Sign in
Sign in
Recover your password.
A password will be e-mailed to you.
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସମ୍ପଦ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ
କୃଷକ ତଥା ସବୁ ହିତାଧିକାରୀଙ୍କ ହିତ ପାଇଁ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ) : କୃଷକଙ୍କ କଲ୍ୟାଣପାଇଁ କୃଷି ଓ ଜଳସେଚନ କ୍ଷେତ୍ରରେ ରହିଥିବା ବିବିଧ ପ୍ରସଙ୍ଗର ଆଲୋଚନା ଓ ସମାଧାନ ଉଦ୍ଦେଶ୍ୟରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସମ୍ପଦ ବିଭାଗର…
ସବୁଜ ମଣିଷ, ପ୍ରକୃତି ବନ୍ଧୁ ସ୍ୱର୍ଗତ ରୂଷି ପାତ୍ର ଙ୍କୁ ତୃତୀୟ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଂଜଳୀ ଅର୍ପଣ l
ସମ୍ୱଲପୁର (ରମାକାନ୍ତ ବିଶ୍ବାଳ): ସ୍ଥାନୀୟ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଅଇଁଠାପାଲି ମଝିପଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ସବୁଜ ମଣିଷ ତଥା ପ୍ରକୃତି ବନ୍ଧୁ ସ୍ୱର୍ଗତ ରୁଷି ପାତ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି । ମେଘୁ ମୁଣ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ରକ୍ତଦାନ ଶିବିର : ୪୧ ୟୁନିଟ ରକ୍ତସଂଗ୍ରହ, ୨ ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଜମନକିରା ଡାକ୍ତରଖାନା ଠାରେ ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜମନକିରା ତହସିଲଦାର ଡ଼ା. ସୌମ୍ୟାରୂପା ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିର କୁ ଉଦଘାଟନ କରିଥିଲେ l ଏହି…
ମୋଦି ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧି ନୀତି ବିରୁଦ୍ଧରେ ରେଙ୍ଗାଲିରେ ରାଜ ରାସ୍ତା ଅବରୋଧ।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମଗ୍ର ଦେଶର କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୂହ ଓ ସ୍ବାଧିନ ଫେଡେରେସନ ମାନଙ୍କ ଡାକରାରେ ଗୁରୁବାର ଦେଶର ବ୍ଯାପି ଧର୍ମଘଟ ହୋଇଥିବା ବେଳେ ରେଙ୍ଗାଲି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇ। ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ରେଙ୍ଗାଲି…
ସମ୍ବଲପୁର ରେ ଶ୍ରମିକ ସଂଗଠନର ଦିନିକିଆ ଧର୍ମଘଟ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ଆଙ୍କର - କେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧି ନିତି ବିରୋଧରେ କେନ୍ଦ୍ରିୟ ଶ୍ରମିକ ସଂଗଠନ ସମୁହ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ର ଡାକରା ପରିପ୍ରେକ୍ଷୀରେ ସମ୍ବଲପୁର ମଧ୍ୟ ଦିନିକିଆ ଧର୍ମଘଟ କରାଯାଇଥିଲା । ଏହି ଧର୍ମଘଟ ରେ ୧୦୦ ରୁ ଉଦ୍ଦ ଫେଡେରେସନ ଓ…
ସମ୍ବଲପୁର ବିଜେପି ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳନ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ସମ୍ବିଧାନ ର ପ୍ରଣେୟିତା ଭାରତରତ୍ନ ବାବାସାହେବ ଭୀମ ରାଓ ଆମ୍ବେଦକର ଙ୍କର ଆଜି ପବିତ୍ର ଜନ୍ମଦିନ ବା ସମ୍ବିଧାନ ଦିବସ ।ସମ୍ବଲପୁର ବିଜେପି ପକ୍ଷରୁ ମଧ୍ୟ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । କୋଭିଡ…
ରେଢାଖୋଲ ରେ ସମ୍ବିଧାନ ଦିବସ ପାଳନ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଆମ୍ବେଦକର ସେବାସଙ୍ଘ ତରଫରୁ ରେଢ଼ାଖୋଲ କଦମ୍ବ ପଡିଆ ଠାରୁ ବାହାରି ଆମ୍ବେଦକର ନଗର ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ଦିବସ ପାଳିତ କରିଥିଲେ।ଏହି…
‘ସମ୍ବିଧାନ ଦିବସ’ରେ ଭୁବନେଶ୍ୱର ଠାରେ ଡା ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ…
‘ସମ୍ବିଧାନ ଦିବସ’କୁ ସାମାଜିକ ଉତ୍ସବ ଭାବେ ପାଳନ କରାଯାଉ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର – ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି । ତେଣୁ ଆଜିର ‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ସମସ୍ତେ…
ଭାରତ ବନ୍ଦ : କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି କଂଗ୍ରେସ – ଧର୍ମେନ୍ଦ୍ର ପ୍ରଧାନ
କଂଗ୍ରେସର ଛଳନାକୁ ଦେଶବାସୀ ବିଶ୍ୱାସ କରିବେନି
କୌଣସି ରାଜନୈତିକ ପ୍ରସଙ୍ଗ ନଥାଇ କେବଳ ବାଚାଳାମୀ କରୁଛି କଂଗ୍ରେସ
କଂଗ୍ରେସ ଦେଶକୁ ବହୁତ ପଛକୁ ନେଇଯାଇଛି
କୃଷି ଆଇନରେ ଅଣାଯାଇଥିବା ସଂସ୍କାର ଦ୍ୱାରା କୃଷିର ବ୍ୟାପକ ବିକାଶ ଓ ଉନ୍ନତି ହେବ
ଦିନମଜୁରିଆ ଏବଂ ଅସ୍ଥାୟୀ ଶ୍ରମିକ…
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଚାଷୀ ଯେଭଲି ପାଇବ କୃଷକ ମୋର୍ଚ୍ଚା ସଜାଗ ରହୁ: ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁର,: କେନ୍ଦ୍ର ସରକାର ଘୋଷଣା କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଯେଭଲି ଓଡିଶାର ଚାଷୀ ମାନେ ପାଇବେ ସେ ଦିଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ସଜାଗ ହେବା ସହ ପ୍ରତ୍ୟେକ ମଣ୍ତିରେ କାର୍ଯ୍ୟକର୍ତ୍ତା ମାନେ ଏହା ଉପରେ ନଜର ରଖିବା ପାଇଁ…