ପୂର୍ବତଟ ରେଳପଥ ପକ୍ଷରୁ “ସତର୍କ ଭାରତ, ସମୃଦ୍ଧ ଭାରତ” ସମ୍ବନ୍ଧରେ କର୍ମଶାଳା  

ଭୁବନେଶ୍ୱର( ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ପକ୍ଷରୁ ଆଜି ସତର୍କତା ସପ୍ତାହ ପାଳନ ଅବସରରେ ଏହାର ମୁଖ୍ୟାଳୟ ଠାରେ ଆୟୋଜିତ କର୍ମଶାଳା "ସତର୍କ ଭାରତ, ସମୃଦ୍ଧ ଭାରତ" ରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଅଧ୍ୟକ୍ଷତା କରିଥିଲେ I ସେ ଏହି ସମାବେଶକୁ ସମ୍ବୋଧିତ କରି ଅଧିକାରୀ ଏବଂ…

କିସ୍ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୃସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ  

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତ। ସାମଲ ):  ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡ। ପଞ୍ଚାୟତ କାର୍ଯ୍ୟାଳୟ ଠାରେ କିସ୍ ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି । ରେଢାଖୋଲ ଉପଖଣ୍ଡ ର କିସିଣ୍ଡ। , ନIକଟିଦେଉଳ ର ପ୍ରାୟ ୪୬ ଜଣ ଛାତ୍ର ଛାତ୍ରୀ…

କରୋନା ପରର ଫିକା ଆକାଶରେ ଉଡ଼ିବ ‘କାଗଜ ଗୁଡି’

ଭୁବନେଶ୍ୱର (ଶାସକ ପ୍ରଶାସକ) : ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର…

କରୋନା ପରବର୍ତ୍ତୀ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ

‘ଇଣ୍ଡିଆ ଏନର୍ଜି ଫୋରମ’ର ଚତୁର୍ଥ ସଂସ୍କରଣର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ • ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ • କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଉଦିଆରବର ଉର୍ଜା ମନ୍ତ୍ରୀ, ଆମେରିକାର ଉର୍ଜା ସଚିବ ଏବଂ ବିଶ୍ୱର…

ସରକାରୀ ଅର୍ଥକୁ ଖୁଲମଖୁଲା ହଡପ କରୁଛନ୍ତି ବିଜେଡି ନେତା:ଭୃଗୁ ବକ୍ସିପାତ୍ର  

ତିର୍ତୋଲରେ ବିକାଶମୂଳକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କାର ଅନୁଦାନ ପଂଚାୟତ ସମିତି ଗୁଡିକରେ ପଡିରହିବା ପ୍ରସଙ୍ଗ ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୂର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି ଶାସକ ବିଜେଡି । ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର…

 ମାଆଙ୍କୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭାବପୂର୍ଣ୍ଣ ମେଲାଣି 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ଗୋଟିଏ ବର୍ଷର  ଅପେକ୍ଷା ଦଶହରା ପରେ ମାଁ ନେଲେ ବିଦାୟ । ମାଁଙ୍କୁ ଭକ୍ତମାନେ ଦେଇଛନ୍ତି  ଅଶ୍ରୁଳ ବିଦାୟ କରୋନା କଟକଣା ଭିତରେ ସମ୍ପନ୍ନ ହୋଇଛି ଦୁର୍ଗାପୁଜା । ସମ୍ବଲପୁର ଗୋବିନ୍ଦତୋଲା ରେ ଦିର୍ଘ ୫୨ ବର୍ଷ ହେବ ଦୁର୍ଗା ପୁଜା ହୋଇଆସୁଛି । ଏଥର କରୋନା…

ପରିବାର ଥାଇ ମଧ୍ୟ ନିଃସନ୍ତାନ ଦର୍ଶାଇ ଜମି ବିକ୍ରି କରିଦେଇଛନ୍ତି।

  ଟିଟିଲାଗଡ, (ଗୌରବ ଦର୍ଜୀ)- ଟିଟିଲାଗଡ ସ୍ଥିତ ଟ୍ୟାନେରୀ ନିକଟରେ ଏକ ୩୫ ଡିସିମିଲ  ଜମିରୁ ୧୫ ଡିସିମିଲ ଜମି ଜଣେ ବ୍ୟକ୍ତି ତିନି ଜଣ ବ୍ୟକ୍ତିଙ୍କୁ ବିକ୍ରି କରିଛି। ଏହା ବିରୋଧରେ ଜମିର ପ୍ରକୃତ ମାଲିକର ପୁଅ ଅଭିଯୋଗ ଆଣିଛନ୍ତି। ଟ୍ୟାନେରୀ ନିକଟରେ ବାଘୁଆ ଗଣ୍ଡା ନାମକ ଜଣେ ବ୍ୟକ୍ତି…

ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ 

ବାରିପଦା/ ଦିଲ୍ଲୀପ ମହାନ୍ତି : ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିବା ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ ହୋଇଯାଇଛି । ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ବନପାଳ ଦାଶରଥୀ ସାହୁ ପ୍ରଥମେ ପଜିଟିଭ ଚିହ୍ନଟ ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ତେବେ ସମସ୍ତ  ହୋମ…

ଝାରସୁଗୁଡ଼ା ଭିଏସଏସ ବିମାନବନ୍ଦର ପାଳନ କଲେ ସତର୍କତା ସଚେତନତା ସପ୍ତାହ ।

  ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଭିଏସଏସ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ 'ସତର୍କତା ସଚେତନତା  ସପ୍ତାହ' କାର୍ଯ୍ୟକ୍ରମ ପ୍ରଥମ ଦିନରେ ହିଁ ଆଜି ପାଳିତ ହୋଇଛି। ଏହି ଅବସରରେ ବିମାନ ବନ୍ଦରର ସମସ୍ତ କର୍ମଚାରୀ   ସତର୍କତା ଅବଲମ୍ବନ…

ପୁଣି  ବେଦାନ୍ତ ଗେଟ୍ ବନ୍ଦ ହେଲା : କର୍ମଚାରୀମାନଙ୍କୁ ପୁରାଇ ଦେଲେ ନାହିଁ ଆନ୍ଦୋଳନକାରୀ

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାରେ ବେଦାନ୍ତ ବିରୋଧୀ ଝଡ଼ ଥମିବାର ନାମ ନେଉ ନାହିଁ। କେତେବେଳେ ଆଶ୍ ପଣ୍ଡ ମାମଲା ତ କେତେବେଳେ ରାତାରାତି କୋର୍ଟ ନିଷ୍ପତ୍ତି ବଦଳାଇ ଜନଶୁଣାଣି କରିବା ଘଟଣା ଯୋଗୁଁ ବିରୋଧର ସମ୍ମୁଖୀନ ହେଉଛି ବେଦାନ୍ତ। ସ୍ଥାନୀୟ ଲୋକଙ୍କ ସମସ୍ତ ନ୍ୟାଯ୍ୟ ଦାବି ଓ…