Sign in
Sign in
Recover your password.
A password will be e-mailed to you.
କୃଷିଜାତ ଦ୍ରବ୍ୟରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିବା ଉପରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଗୁରୁତ୍ୱ
ଗ୍ରାମ୍ୟ କୃଷିକର୍ମୀମାନଙ୍କ ଦକ୍ଷତା ବିକାଶ ବୈଠକ
ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମନ୍ତ୍ରୀ ଡ. ସାହୁ
"ସଂପ୍ରତି ଯୁବକଯୁବତୀମାନେ କୃଷି କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ…
ବଡଗଡ଼ ବନାଞ୍ଚଳରେ ଅଣୁ ଯୋଜନା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର / ବଡଗଡ ( ନିଲୁ ବିଷୋୟୀ ) -ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳ ଅଧିନ କେ.ଧଉଗାଁ ବନ ସୁରକ୍ଷା ସମିତିରେ ଅଣୁ ଯୋଜନା ପ୍ରସ୍ତୁତି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢଉପଦା ,ଓଲଙ୍ଗ।ମା, ଲଳିତପୁର, ଦୁର୍ଗା ମାଧବପୁର ,…
ଯୋଗୀମାରି ବନ ସୁରକ୍ଷା ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଉତ୍ତର ଘୁମୁସର ବନଖଣ୍ଡ ଅଧିନ ତଥା ବନ ସୁରକ୍ଷା ସମିତି ଅଧୀନରେ ଚାଲୁଥିବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଅନ୍ତର୍ଗତ ଯୋଗୀମାରି ବନ ସୁରକ୍ଷା ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର…
ପ୍ରଶାସନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ବୈଠକ ତଥା ଔଷଧ ଉପଚାରିତ ମସାରି ବଣ୍ଟନ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଧିକାରୀଙ୍କୁ…
ନୂତନ କୃଷି ଆଇନ ଚାଷୀଙ୍କ ପାଇଁ ନୁହେଁ, ପୁଞ୍ଜିପତିଙ୍କ ପାଇଁ : ଝାରସୁଗୁଡ଼ା ପ୍ରଗତିଶୀଳ ମଞ୍ଚ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ନୂତନ କୃଷି ଆଇନ ଚାଷୀଙ୍କ ପାଇଁ ନୁହେଁ। ଏହା ମୋଦିଙ୍କ ପୁଞ୍ଜିପତି ବନ୍ଧୁଙ୍କ ପାଇଁ ବୋଲି କହିଛନ୍ତି ଝାରସୁଗୁଡ଼ା ପ୍ରଗତିଶୀଳ ମଞ୍ଚର ଆବାହକ ରକ୍ଷାକର ଅନୁପମ। ଚାଷୀମାନଙ୍କ ଧାରଣା ଏହି ଆଇନ ବିରୋଧରେ ବଳବତ୍ତର ରହିବ ବୋଲି ସେ କହିଛନ୍ତି। ଆଜି ଦେଶର ସମସ୍ତ…
ଛତିଶଗଡ଼ ଲରା ଏନଟିପିସିରୁ ନିର୍ଗତ ପାଉଁଶ ଦ୍ଵାରା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ବିଧାୟକ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଛତିଶଗଡ଼ର ଲରା ଏନଟିପିସିରୁ ନିର୍ଗତ ପାଉଁଶ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଶୁଖାନରା ନାଳାରେ ମିଶିବାର ଅଭିଯୋଗ ଆସିବା ପରେ ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି। ଆଜି ନିଜେ ଘଟଣାସ୍ଥଳକୁ…
ଠିକ ସମୟରେ ଦରମା ଦାବି କରି ଗୋଟିଏ ଦିନ କାର୍ଯ୍ୟବନ୍ଦ କଲେ ସଫେଇ କର୍ମଚାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରପାଳିକାର ସଫେଇ କର୍ମଚାରୀ ସଂଘ ପ୍ରତ୍ୟେକ ମାସ ୫ ତାରିଖ ସୁଦ୍ଧା ଦରମା ଦାବିରେ ଆଜି ଗୋଟିଏ ଦିନ କାର୍ଯ୍ୟବନ୍ଦ କରିଥିଲେ। ପ୍ରତ୍ୟେକ ମାସ ସେମାନଙ୍କ ଦରମା ଠିକ୍ ସମୟରେ ନ ମିଳୁଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ,…
୩୧ ତାରିଖ ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରି ଝାରସୁଗୁଡ଼ା ଜିଲ୍ଲାର ଯେ କୌଣସି ସ୍ଥାନରେ ସାର୍ବଜନୀନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଉପରେ ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ କଟକଣାକୁ ବଳବତ୍ତର ରହିବାକୁ ସୂଚନା ଦିଆଯାଇଛି।…
ବେଆଇନ ରାସ୍ତା କାର୍ଯ୍ୟ ବେଳେ ଗଛ କଟା :ପ୍ରତିବାଦ କରିବାରୁ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
ଓଡ଼ଗାଁ. (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ବାହାଡ଼ାଝୋଲା ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ରାସ୍ତାକୁ ପ୍ରସସ୍ତୀ କରିବା ନାମରେ ୫ ଗୋଟି ମୂଲ୍ୟବାନ ଶାଳଗଛ ସହିତ ବହୁ ସଂଖ୍ୟାରେ କଂଚା ମୂଲ୍ୟବାନ ଗଛ ଜେସିବି ଦ୍ୱାରା ଉପୁଡା ଯାଉଥିବା ବେଳେ ଏହାକୁ…
ଓଡ଼ଗାଁ ବାର ଆସୋସିଏସନ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ
ଓଡଗାଁ, (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବିଚାର ବିଭାଗୀୟ କୋର୍ଟ ବାର ଆସୋସିଏସନର ନିର୍ବଚନରେ ନର୍ବାଚିତ ପ୍ରତିନିଧି ମାନଙ୍କ ଆଜି ମଧ୍ୟାହ୍ନରେ ନିରାଡ଼ମ୍ବର ପୂର୍ଣ୍ଣ ଭାବେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାର ଆସୋସିଏସନ ଚେୟାରମ୍ୟାନ ଆଇନଜୀବୀ ପବିତ୍ର ମୋହନ ସାହୁଙ୍କ ଉପସ୍ଥିତିରେ…