ଖୋଲିଲା ଅତ୍ୟାଧୁନିକ କେଶରୀ ଫିଟନେସ ଜିମ

0 2

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ସହର ମୋଦିପଡା ଗୁରୁଦ୍ୱାରା ଠାରେ ଏକ ଅତ୍ୟାଧୁନିକ ଫିଟନେସ ଜିମ ଉଦ୍ଘାଟିତ ହୋଇଯାଇଛି | ସମ୍ବଲପୁର ପୂର୍ବତନ ବିଧାୟିକା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ  ଏହି  କେଶରୀ ଫିଟନେସ ଜିମ ର ଶୁଭଉଦଘାଟନ କରାଯାଇଥିବା ବେଳେ ଏ ଅବସରରେ ଜିମର ସ୍ୱତ୍ତ୍ୱାଧିକାରୀ ତଥା ଗୁରୁଦ୍ଵାର ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ।

http://www.youtube.com/watch?v=z0yLDn4oP1U 

 

Leave A Reply

Your email address will not be published.