍ଛନ୍ଦ୍ୟ ପ୍ରତି ଯତ୍ନବାନ ହେବାକୁ ଦେଲେ ପରାମର୍ଶ  ପୁରୀ : ଆଜି ଅପରାହ୍ନରେ ଅଚାନକ ବଡ଼ଦାଣ୍ଡରେ…

ମାଁ ସମଲେଶ୍ବରୀ ଙ୍କ ପିଠରେ ଶାରଦୀୟ ଦଶହରା ଆରମ୍ଭ

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ସାରଦୀୟ ନବରାତ୍ର ସହ ମାଁ ଙ୍କ ଷୋଡ଼ଶ ଉପଚାର ପୁଜା  । ଏଥିସହ ଭକ୍ତ ମାନେ ମାଁ ଙ୍କ ନିକଟରେ  ଆଜିଠୁ ମାନସିକ ଦୀପ ପ୍ରଜ୍ବଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ମାଁ…

ଅଚିହ୍ନା ବ୍ୟକ୍ତିଙ୍କର ଶବ ଭାସୁଛି ମହାନଦୀରେ

ଆଠମଲ୍ଲିକ/ସନ୍ତୋଷ ମେହେର :  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ଗ୍ରାମର ମହାନଦୀ କୂଳରୁ ଦୁଇଶହ ମିଟର ନଦୀଭିତରେ ଜଣେ ଅଚିନ୍ହା ବ୍ୟକ୍ତିଙ୍କର ଶବ ଲାଗିଥିବାର ଦେଖିବାକୁ ମିଳିଛି I ମହାନଦୀରେ ମାଛ ମାରୁଥିବା  ବେଳେ କେତେଜଣ ଲୋକ ପାଣି ଭିତରେ ଥିବା ପଥର…

“ଜାଗା ମିଶନ” କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରଳା ପୌରପରିଷଦ ପକ୍ଷରୁ ଗତ ୪ଦିନ ଧରି ଚାଲିଥିବା ରାଜ୍ୟ ସରକାରଙ୍କର "ଜାଗା ମିଶନ" କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମାନ୍ୟବର…

ବରଗଛ ଡାଳ ପଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟିର କରୋନା ଯୋଦ୍ଧା ତଥା  ସଫେଇ କର୍ମଚାରୀ କୁନା ବେହେରା (୩୦)ପ୍ରତ୍ୟେକ ଦିନ ଭଳି ଆଜି ପୌରପରିଷଦରେ  ସଫେଇ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଏକ ବରଗଛର ଡାଳ ଭାଙ୍ଗି ପଡ଼ିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଜାଆଁଳା ପଞ୍ଚାୟତ ଅଧୀନସ୍ଥ ଗ୍ରାମଗୁଡିକୁ ସଶକ୍ତ କରୁଛି ଏବିଏଫଆରଏଲ

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଫାଶନ ଆଣ୍ଡ ରିଟେଲ (ଏବିଏଫଆରଏଲ) ପକ୍ଷରୁ ଓଡ଼ିଶାରେ ଏକ ଅନନ୍ୟ ଗ୍ରାମ ବିକାଶ ପ୍ରକଳ୍ପ ହାତକୁ ନିଆଯାଇଛି, ଯାହା ଅବହେଳିତ ବର୍ଗଙ୍କ ନିକଟରେ ପହଞ୍ଚିବା ସହିତ ‘ସଶକ୍ତ ଗୋଷ୍ଠୀସମୁଦାୟ’ ଉତ୍‍ଥାନରେ ସହାୟକ ହେଉଛି । ଏହି ପ୍ରୟାସ ସ୍ୱାବଲମ୍ବୀ ଗୋଷ୍ଠୀଗୁଡିକୁ…

ସମ୍ବଲପୁର ରେ ନବୀନଙ୍କ ଜନ୍ମଦିନ ପାଳିତ

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ -  ଚଳିତ ବର୍ଷ କୋଭିଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ କୁ ପାଲନ କରିବେ ବହି ବୋଲି ଘୋଷଣା କରିଥିବା ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମଦିନକୁ   ବିଜେଡିକର୍ମୀ ମାନେ   ନିଡାମ୍ବବର ଭାବରେ ପାଲନ କରିଥିବା…

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ରେଢାଖୋଲ  (ଶ୍ରୀୟାସ୍ମିତା ସାମଲ ): ସମ୍ବଲପୁର ଜିଲ୍ଲା ଜୁଜୁମୁରା ଜଙ୍ଗଲ ବାନ୍ଦେଲ ସଂରକ୍ଷିତ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜୁଜୁମୁରା ଥାନା ଝାଙ୍କର ପାଲି ପଞ୍ଚାୟତ ଦୁଦୁଲମୁଣ୍ଡା ଗାଁର ୨୪ ବର୍ଷୀୟ ନିଳାମ୍ବର ବନଛୋର । କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି…

ପ୍ରସନ୍ନ ଆଚାର୍ଯ୍ୟ କରୋନା ଆକ୍ରାନ୍ତ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା  ପ୍ରସନ୍ନ ଆଚାର୍ଯ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସଙ୍ଗରୋଧରେ ଅଛନ୍ତି |  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |…

କୋଭିଡ ମୁକାବିଲାରେ ଭାରତକୁ ଆଉ ଏକ ସଫଳତା

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ମୁକାବିଲାରେ ଭାରତକୁ ଆଉ ଏକ ସଫଳତା ।  ସକ୍ରିୟଙ୍କ ସଂଖ୍ୟା ଗତ ଦେଢ଼ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୮ ଲକ୍ଷ ତଳକୁ ଖସିଛି । ସୂଚନାଯୋଗ୍ୟ ଯେ , ଗତ ୨୪  ଘଣ୍ଟା ମଧ୍ୟରେ ୬୨,୨୧୨  ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା…