ବରଗଡ : ତରଭା ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର ଭାବେ ଯୋଗ ଦେବେ ଶ୍ରୀ କିରଣ ବେହେରା | ସମ୍ବଲପୁର ମହାନଗର ନିଗମରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ କାର୍ଯ୍ୟରତ ଶ୍ରୀ ବେହେରାଙ୍କୁ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସ୍ଥାନରେ ତରଭା ଏନଏସିର ଏକଜେକ୍ୟୁଟିଭ ଅଫିସର ଭାବେ ବଦଳି କରାଯାଇଛି |
Sign in
Sign in
Recover your password.
A password will be e-mailed to you.