କଣ୍ଟେନମେନ୍ଟ ଜୋନ ଘୋଷଣାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ  

କଣ୍ଟେନମେନ୍ଟର ସମୟ ଅବଧିକୁ କମାଇବା ପାଇଁ କଲେ ଅନୁରୋଧ।  ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ସଦରର ଦୁଇଟି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନରେ ଘୋଷଣାର ପୁନଃବିଚାର କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ ଏକ ପ୍ରତିନିଧି ଦଳ। ଜିଲ୍ଲାପାଳଙ୍କୁ କଣ୍ଟେନମେନ୍ଟର ସମୟ ଅବଧିକୁ ୧୪ ଦିନରୁ ୮…

ଜିଲ୍ଲା କଂଗ୍ରେସର ନିର୍ବାଚନ ସମ୍ପର୍କିତ କମିଟିର ପ୍ରତିନିଧି ରୂପେ ମନୀଷ ବାଜପେୟୀ ନିଯୁକ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସର ସଭାପତି ଶ୍ରୀ ଭରତ ଅୱସ୍ତି ଜିଲ୍ଲାର ନିର୍ବାଚନ ସମ୍ପର୍କିତ କମିଟିର ପ୍ରତିନିଧି ରୂପେ ବରିଷ୍ଠ କଂଗ୍ରେସ କର୍ମୀ ମନୀଷ ବାଜପେୟୀଙ୍କୁ ମନୋନୀତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଶ୍ରୀ…

ସାବାସ ଡା. ସୂର୍ଯ୍ୟକାନ୍ତ

ବଲାଙ୍ଗୀର (ନିରୋଜ ମିଶ୍ର) : କଥାରେ  ଅଛି ଦୃଢ ଇଚ୍ଚାଶକ୍ତି ଆଗରେ ସର୍ବଦା ଅସମ୍ଭବ ମୁଣ୍ଡ ନୁଆଁଇଛି। ଯଦି କିଛି କରିବାର ବିଶ୍ୱାସ ରହିଛି ତେବେ ଯେଉଁଭଳି ପରିସ୍ଥିତି ଆସୁନା କାହିଁକି ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ଏମିତି ଏକ ଉଦାହରଣ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକରେ ଦେଖିବାକୁ…

ନିଖୋଜ ନିର୍ମଳ ବିଶି : କେହି ଖବର ପାଇଲେ ଜଣାଇବେ ପ୍ଲିଜ଼

ବରଗଡ :- ବରଗଡ଼ ସଦର ଥାନା ଅନ୍ତର୍ଗତ ଚଳରକେନ୍ଦ ସ୍ଥିତ ବାନପ୍ରସ୍ଥ ଜରାନିବାସରେ ଆଶ୍ରୟ ନେଇଥିଲେ ଭଟଲି ବ୍ଳକ ଉର୍ଦୁନା ଗାଁର ନିର୍ମଳ ବିଶି ଏବଂ ତାଙ୍କର ପତ୍ନୀ ସୁନାଫୁଲ । ସେମାନେ ଗତ ୧୫ ତାରିଖରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ କିଛିଦିନ ରହିବା ପରେ ୨୬ ତାରିଖ ଦିନ ଆଶ୍ରମକୁ ଫେରୁଥିଲେ ।…

ଟିଟିଲାଗଡ ପୋଲିସ ର ବଡ଼ ସଫଳତା, ଜୁଆ ଆଡ୍ଡା ଉପରେ ଚଢ଼ଉ। 

ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ ଅଞ୍ଚଳ ରେ ବହୁ ଦିନରୁ ଧରି ଜୁଆ ଆଡ୍ଡା ଗୁଡିକ ନିଶ୍ଚିନ୍ତ ଭାବରେ ଚାଲିଛି। ଛୋଟ ବଡ଼ ଅନେକ ଲୋକ ଜୁଆ ଆଡ୍ଡା ଜମାଇଛନ୍ତି। ଅକ୍ଟୋବର ୨୭ ତାରିଖ ଦିନ ସନ୍ଧ୍ୟା ରେ ଟିଟିଲାଗଡ ପୋଲିସ ଷ୍ଟେସନ ର ଆଇ ଆଇ ସି ପ୍ରଭାତ ରଞ୍ଜନ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ…

ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ  ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ କ୍ୟାରିୟର ଗାଇଡ୍- ୨୦୨୦’ ଆଜି ଉନ୍ମୋଚିତ ହୋଇଛି । ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ର କାର୍ଯ୍ୟାଳୟ ପରିସରରେ କୌଣସି ଆନୁଷ୍ଠାନିକ  ସଭା କିମ୍ବା ଭାଷଣର ବ୍ୟବସ୍ଥା…

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କୋଭିଡ ପଜିଟିଭ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) କେନ୍ଦ୍ର ଟେକ୍ସଟାଇଲ୍ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜେ ଇରାନୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ଟୁଇଟ ରେ କହିଛନ୍ତି ଯେ "It is rare for me to search for words…

ବିଶ୍ୱସ୍ତରୀୟ ଟାଇମ୍ସ  ହାଇଅର ଏଡୁକେସନ ରାଙ୍କୀଙ୍ଗରେ ସୋଆ ସ୍ଥାନିତ 

  ଭୁବନେଶ୍ୱର, 28 ଅକ୍ଟୋବର : ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାଙ୍କୀଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ 601 -800 କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼…

ମମତାର ମୂଲ ୧୫ ହଜାର ଟଙ୍କା !!!

ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ ଓ ରେଢ଼ାଖୋଲ୍‌ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ :  କୁହାଯାଏ ମମତା ଆଉ ମାତୃତ୍ୱର ଅନୁଭବ ଅମୂଲ ମୂଲ | ହେଲେ ଆଜି ମମତା ଆଉ ମାତୃତ୍ଵ କାହିଁକି କେଜାଣି ନିଲାମ ହୋଇଯାଉଛି | ମା ତାର ଛୁଆକୁ ଆଉ କାହା ହାତରେ ଟେକିଦେଉଛି | କାରଣ ଯାହା ବି ହେଉ, ଏଭଳି…

Breaking : ଦାଦାବଟି ମାଗି ଠିକା ସଂସ୍ଥା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସହ ୫ ଗିରଫ।  ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଲପଙ୍ଗାସ୍ଥିତ ଆଦିତ୍ଯ ଆଲୁମିନାର ଏକ ଠିକା ସଂସ୍ଥା ବରୋଦରା  ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ ର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଗୌତମ ରେଡ୍ଡିଙ୍କ ଠାରୁ ପ୍ରଥମେ ଦାଦାବଟି…