Sign in
Sign in
Recover your password.
A password will be e-mailed to you.
ହାତଗୋଡ ଫୁଲି ୫ ଜଣଙ୍କ ଗଲାଣି ଜୀବନ : ପୁଣି ଆଉ ଏକ ଗ୍ରାମ ଆକ୍ରାନ୍ତ, ଆତଙ୍କରେ ଗ୍ରାମବାସୀ
ପଡିଆ,(ବି ଶ୍ରୀନିବାସ ପାତ୍ର): ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ ଭେଞ୍ଚନପଲ୍ଲୀ ଗ୍ରାମରେ ପ୍ରାୟ ୧୦ ଜଣ ଲୋକଙ୍କ ହାତଗୋଡ ଫୁଲିବା ସହ ଶରୀର ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯିବା ସହ ଗତ ଦୁଇମାସ ମଧ୍ୟରେ ଗ୍ରାମର ୫ ଜଣଙ୍କ ଜୀବନ ହାନୀ ହୋଇଥିବା ଗ୍ରାମବାସୀ କହିଛନ୍ତି। ସୂଚନା ମୁତାବକ ଦୁଇମାସ…
କ୍ରମାଗତ ଭାବରେ ରକ୍ତଦାନ ଶିବିର ଆୟୋଜନ କରୁଛି ଓଡ଼ିଶା ମୋ ପରିବାର
ବରଗଡ :-କୋରୋନା କାଳରେ ବିଶ୍ଵ ସାରା ଦେଖାଦେଇଛି ରକ୍ତର ଅଭାବ। ସଂକ୍ରମଣ ଭୟ ହେଉ ବା ଅନ୍ୟ କୋଣସି କାରଣରୁ ନିୟମିତ ରକ୍ତଦାତା ମାନଙ୍କୁ ବାଦଦେଇ ଅନ୍ୟମାନେ ରକ୍ତ ଦାନ କରିବାକୁ କିଛି ମାତ୍ରାରେ କୁଣ୍ଠାବୋଧ କରୁଛନ୍ତି । ରାଜ୍ୟରୁ ରକ୍ତ ର ଅଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ…
ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନା ସମୟରେ ସ୍କୁଲ୍ ବନ୍ଦ। ଆମ ଭିଏସସନଗର ଅଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ମାଗଣା ପାଠ ପଢା କାର୍ଯ୍ୟକୁ ସାହାଯ୍ୟର ହାତ ବଢ଼ାଇଛି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଲାୟନସ କ୍ଲବରେ ମାଗଣାରେ ପଢୁଥିବା ସ୍କୁଲ୍ ପିଲାଙ୍କୁ କରୋନା ସଚେତନତା…
ଗୋଟିଏ ଦିନ ରେ ଦୁଇଥର ଆକ୍ରମଣ, ସ୍ବାମୀ ସ୍ତ୍ରୀ ଦୁହେଁ ଗୁରୁତର।
ଟିଟିଲାଗଡ (ଗୋରବ ଦର୍ଜୀ)-ବଲାଙ୍ଗୀର ଜିଲ୍ଲା ର ବାଞ୍ଜିପଦର୍ ପଞ୍ଚାୟତ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ (୫୫) କୌଣସି କାମ ପାଇଁ…
ଲୋୟର ସୁକତେଲ ପ୍ରକଳ୍ପ କାମକୁ ବିରୋଧ
ବଲାଙ୍ଗୀର/ନିରୋଜ ମିଶ୍ର - ବଲାଙ୍ଗୀର ର ଜୀବନରେଖା କହୁଥିବା ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଦୁଇ ବର୍ଷ ହେବ ବନ୍ଦ ରହିଛି । ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ଆସିଥିବା ହାଇଲେଭେଲ୍ କମିଟି କୁ ବିସ୍ଥାପିତ ମାନେ ବିରୋଧ କରିଛନ୍ତି । ୧୧ ଦଫା ସମ୍ବଳିତ ଦାବି କୁ ନେଇ ପ୍ରକଳ୍ପ କାର୍ଯ୍ୟ…
ସମାଜସେବୀ କିଶୋର ଛତରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର।
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ସମ୍ବଲପୁର ଧନକଉଡା ବ୍ଲକ ଅନ୍ତର୍ଗତ ଷଣ୍ଢlସିଙ୍ଗା ଗ୍ରାମର କିଶୋର ଛତର ଙ୍କୁ ଆଜି ଜଙ୍ଗଳ ଓ ପରିବେଶ ବିଭାଗ,ଓଡିଶା ସରକାରଙ୍କ ପକ୍ଷରୁ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ସ୍ୱରୂପ 10,000 ଦଶ ହଜାର…
ନୂତନ କୃଷିବିଲ ବିରୋଧରେ ରାଜରାସ୍ତାରେ ଅନ୍ନଦାତା
ବରଗଡ :- ନୂତନ କୃଷି ବିଲକୁ ନେଇ ସାରାଦେଶର ଚାଷୀ ଆଜି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରି ତୀବ୍ର ସ୍ବର ଉତ୍ତଳନ କରୁଛନ୍ତି । ଆଜି ଅଖିଳ ଭାରତୀୟ କିଶାନ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରାଜିଛି । ବରଗଡ଼ ଜିଲାର ବିଭିନ୍ନ ସ୍ଥାବରେ କୃଷି ବିଲ ବିରୋଧ ରେ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ଜୀବନ ନିଲମ୍ବିତ
ଭୁବନେଶ୍ୱର (ଶାସକ ପ୍ରଶାସକ): ବାଲେଶ୍ୱର ସଦର ବିଧାନସଭା ଉପ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକ୍ରମ କରିଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ଯୋଇଛନ୍ତି ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ | ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳ ବିରୋଧୀ…
“ଗିରଫଦାରୀ ଭୟରେ ଜଙ୍ଗଲରେ ଲୁଚିଥିବା ଗ୍ରାମବାସୀଙ୍କୁ ଫେରାଇ ଆଣୁ ପ୍ରଶାସନ”
ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ରୁଦା ମଲିକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗତ କୁମାରପୁର୍ଣିମା ଦିନ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଘଟି ଥିବା ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି…
ଏନଏଲସି କମ୍ପାନୀର ତଲାବିରା-୨ କୋଇଲା ଖଣିକୁ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ପରିଦର୍ଶନ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଗତ ୦୨ତାରିଖ ଦିନ ତଲାବିରା ଗ୍ରାମବାସୀ ମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଦୁଷଣ ସମନ୍ଧିୟ ଅଭିଯୋଗ ଆଧାରରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ର ଆଞ୍ଚଳିକ ଅଧିକାରୀ ରମେଶ କୁମାର ଏକ୍କା ବିଭାଗୀୟ ଅଧିକାରୀ ମାନଙ୍କ ସହିତ NLC କମ୍ପାନୀର…