ମାନସ ବେହେରା ହେଲେ ଭଞ୍ଜସେନାର ଯୁବ ଶାଖା ସଭାପତି 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମାନସ କୁମାର ବେହେରା ହେଲେ ଭଞ୍ଜସେନାର ଯୁବ ଶାଖା ସଭାପତି ।  ଭଞ୍ଜସେନାର ପ୍ରତିଷ୍ଠାତା  କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଆନୁଷ୍ଠାନିକ  ଭାବେ ସେନାର ଯୁବ ଶାଖା ସଭାପତି ଭାବେ ଶ୍ରୀବେହେରାଙ୍କ ନାମ ଘୋଷଣା କରିବା ସହିତ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଯୁବ ଗୋଷ୍ଠୀମାନଙ୍କୁ ଏକତ୍ରିତ କରାଇ ଜିଲ୍ଲା ତଥା ଜିଲ୍ଲାବାସୀଙ୍କ ହକ୍ ଓ ସାମୁହିକ ସ୍ୱାର୍ଥ ରକ୍ଷା ନିମନ୍ତେ ଜାରି ରହିଥିବା ସଂଗ୍ରାମକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଇବା ପାଇଁ ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ସେନା ସଭାପତି ଶ୍ରୀ ମାଇତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.