ଶେଷରେ ହାରିଗଲେ ଜଣାଶୁଣା କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ

ନୟାଗଡ  (ବିଶ୍ୱଜିତ ନାୟକ) : ନୟାଗଡ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଆଖି ବୁଜିଦେଲେ | ଗୋଟାଏ ମିଠା ସ୍ୱର ହଜିଗଲା | ମୃତ୍ୟୁ ସହିତ ଲଢେଇ କରି କରି ଶେଷରେ ଆଖି ବୁଜିଦେଲେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ  ଓଡ଼ିଶାର ଅନ୍ୟତମ ସାଲବେଗ ଭିକାରି ମହମ୍ମଦ l କଟକ ବଡ଼ ମେଡିକାଲରେ କିଛି ଦିନ ଧରି…

କରୋନା ଲଢେଇରେ ହାରିଗଲେ ଯୁବ ସାମ୍ବାଦିକ ପ୍ରବୀର 

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଆତଙ୍କ ଜାରି ରହିଥିବା ବେଳେ ଓଡିଶା ଗଣମାଧ୍ୟମ ଜଗତ ପାଇଁ କରୋନା ଆଣିଦେଇଛି ଦୁଖଦ ଖବର । କାରନାରେ ଆଖି ବୁଜିଛନ୍ତି ଉଦୀୟମାନ ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା | ଛାପା ଗଣମାଧ୍ୟମରେ ସଂକ୍ଷିପ୍ତ ସମୟର…

ଅର୍ଣ୍ଣବ ଗିରଫଦାରୀକୁ ନେଇ ଟୁଇଟ କଲେ “ସୁପର୍ନୋ”

 ଓଡ଼ିଶାରେ ଅର୍ଣ୍ଣବଙ୍କ ସମର୍ଥନରେ ସ୍ୱର ଖୁସିର କଥା, ହେଲେ ବିକାଶଙ୍କ ଗିରଫଦାରୀ ବେଳେ ଏତେ ମଜଭୁତ ସ୍ୱର ନଥିଲା   ଭୁବନେଶ୍ୱର : ସମ୍ପ୍ରତି ଏକ ଆତ୍ମହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନେଇ ଦେଶ ବ୍ୟାପି ଭିନ୍ନମତ…

ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ ସହାୟତା ପାଇଁ ବେଦାନ୍ତ ବଢ଼ାଇଛି ସହଯୋଗର ହାତ 

ଜୀବିକା ପ୍ରୋତ୍ସାହନ ପାଇଁ ଲାଞ୍ଜିଗଡରେ ସରକାରଙ୍କ କୁକୁଡ଼ା ପାଳନ ଯୋଜନା କାର୍ଯ୍ୟାନ୍ୱୟନରେ ବେଦାନ୍ତର ସହଭାଗିତା ଲାଞ୍ଜିଗଡ଼/କଳାହାଣ୍ଡି (ଶାସକ ପ୍ରଶାସକ):ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ…

ରାସ୍ତା ନିର୍ମାଣ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଜଣେ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ପୋଲିସ ସତ୍ୟଜିତ ମିଶ୍ର ନାମରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିକୁ ଚୋରି ଅଭିଯୋଗରେ ଗିରଫ କରିଛି ।ବଡ଼ମାଲ ପୋଲିସ ଏକ କେସ ନଂ 198/04.11.20 u/s 379 ଆଇପିସି ଧାରାରେ କେସ ରୁଜୁ କରିଛି।  ଅଭିଯୁକ୍ତ ବେଦାନ୍ତ ରେଲୱେର ଭୂତଳ ରୋଡରେ…

ଝାରସୁଗୁଡାର ୨୭ଟି ଗ୍ରାମରେ ବେଦାନ୍ତ ତରଫରୁ ହସ୍ତ ପ୍ରକ୍ଷାଳନ ଓ ହସ୍ତ-ସ୍ୱଚ୍ଛତା ଅଭିଯାନ ।

ଝାରସୁଗୁଡା :(ସୁଭାଷ ସହାରେ) ବେଦାନ୍ତ ତରଫରୁ ଝାରସୁଗୁଡାର ପରିପାର୍ଶ୍ଵରେ ଥିବା ୨୭ଟିଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛିI ଝାରସୁଗୁଡା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗିତାରେ ଏହି ଅଭିଯାନ ୧୫ ଅକ୍ଟାେବରରୁ ଆରମ୍ଭ ହୋଇ ୩୦…

ଦୀପାଙ୍କ ଟୁଇଟ ପରେ ହରିଜନ ପରିବାରର ଆବାସ ସ୍ବପ୍ନ ହେବ ସାକାର 

"ଶାସକ ପ୍ରଶାସକ"ର ଛୋଟ ଉଦ୍ୟମ ଆଣିଦେଲା ବଡ ଖୁସି ଖବର  ଧର୍ମଗଡ ସୁଶାନ୍ତ ରାଉତ :  ଶାସକ ପ୍ରଶାସକର ଛୋଟ ଉଦ୍ୟମ ଆଣିଦେଲା ଏକ ଅବହେଳିତ ପରିବାର ପାଇଁ ଆଣିଦେଲା ବଡ ଖୁସି ଖବର | ଗତ ମାସ ଛଅ ତାରିଖ ଦିନ ଆମ "ଶାସକ ପ୍ରଶାସକ" ପୋର୍ଟାଲରେ ଆମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳର ଜଗଦେଵ…

ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଏବଂ ୟୁନାଇଟେଡ଼ ଗ୍ରୁପ ଆନୁକୂଲ୍ୟରେ ରକ୍ତଦାନ ଶିବିର

 ସୋହେଲା (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଏବଂ ସୋହେଲା ଅଂଚଳର ପ୍ରିୟ ନେତା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଠାରେ ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଏବଂ ୟୁନାଇଟେଡ଼ ଗ୍ରୁପ…

ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ।

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର )- ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୋଲିସ ତରଫରୁ ଏକ ବ୍ୟାପକ ମଲ୍ଟି ପାର୍ଟି ଅପରେସନ୍ ଆରମ୍ଭ କରିଥିଲା । ଏହି ମିଳିତ ଅପରେସନରେ ଓଡିଶା ପୋଲିସ, ବିଏସଏଫ ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ଅପରେସନ୍ ଗୁରାସେଥୁ…

ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ସିଡିପିଓ ଙ୍କର ଦ୍ୱାରା ସିଝିଲାନି ଭାଜିସାଗ  ଦିଦିଙ୍କର ବଦଳି ଦାବିକଲେ ଗ୍ରାମବାସୀ ବରଗଡ :- ସରକାର ଅଙ୍ଗନବାଡି କେନ୍ଦ୍ର ଜରିଆରେ ମୁଖ୍ୟତଃ ମହିଳା ଓ ଶିଶୁ ମାନଙ୍କର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ମୂଖ୍ୟତଃ ଗର୍ଭବତୀ ମହିଳା ଙ୍କର ସ୍ୱାସ୍ଥ୍ୟ ତଥା ଶିଶୁ…