Sign in
Sign in
Recover your password.
A password will be e-mailed to you.
“ଚକ୍ରାନ୍ତକାରୀମାନେ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି “
ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଷଡ଼ଯନ୍ତ୍ରର ପ୍ରତିଫଳନ : ଜୀବନ
ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସେ ବିଜେଡି କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ : ରବି ଜେନା
ବାଲେଶ୍ୱର(ଶାସକ ପ୍ରଶାସକ): ଦଳୀୟ ଶୃଙ୍ଖଳା ତଥା ଅନୁଶାସନ ଉଲ୍ଲଂଘନ ଓ ବାଲେଶ୍ୱର ଉପ-ନିର୍ବାଚନରେ ଦଳ…
ଆସନ୍ତା 10 ତାରିଖଠାରୁ ଖୋଲିବ ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀ
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଅନଲକ 5.0କୁ ଭିତ୍ତିକରି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀଗୁଡ଼ିକୁ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ତେବେ…
ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଓପେକ୍ ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭାରତ-ଓପେକର ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ୍
• ଉର୍ଜା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ଓପେକର ସେକ୍ରେଟାରୀ ଜେନେରାଲ ମହମ୍ମଦ ବାର୍କିଣ୍ଡୋଙ୍କ ପ୍ରଶଂସା
• ଉର୍ଜା କ୍ଷେତ୍ରରେ ଭାରତକୁ ଉତ୍ପାଦନ ହବ୍ରେ ପରିଣତ କରିବା ପାଇଁ ମିଳିତ ଭାବେ କାମ…
ଦିପାବଳୀ ପୁର୍ବରୁ ଉପହାର ପାଇଲେ ସେବାଶ୍ରମ ଅନ୍ତେବାସୀ।
ପଦ୍ମପୁର(ଶାସକ ପ୍ରଶାସକ)- ଦିପାବଳୀକୁ ଆଉ ଦଶଦିନ ବାକିଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବରଗଡ଼ରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା ଜାରି କରାଯାଇଛି। ପ୍ରତ୍ୟେକ ପର୍ବପର୍ବାଣୀ ଅସହାୟ ଗରିବ ଲୋକଙ୍କ ସହିତ ପାଲନ କରୁଥିବା…
ଗାଁ ଲୋକଙ୍କ ତୀବ୍ର ଇଚ୍ଛାଶକ୍ତି ଯୋଗୁ ଝଲସିଲା ଫଟାମୁଣ୍ଡା
ଗାଁରୁ ଖବର ଭଲ ଖବର : ଗ୍ରାମ୍ୟ କମିଟିର ଉଦ୍ୟମ ଆଣିଲା ଗାଁ ଲୋକଙ୍କ ମୁହଁରେ ହସ
ବରଗଡ :- ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମରେ ଫଟାମୁଣ୍ଡା ଗ୍ରାମ୍ୟ କମିଟି ତରଫରୁ ଗାଁରେ ସବୁ ଆଡ଼େ ବିଜୁଳି ଖୁଣ୍ଟ ମାନଙ୍କରେ ଏଲଇଡି ଲାଇଟ ଲଗାଯାଇ ସମ୍ପୂର୍ଣ୍ଣ ଭାବରେ ଗ୍ରାମକୁ ଆଲୋକିତ…
କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚକାଜାମ୍ ଆନ୍ଦୋଳନ
ଭୁବନେଶ୍ୱର : କୃଷି କ୍ଷେତ୍ରରୁ କର୍ପୋରେଟ୍ ହଟାଅ-କୃଷି ଓ କୃଷକ ବଂଚାଅ, କୃଷକ ଓ କୃଷି ଧ୍ୱଂସକାରୀ କୃଷି ଆଇନ-୨୦୨୦ ବାତିଲ ଦାବୀରେ ଆଜି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଚକାଜାମ ଓ ପ୍ରିତିବାଦ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ…
ଅକ୍ଟୋବର ମାସରେ ପୂର୍ବତଟ ରେଳପଥ କରିଛି 16.37 ନିୟୁତ ଟନ୍ ପଣ୍ୟ ପରିବହନ
ଏହା ଚଳିତ ଆର୍ଥୀକ ବର୍ଷରେ ସର୍ବାଧିକ ପରିବହନ ହୋଇଥିବାବେଳେ ଯେକୌଣସି ଅକ୍ଟୋବର ମାସଠାରୁ ଅଧିକ ପରିବହନ |
ଚଳିତ ଆର୍ଥୀକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ 104.88 ନିୟୁତ ଟନ ପଣ୍ୟ ପରିବହନ କରିଛି |
ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ 59.୬୩ ନିୟୁତ ଟନ କୋଇଲା ବୋଝେଇ କରିଛି…
କୄଷି ଆଇନ ବିରୋଧରେ ଚାଷିଙ୍କ ଜାତୀୟ ରାଜପଥ ଅବରୋଧ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଛନ୍ତି । ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ସମ୍ବଲପୁର - କଟକ ୫୫ ନମ୍ବର ଜାତୀୟ ରାଜପଥ ମାନେଶ୍ୱର ଛକ ଠାରେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି…
କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାର ଓ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ନିମନ୍ତେ ସାଂସଦଙ୍କ ପ୍ରୟାସ
ଫୁଲବାଣୀ, : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ହଜାର ହଜାର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ପାରିଥିଲେ। ସେତେବେଳେ ଆୟୋଜିତ ମେଗା ନିଯୁକ୍ତି ମେଳାରେ ଦେଶର ୭୧ଟି କମ୍ପାନୀ…
ପଣ୍ଡା କମ୍ପାନୀର ସାରୁଅ ଜମି ହଡପ ମାମଲା : ଚଞ୍ଚକତାରେ ହୋଇଛି ଲୋକଙ୍କ ଜମି ହଡପ
ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଅତିରିକ୍ତ କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ଗୁମର | ପଦାକୁ ଆସୁଛି ପଣ୍ଡା କମ୍ପାନୀର କଳା କାରନାମା | ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଓଡ଼ିଶା…