ସାନ୍ତରା ଗୁଡ଼ିର ବାର୍ଷିକ ଜଙ୍ଘା ପୂଜା

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡା ଜିଲ୍ଲା ଝାରସୁଗୁଡା ବ୍ଲକର ଦୁର୍ଲଗା ଓ ତାଲପଟିଆ ପଞ୍ଚାୟତକୁ ନେଇ ଗଠିତ ସାନ୍ତରା ଗୁଡିଠାରେ ଜଙ୍ଘା ବଡ଼ଦେଓଙ୍କ ବାର୍ଷିକ ପୂଜାପର୍ବ ଅଞ୍ଚଳର ଗୋଁଡ ଭାଇଭଉଣୀଙ୍କ ଦ୍ୱାରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ସମ୍ମାନିତ ଅତିଥି ଜିଲ୍ଲା ସଭାପତି ଡ଼ମ୍ବରୁଧର ନାଏକ,ମହାସଚିବ ଶ୍ୟାମଲାଲ ନାଏକ, ଉପଦେଷ୍ଟା ଫକୀର ନାଏକ ଯୋଗଦେଇଥିବା ବେଳେ ଗୁଡ଼ିର ସଭାପତି ସୁବଲ ଧୁରୁଆଙ୍କ ସହିତ ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳବାସୀ ପାଳନ କରିଥିଲେ।

Leave A Reply

Your email address will not be published.