Sign in
Sign in
Recover your password.
A password will be e-mailed to you.
ଝାରସୁଗୁଡ଼ା ଜିଲ୍ଲାର ନୂତନ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅୱସ୍ତିଙ୍କୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଜଣାଇ ଏକ ସଭାର ଆୟୋଜନ କରାଯାଇଥିଲା। ନବକିଶୋର ଦାସଙ୍କ ବିଜେଡି ଦଳକୁ ଚାଲିଯିବା ପରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସର…
ବିଜୟା ଦଶମୀ ରେ ବଙ୍ଗୀୟ ସମ୍ପ୍ରଦାୟର ଅନନ୍ୟ ପରମ୍ପରା ସିନ୍ଦୁର ଖେଳ
ସମ୍ବଲପୁର / ରମାକାନ୍ତ ବିଶ୍ୱାଳ : ଏଥର102 ବର୍ଷରେ ପଦାର୍ପଣ କରିଥିଲା କାଳିବାଡିର ଦୁର୍ଗାପୂଜା।ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ରେ ଏଠି ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ। ସିନ୍ଦୁର ଖେଳ ବଙ୍ଗାଳି ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ। ସିନ୍ଦୁର ଖେଳ ଦିନ ବଙ୍ଗାଳି ସହ ଅନ୍ୟ ସମ୍ପ୍ରଦାୟର ମହିଳା ମାନେ…
ପରାଗ ଗୁପ୍ତା ହେଲେ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ
ମାନସୀ ନିମ୍ଭାଲ ହେଲେ ଓଏସଏଏମ୍ ବୋର୍ଡର ସଦସ୍ୟ ସହ ଟିଡିକଲ ଏମଡି
ସୁରେନ୍ଦ୍ରଙ୍କ ଠାରୁ ସିଡିଏ ଅଧ୍ୟକ୍ଷ କାଢି ଦିଆଗଲା ମାଥିଙ୍କୁ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ସରକାର କରିଛନ୍ତି ଛୋଟ ଅଦଳବଦଳ | କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୮୮…
ଛାତ୍ରବୃତ୍ତି ପାଇଁ ହେଲା ସିଙ୍ଗଲ ଉଇଣ୍ଡୋ : ଉପକୃତ ହେବେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ
ସାଧାରଣ ଲୋକର ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ…
କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶବ ସତ୍କାର କଲା ସଂକଲ୍ପ ପରିବାର
ବରଗଡ :- ସଂକଲ୍ପ ପରିବାର ତରଫରୁ ଆଜି ଜଣେ କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି ।ମୃତକ ଜଣକ ଗାଇସିଲେଟ ଅଞ୍ଚଳର ସୁରେନ୍ଦ୍ର କୁମାର ରାୟ(୪୫) ଅଟନ୍ତି । ମୃତ ସୁରେନ୍ଦ୍ର ନୂଆପଡା ଜିଲ୍ଲା ବେଳଟୁକରି ଉଛ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ. ଗତ କିଛି ଦିନ ହେଲା ସେ…
ପାଣି ପରୀକ୍ଷଣ ପାଇଁ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର କାର୍ଯ୍ୟାଳୟ ଠାରେ ଏଫଟିକେ ଓ ପରିମଳ ସର୍ବେକ୍ଷଣ ସମ୍ବନ୍ଧରେ ଆଜି ରେଢାଖୋଲ ବ୍ଲକସ୍ତରୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରେଢାଖୋଲ ଆର.ଡବ୍ଲୁ.ଏସ୍.ଏସ୍ ଓ ପଞ୍ଚାୟତରାଜ ଏବଂ…
ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ : କର୍ମଚାରୀମାନେ ନେଲେ ସତ୍ୟନିଷ୍ଠାର ଶପଥ I
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦20 ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ଆଜି ପୂର୍ବାହ୍ନରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପାଇଁ ସମସ୍ତ…
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆପ୍ ପକ୍ଷରୁ ଦାବିପତ୍ର ,
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : କରୋନା ସମୟରେ ଲୋକଙ୍କର ଆର୍ଥିକ ସ୍ଥିତି ଭୂଷୁଡି ପଡିଥିବାବେଳେ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରି ଲୋକଙ୍କ ଉପରେ ବୋଝ ଲଦୁଛନ୍ତି ରାଜ୍ୟ ସରକାର I ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ଆମ ଆଦମୀ ପାର୍ଟି ପକ୍ଷରୁ…
ହୋଟେଲ ଦିଶାରେ ଚାଲିଥିଲା ଜୁଆ ଖେଳ : ପୋଲିସ ଚଢ଼ାଉ, ୬ ଗିରଫ
କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ହୋଟେଲ ଦିଶା ଉପରେ ପୁଲିସ ଗତକାଲି ବିଳମ୍ବିତ ରାତ୍ରିରେ ଚଢ଼ାଉ କରିଛି I ଜୁଆ ଖେଳ ଚାଲି ଥିବାର କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅଚାନକ ଚଢ଼ାଉ କରି ଥିଲା I ଏହି ଚଢ଼ାଉ ବେଳେ। ପୁଲିସ ୬ ଜୁଆଡ଼ିଙ୍କୁ ଗିରଫ କରିବା…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର : ଦେବଦୂତ ସାଜିଲେ ଡାକ୍ତର
ବରଗଡ :- ଆଜି ଛତିଶଗଡ ବସନା ପଟରୁ ଏକ ବାଇକ ରେ ଦୁଇ ଜଣ ଆସୁଥିବା ସମୟରେ ରେ ପଦ୍ମପୁର ରାସ୍ତା ବଗେଇଜୁରୀ ଛକ ଠାରେ ବିପରିତ ଆଡୁ ଆସୁଥିବା ଏକ ସେଣ୍ଟୋ କାର ସହିତ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଭାବରେ ଆହତ ହୋଇଛନ୍ତି lଘଟଣା…