Sign in
Sign in
Recover your password.
A password will be e-mailed to you.
ଖଣି ମାଫିଆ କବଜାରେ ଝାରସୁଗୁଡ଼ା ଜିଲ୍ଲା। ବିରୋଧ କଲେ ମିଳୁଛି ଧମକ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଦଲକି ଗାଁ 'ରେ ବେଆଇନ ଭାବରେ ମୋରମ ଖନନ ଚାଲିଛି ବୋଲି ଝାରସୁଗୁଡ଼ା ବିଜେପି ଅଭିଯୋଗ କରିଛି। ବିଜେପି ଅନୁସାରେ ଏ ସମ୍ବନ୍ଧରେ ବିଭାଗୀୟ କର୍ମଚାରୀମାନେ ମୁହଁରେ ତାଲା ପକାଇ ରହିଛନ୍ତି ।
ସୂଚନା ଅନୁଯାୟୀ, ଦଲକି ଗାଁ ଖାତା ନମ୍ବର…
ଠକୁଛି ଏମସିଏଲ : ବାରମ୍ଵାର ଆନ୍ଦୋଳନ ପରେ ମଧ୍ୟ ଲୋକଙ୍କୁ ମିଳୁନାହିଁ ସୁଫଳ
ଝାରସୁଗୁଡ଼ା :(ସୁଭାଷ ସହାରେ) :ଏଥର ଏମସିଏଲ ବିରୋଧରେ ଛିଡ଼ା ହୋଇଛନ୍ତି ଖୋଦ ବିଜେଡିର ଝାରସୁଗୁଡ଼ା ଶାଖା। ଏମସିଏଲ ଖଣିରେ ଜମି ହରାଇଥିବା ବା ଉଦବାସ୍ତୁ ହୋଇଥିବା ଲୋକେ ନିଜ ନ୍ୟାଯ୍ୟ ଦାଵିରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ଆଜି ବିଜୁ ଜନତା ଦଳ ରାସ୍ତା ରୋକ କରି ଆନ୍ଦୋଳନ କରିଥିଲେ।
ସୂଚନା…
ଗୋଣ୍ଡୱାନାରତ୍ନଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳିତ।
ଝାରସୁଗୁଡ଼ା (ସୁଭାଷ ସହାରେ) :ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ତରଫରୁ ଆଜି ଝାରସୁଗୁଡ଼ାରେ ଗୋଣ୍ଡୱାନାରତ୍ନ ଦାଦା ହୀରାସିଂହ ମାରକାମଙ୍କର ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋଣ୍ଡୱାନା ଭବନରେ ପାଳିତ ହୋଇଥିଲା। ୧୯୪୨ ମସିହା ଜାନୁଆରୀ ୧୪ ତାରିଖରେ ବିଲାସପୁର ଜିଲ୍ଲାର ତିଂଜାରିଆ ଗ୍ରାମରେ…
ଭିଟାମାଟିରୁ ଉଚ୍ଛେଦ କରିବାକୁ ଚକ୍ରାନ୍ତ କରୁଛି ବନ ବିଭାଗ। ହକ ପାଇଁ ଲଢ଼ିବାକୁ ବାହାରିଲେ ଆଦିବାସୀ।
ଝାରସୁଗୁଡା: (ସୁଭାଷ ସହାରେ) -ପୃଥିବୀର ସବୁ ଦେଶରେ ଆଦିବାସୀ ବିରୋଧରେ ଚକ୍ରାନ୍ତ। ମୂଲ୍ୟବାନ ଖଣିଜ ସଂପଦ ଓ ବନ୍ୟଜାତ ସାମଗ୍ରୀକୁ ନିଜ କବଳରେ ରଖିବା ପାଇଁ ସବୁବେଳେ ଆଦିବାସୀଙ୍କ ହକକୁ ମାରିଛନ୍ତି ସରକାର ଓ ସରକାରୀ ବିଭାଗ। ଓଡ଼ିଶାରେ ମଧ୍ୟ ଏହିପରି କମ ଉଦାହରଣ ନାହିଁ। କେତେବେଳେ ଶିଳ୍ପ…
କୋରୋନା ଯୋଗୁଁ ତହସିଲ ନାଜିରଙ୍କ ମାତୃବିୟୋଗ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ତହସିଲର ନାଜିର ବ୍ରଜମୋହନ ପ୍ରଧାନଙ୍କ ମାତା ଶ୍ରୀମତୀ ତୁଳସୀ ପ୍ରଧାନଙ୍କ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଗତ ମଙ୍ଗଳବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଭୁଲିଆଟିକ୍ରାରେ ରହୁଥିବା ଶ୍ରୀମତୀ ପ୍ରଧାନଙ୍କୁ ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ…
