ସରିଗଲା ବର୍ଷକର ପରିଶ୍ରମ, ଚାଷୀଙ୍କ ଅଣ୍ଟା ହେଲା ଦୁର୍ବଳ 

ପଦ୍ମପୁର :- ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଅମଳଧାନ କୁ ଚାଉଳ କଲାପରେ ବୋଡାସମ୍ବର ରାଇସ ସୃଷ୍ଟିକରି ସାରାଓଡିଶାରେ ନାମ ଥିବା ଏ ଅଂଚଳ ର ଚାଷୀ ଚଳିତ ଖରିଫ ଋତୁ ରେ ଅନେକ ଝଡଝଂଜା ମଧ୍ୟରେ ଗତିକରି ଧାନଚାଷକରି ବେଶ ଅମଳ ହେବବୋଲି ବହୁ ଆଶା କରିଥିଲେ କିନ୍ତୁ ଅଜଣା ରୋଗପୋକ ତଥା…

ଦୂର୍ଗାପୂଜା ପାଇଁ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଆଲୋଚନା। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଆରମ୍ଭ ହେଲାଣି ପୂଜାଋତୁ। କୋରୋନା ପାଇଁ ଏ ବର୍ଷ ପୂଜା ମେଢ଼ ଓ ବିଧିରେ ନିୟମ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇ ହୋଇଛି। ଏ ନେଇ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଝାରସୁଗୁଡ଼ାର ପ୍ରଶାସନ ଓ ଦୁର୍ଗାପୂଜା କମିଟି ଗୁଡ଼ିକର ନିଜ ନିଜ…

ପ୍ଲାଜମା ଦାନ କରିଥିବା ଯୋଗୁଁ ସମ୍ବର୍ଦ୍ଧନା। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ଆଜି ପ୍ଲାଜମା ଦାନ କରିଥିବା ବ୍ରଜ ମୋହନ ଉପାଧ୍ୟାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଜୁ ଜନତା ଦଳର ଟାଉନ ସଭାପତି ଶ୍ରୀ ସନ୍ଦୀପ ଅବସ୍ତି, ପୂର୍ବତନ ନଗରପାଳ ଶ୍ରୀ ହରିଷ ଗଣତ୍ରା, ବାର ସଭାପତି ଶ୍ରୀ ପି…

ଧନୀ କରିବ ବେପାର, ସାଧାରଣ ଜନତା ଭୋଗିବେ ସମସ୍ୟା। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମର ଲୋକମାନେ ବର୍ତ୍ତମାନ ଏକ ଭିନ୍ନ ପ୍ରକାରର ସମସ୍ୟା ସମ୍ମୁଖୀନ ହେଉଛନ୍ତି। ନିର୍ମାଣ ହେଉଥିବା ଦୁଗ୍ଧ ଫାର୍ମ ଯୋଗୁଁ ତାଙ୍କର ନିତିଦିନିଆ ରାସ୍ତାଟି ବିପଦସଂକୁଳ ହୋଇ ପଡ଼ିଛି।  ସୂଚନା…

ଆଡଭୋକେଟଙ୍କ ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ। ଆକାଉଣ୍ଟ ହ୍ୟାକିଂ ହୋଇଥିବା ଅଭିଯୋଗ କଲେ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ଜଣେ ଆଡଭୋକେଟ ତାଙ୍କ ଫେସବୁକ ମନ୍ତବ୍ୟ ପାଇଁ ବର୍ତ୍ତମାନ ବିବାଦରେ ପଡ଼ିଛନ୍ତି। ଏ ନେଇ ଦୁଇଟି ସଂଗଠନ ତାଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି।  ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଏକ ଫେସବୁକ ପୋଷ୍ଟରେ ବିବାଦୀୟ…

ରେଙ୍ଗାଲି ରେଲୱେ ଷ୍ଟେସନରେ ମାଁ ଦୁର୍ଗାଙ୍କ ସ୍ଥାୟୀ ମନ୍ଦିରରେ ଶାରଦୀୟ ଦଶହରା -: ସଂଧ୍ୟା ଆଲତିରେ ଭକ୍ତଙ୍କ ସମାଗମ। 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗାଲି ରେଲୱେ ଷ୍ଟେସନ ନିକଟରେ ଥିବା ସ୍ଥାୟୀ ମାଁ ଦୁର୍ଗାଙ୍କ ମନ୍ଦିରରେ ଶାରଦୀୟ ଦଶହରା ଗତ ଶନିବାର କଳସ ବୁଡା ଶୋଭାଯାତ୍ରାରୁ ଆରମ୍ଭ ହୋଇଯାଇଛି। ଶନିବାର ଗ୍ରାମର ମହିଳା ଓ ଯୁବତୀ ମାନେ ସ୍ଥାନୀୟ ବାବା ବନ୍ଧରୁ…

ଗୁରୁ ସତ୍ୟନାରାୟଣ  ସ୍ମୃତି ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ  ସଫେଇ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁରୀ ଭାଷା ସାହିତ୍ୟ ର ଜନକ ଗୁରୁ ସତ୍ୟନାରାୟଣଙ୍କ ସ୍ମୃତିରେ ଜେଲ ଛକ ନିକଟରେ ତିଆରିି ହୋଇଥିବା ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆଜି  ସଫେଇ ଅଭିଯାନ ଅନୁଷ୍ଠିତ ହେଇଥିଲା l ରକ୍ଷଣା ବେକ୍ଷଣା ଅଭାବରୁ   ଜରାଜୀର୍ଣ୍ଣ ଅବସ୍ଥା ରେ…

କୃଷ୍ଣ ଚନ୍ଦ୍ରଙ୍କ ପଞ୍ଚକର୍ମ ପରମାନନ୍ଦ କୃଷି ଯନ୍ତ୍ର ଚାଷୀଙ୍କ ପାଇଁ ହେବ ସହାୟକ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ  ଅବିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରାପ୍ତ ଉଦ୍ଭାବକ କୃଷ୍ଣ ଚନ୍ଦ୍ର ନାଏକ ଙ୍କ ନିର୍ମିତ  ପଞ୍ଚକର୍ମ ପରମାନନ୍ଦ କୃଷି ଯନ୍ତ୍ର ଆଜି ଶୁଭ ଉନ୍ମୋଚନ ହୋଇଛି l ଜ଼ିଲ୍ଲାର ଧନକଉଡା ବ୍ଲକ…

କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ଶିକ୍ଷା ପ୍ରଦାନ ପାଇଁ ପଞ୍ଚମ ପର୍ଯ୍ୟାୟ ଶିକ୍ଷା ଉପକରଣ  ବଣ୍ଟନ 

ଖପ୍ରାଖୋଲ  (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୃଥିବୀ ର ପ୍ରଥମ ନିଃଶୁଳ୍କ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର ଐତିହାସିକ ଯୁଗାନ୍ତକାରୀ ପଦକ୍ଷେପ l କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ…

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତୀୟ ନୌସେନାର ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ହେଲା ପରୀକ୍ଷା ନୂଆଦିଲ୍ଲୀ (ଶାସକ ପ୍ରଶାସକ):  ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ…