Sign in
Sign in
Recover your password.
A password will be e-mailed to you.
ଟପ୍ପର ସୋଏବଙ୍କ ସହ ଫୋନରେ କଥା ହେଲେ ନବୀନ
ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ NEET ପରୀକ୍ଷାରେ ସାରା ଦେଶରେ ଟପ୍ପର ହୋଇଥିବା ଓଡ଼ିଶାର ସୋଏବ ଆଫତାବଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି | ସେ ପାଇଥିବା ବିରଳ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ମଧ୍ୟ ତାଙ୍କର ଉଜ୍ଜ୍ୱଳ…
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ମହାଲିଙ୍ଗ ଗ୍ରାମରେ ଆଜି ଏକ ଜମିରୁ ଜଣକ ମୃତଦେହ କୁ ଉଦ୍ଧାର କରିଛି ରେଢାଖୋଲ ପୋଲିସ I ସୂଚନା ଯୋଗ୍ୟ ଯେ, ଏହି ଥାନା ଅନ୍ତର୍ଗତ ବଡଦଫଲା ଗ୍ରାମର ବିରଞ୍ଚି ମୁଣ୍ଡା ବୋଲି ଜଣାପଡିଛି…
ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ବିଜେଡି ର ବରିଷ୍ଠ ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବେ ମହାମାରୀ କରୋନା ରୋଗରେ ଆକ୍ରାନ୍ତ । ଏଥିପାଇଁ ଶ୍ରୀଯୁକ୍ତ ଆଚାର୍ଯ୍ୟ ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ଭତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁର ଠାରେ ସାଂସଦ ପ୍ରସନ୍ନ ଆଚାଯ୍ୟ ଙ୍କ…
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୁବ କଂଗ୍ରେସର ଯୋରଦାର ବିରୋଧ
ପୁରୀ : "ବଗଲା ଧରମସାଲା ଜମିନ୍ ଲୁଟଲିଏ ନବୀନ ବାବୁ ..ଗୋ ବ୍ୟାକ୍" । ଏପରି ଶ୍ଳୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରିଥିଲା ପୁରୀ ଯୁବ କଂଗ୍ରେସ । ତିନୋଟି ଅଲଗା ଅଲଗା ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୋଯନାବଦ୍ଧ ଭାବେ ବିରୋଧ କରିଥିଲା ଯୁବ କଂଗ୍ରେସ । ବଗଲା…
ପାଇକମାଲ ରାଜସ୍ବ ନିରୀକ୍ଷକଙ୍କର ଅକାଳ ବିୟୋଗ
ସମବେଦନା ଜଣାଇଲେ ଉପଜିଲ୍ଲାପାଳ, ତହସିଲଦାର ,ଓ ଅନ୍ୟାନ୍ୟ ଅଧିକାରୀ
ବରଗଡ଼ :- ସକାଳୁ ଏକ ଦୁଃଖଦ ଖବର ସମସ୍ତ ଅଞ୍ଚଳବାସୀ ଙ୍କୁ ଚକିତ ଓ ଦୁଃଖିତ କରିଦେଇଛି । ଆଜି ସକାଳୁ ପାଇକମାଲ ରାଜସ୍ବ ନିରୀକ୍ଷକ ଶ୍ରୀ ଶଶୀଭୂଷଣ ସାହୁ ଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଖେଳି…
ଗୋଟିଏ ଦିନରେ ୩ ଗୋରୁ ବୋଝେଇ ପିକଅପ୍ ଜବତ
ଜିଲ୍ଲାରେ ବଢ଼ୁଛି ବେଆଇନ ଗୋଚାଲଣ
ବାରିପଦା(ଦିଲ୍ଲୀପ ମହାନ୍ତି ): ଗୋଟିଏ ଦିନରେ ବାରିପଦା ଟାଉନ୍ ଏବଂ ସଦର ଥାନା ଅଞ୍ଚଳରୁ ୩ଟି ଗୋରୁ ବୋଝେଇ ପିକଅପ ଗାଡି ଜବତ କରାଯାଇଛି। ଆଜି ଅପରାହ୍ନରେ ସଦର ଥାନା ପକ୍ଷରୁ ବଡ଼ସାହି ଥାନା ଅଞ୍ଚଳରୁ ଗୋରୁ ନେଇ ଆସୁଥିବା ଦୁଇଟି ପିକଅପକୁ ଜବତ…
ସମ୍ପୂର୍ଣ୍ଣ ଭାବେ ଭୁଷୁଡି ଯାଇଛି ମୟୂରଭଂଜ ଜିଲ୍ଲାର ସ୍ବାସ୍ଥ୍ୟ ସେବା
ଜିଲ୍ଲାରେ ବିଗିଡା ସ୍ବାସ୍ଥ୍ୟ ସେବା ନେଇ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ
ବାରିପଦା(ଦିଲ୍ଲୀପ ମହାନ୍ତି )-ଓଡିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାର ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ଯାଇଛି ବୋଲି ମୟୂରଭଂଜ ବିଜେପି ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଆୟୋଜିତ …
ବାପରେ …କି ଜଘନ୍ୟ ଷଡଯନ୍ତ୍ର
ପର୍ଦ୍ଦାଫାସ ହେଲା ବ୍ରଜରାଜନଗର ଦମ୍ପତ୍ତି ପୋଡ଼ି ମାମଲା।
ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା କରିଥିଲେ ନିଜ ପୁତୁରା ଓ ଝିଆରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ରାମପୁର ଫାଣ୍ଡି ଅନ୍ତର୍ଗତ ପଞ୍ଜାବୀ ଧଉଡ଼ାରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିରୋଧ ପ୍ରଦର୍ଶନ କଲେ ବ୍ରଜରାଜନଗରବାସୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ପ୍ରଦର୍ଶନ। ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବାରମ୍ବାର ପୁରସ୍କୃତ ହେଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କରି ରାଜ୍ୟରେ ଏପରି ଅଭିନବ ଜନ୍ମଦିନ ଉପହାର…
ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ଅନୁପ ସାଏ।
ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଆନ୍ତରୀଣ ଜାମିନରେ ଅଛନ୍ତି ପୂର୍ବତନ ଏମଏଲଏ।
ଝାରସୁଗୁଡ଼ା : (ସୁଭାଷ ସହାରେ) - ବ୍ରଜରାଜନଗରର ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ସ୍ବାସ୍ଥ୍ୟ ପୁଣି ଥରେ ବିଗିଡ଼ିବାରୁ ଛତିଶଗଡ଼ର ରାୟଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…