Sign in
Sign in
Recover your password.
A password will be e-mailed to you.
ଜୁଆ ଖେଳ:ଦଣ୍ଡପାଣି ଲଜ ଉପରେ
ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପୁଲିସ ଦଣ୍ଡପାଣି ଲଜ ଉପରେ ଚଢ଼ାଉ କରିଛି I କୌଣସି ସୂତ୍ରରୁ ଜୁଆ ଖେଳ ଚାଲି ଥିବାର ଖବର ପାଇ ପୁଲିସର ଏକ ଟିମ ଅଚାନକ ଚଢ଼ାଉ କରି ଥିଲା I ଏହି ଚଢ଼ାଉ ବେଳେ ପୁଲିସ ନଗଦ ୪୦,୨୦୦ ଟଙ୍କା ସହ ,୭ଟି ମୋବାଇଲ ଫୋନ, ତାସ ଏବଂ…
ନବୀନଙ୍କୁ ନିରଞ୍ଜନଙ୍କ ପ୍ରଶ୍ନ : ବିଜେପି ପ୍ରତି ଆପଣଙ୍କ ଅନ୍ଧ ସମର୍ଥନର କାରଣ କଣ ରାଜ୍ୟବାସୀଙ୍କୁ ଜଣାନ୍ତୁ
ଆପଣ ତ ନିଜେ ପ୍ରଚାରକୁ ଯାଉନାହାନ୍ତି, ଘରେ ସୁରକ୍ଷିତ ରହୁଛନ୍ତି | ଭର୍ଚୁଆଲ ରାଲିରେ ଭିଡ କରି ଲୋକଙ୍କୁ ବିପଦ ମୁଖକୁ ଠେଲି ଦେଉଛନ୍ତି କାହିଁକି ?
ରାଜ୍ୟସଭା ନିର୍ବାଚନରେ ସଂପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରି ଗୋଟିଏ ସିଟ ବିଜେପିକୁ ଦେଲେ କଣ ସିବିଆଇକୁ ଡରି !!!
ଭୁବନେଶ୍ୱର(ଶାସକ…
ବାରିପଦା ଟାଉନ ଥାନାରେ ସହୀଦଙ୍କ ଫଟୋଚିତ୍ର ଉନ୍ମୋଚନ କଲେ ଏସପି
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ପରିସରରେ ଆଜି ୨୦୦୯ ଅକ୍ଟୋବର ୧୩ରେ ମାଓବାଦୀଙ୍କ ଗୁଳିର ସାମ୍ନାକରିବାକୁ ଯାଇ ସହୀଦ ହୋଇଥିବା ଚାନ୍ଦୁଆ ଥାନା ଏଏସ୍ଆଇ ନାରାୟଣଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗମ୍ଭା ହେମ୍ବ୍ରମ ଫଟୋଚିତ୍ରକୁ ମୟୂରଭଞ୍ଜ…
ବାଲେଶ୍ୱର ଉପନିର୍ବାଚନ : ରୁଟି ସେକିଲେ ଅପରାଜିତା
ମାନସଙ୍କ ପାଇଁ କମର କଷିଲେ ଷଢଙ୍ଗି ଆଣ୍ଡ ଷଢଙ୍ଗି
ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଦ୍ୱିତୀୟଥର ପାଇଁ ବାଲେଶ୍ୱର ଆସି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ମିଶି ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ…
ରିଟର୍ଣ୍ଣିଂ ଅଫିସରଙ୍କଠାରେ ବିଜେପିର ଫେରାଦ
ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ) :: ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ରଣକୌଶଳ ପ୍ରୟୋଗ କରାଯାଉଥିଲେ ବି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଆରୋପ ଉଠାଇଛି ବିଜେପି । ପୂର୍ବରୁ ଶାସକ ଦଳ ବିଜେଡିର…
ବିଜେଡି ପକ୍ଷରୁ ତୁଫାନୀ ନିର୍ବାଚନ ପ୍ରଚାର
ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ) : ଉପ ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନର ଉଷ୍ମତା ସେତିକି ସ୍ପଷ୍ଟ ବାରି ହୋଇ ପଡୁଛି । ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ପ୍ରଚାର ସରଗରମ ହୋଇଉଠୁଛି । ଏହି ପରିପ୍ରେକ୍ଷୀରେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କ ସହ ଅଭିନେତା ଅଭିନେତ୍ରୀ…
୨୯ ୱାର୍ଡରେ ବିଜେଡି ପକ୍ଷରୁ ମହିଳା ଶୋଭାଯାତ୍ରା
ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ): ସଦର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳର ୨୯ ନଂ ୱାଡର଼୍ରେ ଶତାଧିକ ମହିଳାଙ୍କୁ ନେଇ ବିଶାଳ ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ପର୍ଯ୍ୟବେକ୍ଷକ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ…
ଭାରତର ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶ୍ୱ ଶିଳ୍ପକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମର ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
• ଦେଶର ଉର୍ଜା ଦାରିଦ୍ର୍ୟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
• ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭାରତ ଉକ୍ରୃଷ୍ଟ ସ୍ଥାନ ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର – ସେରା ଉଇକ୍ ଦ୍ୱାରା…
‘ସରକାରକା ମାଲ ଦରିଆ ମେ ଡାଲ’ ନୀତିରେ କୋଟି କୋଟି ଟଙ୍କାର ପାୱାର ଷ୍ଟେସନ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଦୀର୍ଘ ୭ ବର୍ଷ ହେଲାଣି କାମ ସରିଛି। ସବୁ ପ୍ରସ୍ତୁତ, ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ଝରିଆବାହାଲଠାରେ ନିର୍ମିତ ହୋଇଥିବା ବିଦ୍ୟୁତ ସବ ଷ୍ଟେସନ। ଶାସକ ଦଳର ପ୍ରଭାବଶାଳୀ ନେତା ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କୋନକାଷ୍ଟର ପୂର୍ବତନ କର୍ମଚାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ାସ୍ଥିତ କୋନକାଷ୍ଟ ଷ୍ଟିଲ ଏବଂ ପାୱାର ଲିମିଟେଡର ପୂର୍ବତନ କର୍ମଚାରୀମାନେ ନିଜର ବକେୟା ଥିବା ଦରମା ଓ ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଦେଇଥିଲେ। କମ୍ପାନୀକୁ ବେନିୟମ ଭାବରେ ବନ୍ଦ କରି କର୍ମଚାରୀମାନଙ୍କୁ ଦରମା…