ଖିଦମତ୍ କମିଟିର ଝିଅ ବାହାଘର ପାଇଁ ସହାୟତା।
ଝାରସୁଗୁଡ଼ା :( ସୁଭାଷ ସହାରେ) - ଝାରସୁଗୁଡ଼ା ସହରର ଖିଦମତ୍ କମିଟି ବର୍ଷ ବର୍ଷ ଧରି ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ବ୍ୟକ୍ତିଗତ ହେଉ କି ସାମୂହିକ, ରାଜ୍ୟ ସ୍ତରୀୟ ହେଉ କି ଜାତୀୟ ସ୍ତରୀୟ, ସମସ୍ତ ପ୍ରକାରର ସମସ୍ୟାରେ ନିଜର କ୍ଷମତା ମୁତାବକ କମିଟି ଲୋକଙ୍କ ସମସ୍ୟାରେ ଛିଡ଼ା ହୋଇଛି। …
ବିଭିନ୍ନ କ୍ଷେତ୍ରର ଶ୍ରମିକମାନଙ୍କ ଦାବୀକୁ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର।
ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ରାମଚନ୍ଦ୍ର ଖୁଣ୍ଟିଆଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ କାର୍ଯ୍ୟର…
ଭିଜିଲାନ୍ସ ଜାଲରେ ମହିଳା ଫରେଷ୍ଟ ଗାର୍ଡ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ସଦର ରେଂଜ ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ସମ୍ବଲପୁର ଭିିଜିଲାନ୍ସ ଦ୍ବାରା ଗିରଫ। ଲାଞ୍ଚ ନେଉଥିବା ବେଳେ ରେଡ ହାଣ୍ଡ ଧରା ପଡିଛନ୍ତି ମଧୁସ୍ମିତା |
ଯୁଯୁମୁରା ବେହେରାଣୀ ବସା ବନ ସୁରକ୍ଷା ସମିତିର ମେମ୍ବର ସେକ୍ରେଟାରୀ ତଥା ଫରେଷ୍ଟ…
ପୂର୍ବତଟ ରେଳପଥ ୱାଲ ମାଗାଜିନ ଅତସୀ କୁସୁମର ସତର୍କତା ସଚେତନତା ସଂସ୍କରଣ |
ଭୁବନେଶ୍ୱର(ଶାସକ ପ୍ରଶାସକ): ପୂର୍ବତଟ ରେଳପଥ ୱାଲ ମାଗାଜିନ ଅତସୀ କୁସୁମର ସତର୍କତା ସଚେତନତା ସଂସ୍କରଣ ଆଜି ପ୍ରକାଶ କରାଯାଇଅଛି | ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ସ୍ୱତନ୍ତ୍ର ସଂସ୍କରଣକୁ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ…
ବଲାଙ୍ଗୀର ଜିଲ୍ଲା ର ୫ ଅଭିଯୁକ୍ତକୁ ଗଞ୍ଜେଇ ଚାଲାଣ ସହ ମାଷ୍ଟର ମାଇଣ୍ଡ ନିରଞ୍ଜନ କେଡ଼ିଆ ଗିରଫ
ବଲାଙ୍ଗୀର: ବଲାଙ୍ଗୀର ସହର ସହ ଜିଲ୍ଲାରେ ଏବେ ଦିନକୁ ଦିନ ଅପରାଧିକ ସାମ୍ରାଜ୍ୟ ଗଢ଼ି ଉଠିଥିବାବେଳେ ଏବେ ଅନ୍ୟ ରାଜ୍ୟ କୁ ଯାଇ ଏଠିକାର ଦୁର୍ବୁର୍ତ୍ତ ବେଆଇନ କାର୍ଯ୍ୟ ରେ ଲିପ୍ତ ରହି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରି ମୁନିଗୁଡା ପୋଲିସ ହାତରେ ଛନ୍ଦି ହୋଇ ଠିକଣା ସ୍ଥାନର…