Sign in
Sign in
Recover your password.
A password will be e-mailed to you.
ଉତ୍କଳ ଆଲୁମିନା ପକ୍ଷରୁ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ୍ ୨୦୨୦ ଆୟୋଜିତ
ଭୁବନେଶ୍ୱର/ରାୟଗଡ଼ା: କର୍ମଚାରୀମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ନିରନ୍ତର ଉଦ୍ୟମ ସ୍ୱରୂପ ଉତ୍କଳ ଆଲୁମିନା ପକ୍ଷରୁ ଏକ ହାଇ ଭୋଲଟେଜ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ନିକଟରେ ଆୟୋଜିତ ହୋଇଯାଇଛି । ସମସ୍ତ କୋଭିଡ୍ ଗାଇଡଲାଇନ ଅନୁପାଳନ ପୂର୍ବକ ନୂଆପଡ଼ା ଟାଉନସିପରେ ସମ୍ପୂର୍ଣ୍ଣ…
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପରି ରାଜ୍ୟର ୪ଟି ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ଆଣିବା ପାଇଁ କଲେ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଦ୍ୱାରା ଗତକାଲି ଲିଙ୍ଗରାଜ ମନ୍ଦିର ଆକ୍ଟ -୨୦୨୦ ଗୃହୀତ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ…
ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ବୁଲିଦେଖି ବିଭିନ୍ନ ସମସ୍ୟା ଶୁଣିଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ସହିତ ଅଚାନକ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ପହଞ୍ଚିଥିଲେ । ଅନୁଷ୍ଠାନରେ…
ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ , ଡାକ୍ତରଖାନାରେ ଉତ୍ତେଜନା ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସ୍ବାସ୍ଥ୍ୟ ସେବାର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଅର୍ଥ ବିନିଯୋଗ କରୁଛନ୍ତି , ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ନିୟମ ରହିଛି । ସମ୍ବଲପୁର ଜିଲ୍ଲା ରେଢ଼ଖୋଲ ଡାକ୍ତରଖାନାରେ ସଂପ୍ରତି ଶ୍ବାସ ରୋଗି ବୃଦ୍ଧଙ୍କ…
ଭଞ୍ଜନଗର ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଓକିଲ ସଂଘର ନବ ନିର୍ବାଚିତ bକର୍ମକର୍ତ୍ତା ସୋମବାର ଶପଥ ପାଠ କରିଛନ୍ତି। ଓକିଲ ସଂଘର ଲାଇବ୍ରେରୀ ହଲ ଠାରେ ଆୟୋଜିତ ଉକ୍ତ କାଯ୍ୟକ୍ରମରେ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ।…
ସମ୍ପୂର୍ଣ୍ଣ ଶୂନ୍ୟ କାର୍ବନ ବିକିରଣ ଦିଗରେ ପୂର୍ବ ତଟ ରେଳପଥ
ପୂର୍ବ ତଟ ରେଳପଥ ପକ୍ଷରୁ ଉର୍ଜ୍ଜା ସଂରକ୍ଷଣ ସପ୍ତାହ ପାଳିତ
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପକ୍ଷରୁ ୮ ଡ଼ିସେମ୍ବର ରୁ ୧୪ ଡ଼ିସେମ୍ବର ୨୦୨୦ ମଧ୍ୟରେ ଉର୍ଜ୍ଜା ସଂରକ୍ଷଣ ସପ୍ତାହ ପାଳନ କରାଯାଇଥିଲା । ସମସ୍ତ ତିନୋଟି ମଣ୍ଡଳରେ ଉର୍ଜ୍ଜା ସଂରକ୍ଷଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ…
କେମିତି ନିଷ୍ଠୁର ଆଉ କେତେ ବର୍ବର ଏ ଜନ୍ମକଲା ମା
ଅଖାରେ ଭର୍ତ୍ତି ହୋଇଥିବା ଦୁଇ ଦିନର ଶିଶୁ କନ୍ୟା ଉଦ୍ଧାର, ଚିକିତ୍ସା ନିମନ୍ତେ ଏସଏନସିୟୁରେ ଭର୍ତ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି )- ନିଷ୍ଠୁର ଓ ପାଶାଣୀ ପାଲଟିଲା ମା’ । କେମିତି ନିଷ୍ଠୁର ଆଉ କେତେ ବର୍ବର ସେ !! ମା’ର ମମତାରେ ଲଗାଇଲା କଳଙ୍କର ଛିଟା । ୯ ମାସ ଗର୍ଭରେ ଧାରଣ କରି…
ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇଥିବାରୁ ଶ୍ରୀମନ୍ଦିର ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ…
ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ
ଭୁବନେଶ୍ୱର,– ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବାର ନିଷ୍ପତି ନେଇ ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଉଥିବାରୁ ଛତିଶାନିଯୋଗ ଓ ମନ୍ଦିର ପ୍ରଶାସନକୁ ଟ୍ୱିଟ୍ ଯୋଗେ…
ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର…
ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର – ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗଦେଇ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ…
ଶିଶୁ ସୁରକ୍ଷା ସମ୍ବନ୍ଧରେ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ପ୍ରଶିକ୍ଷଣ ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) -ଆଜି ବ୍ଲକ ଶିକ୍ଷା ଅଧିକାରୀ ରେଢ଼ାଖୋଲଙ୍କ କାର୍ଯ୍ୟାଳୟଠାରେ ଶିଶୁ ସୁରକ୍ଷା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଏହି ଶିବିରରେ ୩୬ ଜଣ ଶିକ୍ଷକ ଓ ୧୫ ଜଣ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ , …