ଝାରସୁଗୁଡ଼ା ବିମାନବନ୍ଦରରେ ଅବସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ଦୁଇଟି ପ୍ରତିମୂର୍ତ୍ତି। 

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପ୍ରତିଷ୍ଠା ହେବ ବୀର ସୁରେନ୍ଦ୍ର ସାଏଙ୍କ ଦୁଇଟି ପ୍ରତିମୂର୍ତ୍ତି। ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ କିଶୋର କୁମାର ସେନାପତି ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ପ୍ରତିମୂର୍ତ୍ତିଟି ଏସ ଏଚ ଛକରୁ ଝାରସୁଗୁଡ଼ା…

ଅନଲାଇନ ଧାନ ବିକ୍ରି ପଞ୍ଜିକରଣର ତାଲିମ ଶିବିରର ଆୟୋଜନ। 

ଝାରସୁଗୁଡ଼ା :( ସୁଭାଷ ସହାରେ ):ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗତକାଲି ଅପରାହ୍ନ ୨ଟାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପି-ପାସ୍ (Paddy Procurement Automation System) ସମ୍ବନ୍ଧୀୟ ଏକ ଗୁରୁତ୍ବପୂର୍ଣ୍ଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମାବଳୀ…

କର୍ଲାପିଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ୟ୍ୟକ୍ରମ

ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ…

କୄଷି ଆଇନ ୨୦୨୦ କେନ୍ଦ୍ର ସରକାରଙ୍କ ବୈପ୍ଳବିକ ପଦକ୍ଷେପ ବିଜେପି।

ରମାକାନ୍ତ ବିଶ୍ବାଳ /ସମ୍ବଲପୁର- କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରାଦେଶରେ କାଯ୍ୟକାରି କରାଯାଇଥିବା ନୂତନ କୄଷି ଆଇନ ୨୦୨୦  ଦେଶରେ କୄଷକ ମାନଙ୍କ ହିତ ପାଇଁ ନିଆଯାଇଥିବା  ଏକ ବୈପ୍ଳବିକ ପଦକ୍ଷେପ ବୋଲି ବିଜେପି କହିଛି । ସମ୍ବଲପୁର ଠାରେ ରାଜ୍ୟ ବିଜେପି କୄଷକ ମୋର୍ଚ୍ଚାର ସଭାପତି ରବି ନାଏକ…

ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ: ଅପରାଧୀଙ୍କ ସହ ଏବେ ଟାର୍ଗେଟରେ ନିଶା ବେପାରୀ ଓ ସଟ୍ଟାବଜାର 

ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ । ଗୋଟିଏ ପରେ ଗୋଟିଏ ଲୁଟ, ଗୁଣ୍ଡାଗର୍ଦ୍ଦି ମାମଲାର ପର୍ଦ୍ଦାଫାସ କରିଚାଲିଛି ପୁଲିସ । ଆଉ ଏବେ ପୁଣି ଏକ ନୂଆଁ ଅପରେସନ ଆରମ୍ଭ କଲାଣି ପୁଲିସ । ଏଥର ବେଆଇନ କାରବାର କରୁଥିବା ବ୍ୟକ୍ତିଙ୍କୁ ପୁଲିସର ଟାର୍ଗେଟ ।…

ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

ସମ୍ ଡାକ୍ତରଙ୍କର କଲେ ସଫଳ ଅସ୍ତ୍ରୋପଚାର ଭୁବନେଶ୍ୱର,(ଶାସକ ପ୍ରଶାସକ) : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତେ୍ରାପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ…

ଇ-ବିଧାନସଭା ପାଇଁ ପ୍ରଥମ କିସ୍ତି ଅନୁଦାନ ମଞ୍ଜୁର

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟକୁ ବିନା କାଗଜରେ ସଂପନ୍ନ କରିବା ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛିା ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡ଼ିଶା ଏବଂ ପଞ୍ଜାବ ବିଧାନସଭା ଏହା କାର୍ଯ୍ୟକାରୀ…

ଦୁର୍ନୀତିକୁ ବିଧାନସଭା ସଚିବାଳୟରେ ପ୍ରଶ୍ରୟ ନଦେବାକୁ ନେଲେ ଶପଥ 

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ କରିଛନ୍ତିା ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ସହ ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା ପାଇଁ କର୍ମଚାରୀମାନେ…

ଛତୁଆ ତିଆରି ଓ ବଣ୍ଟନ କେନ୍ଦ୍ର ଚୟନରେ ଅନିୟମିତତା : କାର୍ଯାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର 

ପଦ୍ମପୁର-ଛୋଟ ପିଲା କିମ୍ବା ଗର୍ଭବତୀ ମାଁ ମାନେ ପୁଷ୍ଟି ହିନତାର ଶୀକାର ନ ହେବା ପାଇଁ ସରକାର ବିନା ମୂଲ୍ୟରେ ଛତୁଆ ବଣ୍ଟନ କରୁଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସରକାର ଛତୁଆ ତିଆରି ତଥା ବଣ୍ଟନ ପାଇଁ ଦାୟିତ୍ୱ ଦେଇଛନ୍ତି । ସେହି ସ୍ବୟଂ ସହାୟକ ଗୋଷ୍ଠୀ…

ଅଜଣା ଗାଡି ଧକ୍କାରେ ତିନି ବରାହ ମୃତ

ବରଗଡ:- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ରସମୁଣ୍ଡା ଗ୍ରାମ ନିକଟରେ ଗତ ରାତିରେ କୋଣସି ଏକ ଅଜଣା ବଡ଼ଗାଡି ଧକ୍କାରେ ତିନି ଗୋଟି ବରାହ ମୃତ୍ୟୁବରଣ କରିଥିବା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିଛି । ନୃସିଂହନାଥ ଫରେଷ୍ଟ ରେଞ୍ଜର ଶ୍ରୀ ଗିରିଧାରୀ ପ୍ରଧାନ ଙ୍କର କହିବା ମୁତାବକ ବିଳମ୍ବିତ ରାତିରେ…