ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ

ଭୁବନେଶ୍ୱର (ଶାସକ ପ୍ରଶାସକ) :  ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୁରୀରେ ୨୨୪.୫୫ କୋଟି ଟଙ୍କା ବ୍ୟୟରେ ୬୫୦ ସିଟ୍ ବିଶିଷ୍ଟ ମେଡିକାଲ୍ କଲେଜ ଏବଂ ଯାଜପୁରରେ ୪୨୬ .୫୧ କୋଟି ଟଙ୍କା ଖର୍ଚ୍ଚରେ ୧୦୦ ଶଯ୍ୟା…

ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ତତସଂପର୍କୀୟ କମିଟି ଗଠନ ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଲିଙ୍ଗରାଜ ମନ୍ଦିର, ଅନ୍ୟାନ୍ୟ ମନ୍ଦିର ଏବଂ ମଠ ଗୁଡିକର ଉତ୍ତମ ପରିଚାଳନା ଏବଂ ଦୈନନ୍ଦିନ କାର୍ଯ୍ୟ ସୁପରିଚାଳନା ଉଦ୍ଦେଶ୍ୟରେ ଗୋଟିଏ କମିଟି ଗଠନ ପାଇଁ  "ଶ୍ରୀ ଲିଙ୍ଗରାଜ ମନ୍ଦିର ବିଧେୟକ,୨୦୨୦" ଅଧ୍ୟାଦେଶକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ…

ସୁମା ରିଅଲ୍ ମିଡିଆର” ମନ ମୋ ନେଇ ଗଲୁରେ”

 ଦ୍ୱିତୀୟ ସିନେମା ପାଇଁ ହେଲା ସ୍କ୍ରିପ୍ଟ ପୂଜା  ଭୁବନେଶ୍ୱର- ସୁମା ରିଅଲ ମିଡିଆର ଦ୍ୱିତୀୟ ଓଡିଆ ଚଳଚ୍ଚିତ୍ର ' ମନ ମୋ ନେଇ ଗଲୁରେ'ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି । ନ୍ୟୁଜ୍‌7 କାର୍ଯ୍ୟାଳୟରେ ବିଘ୍ନ ହର୍ତ୍ତା ଶ୍ରୀ ବିନାୟକଙ୍କର ଚରଣାରବିନ୍ଦରେ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ…

ସାମୁହିକ ସୁନ୍ନତ କାର୍ଯ୍ୟକ୍ରମ କରାଇଲେ ସମାଜସେବୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ମଙ୍ଗଲବଜାରର ପପୁ କ୍ୟୁରେସୀ। କେବଳ ମୁସଲିମ ସଂପ୍ରଦାୟ ନୁହେଁ, ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ସହାୟତା ପାଇଁ ହାତ ବଢ଼ାଉଥିବା ଜଣେ ବ୍ୟକ୍ତିତ୍ବ। ଯେ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଉ କି ଦୁର୍ବିପାକର ସମୟ, ପପୁ କ୍ୟୁରେସୀ ଛିଡ଼ା ହେବା…

ସ୍ୱାଭିମାନ ଅଂଚଳରେ ପୋଲିସ ଡିଜି ଅଭୟ :  ଉନ୍ନୟନ କାର୍ଯ୍ୟ ସହ ମାଓ ଦମନ ଉପରେ ଗୁରୁତ୍ୱ ।

"ପଡୋଶୀ ରାଜ୍ୟର କିଛି ଅଗଣତାନ୍ତ୍ରିକ ତତ୍ତ୍ବ ଆସି ନୀରିହ ଆଦିବାସୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି" ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟ ପୁଲିସ ମୁଖ୍ୟ ତଥା ପୁଲିସ ମହାନିର୍ଦେଶକ ଅଭୟ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଗତକାଲି…

ସମାଜସେବୀ ଶିବ ରାମ ସାହୁଙ୍କୁ ମିଳିଲା ଭାରତ ଗୌରବ ସମ୍ମାନ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଓଡିଶା ଶାଖା ପକ୍ଷରୁ ଅନୁଷ୍ଠିତ ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲକୁ  ଭାରତ ଗୌରବ ସମ୍ମାନ ମିଳିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଆଇଏମଏ ସମ୍ବିଳନୀ କକ୍ଷରେ ଆୟୋଜିତ…

 ଜିଲ୍ଲା ସ୍ତରରେ  ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି : ମୁଖ୍ୟ ଶାସନ ସଚିବ 

ଭୁବନେଶ୍ୱର : ରାଜ୍ୟରେ ବଂଦ ଥିବା ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ପ୍ରସ୍ତୁତି ଓ ଆଲୋଚନା ଜାରି ରହିଛି | ଜିଲ୍ଲାପାଲମାନଙ୍କୁ ଏଥିନେଇ ବହୁ ପୂର୍ବରୁ ନିର୍ଦ୍ଦେଶ ଓ କ୍ଷମତା ଦିଆଯାଇସାରିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି |  ଶ୍ରୀ ତ୍ରିପାଠୀ ଟୁଇଟ…

 “ନିରାମୟ”  ବି ହେଲା ଅସୁରକ୍ଷିତ, କେମିତି ରହିବ ଲୋକଙ୍କ ଆସ୍ଥା ଓ ବିଶ୍ୱାସ !!!!

କରୋନା ଆକ୍ରାନ୍ତ ଶିଶୁକୁ ଏକ୍ସପାରୀ ଔଷଧ ଦେଇଥିବା ଅଭିଯୋଗ  ।  ସମ୍ପୃକ୍ତ ଥିବା କର୍ମଚାରୀ ଉପରେ କଡା କାର୍ଯାନୁଷ୍ଠାନ  ଗ୍ରହଣ କରାଯିବ : ଉପଜିଲ୍ଲାପାଳ  ପଦ୍ମପୁର (ଶାସକ ପ୍ରଶାସକ):  ଗରିବ ଅସହାୟ ଲୋକ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଯୋଜନା ମାନ…

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବଲୀ ଲାଇବ୍ରେରୀ) ପରିସରରେ ଜୟନ୍ତ କୁମାର ପାଲଙ୍କ ଅଧ୍ୟକ୍ଷତାରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲାଇବ୍ରେରୀର…

ଡ଼ଃ ଅସୀମା ସାହୁଙ୍କୁ କଳିଙ୍ଗ ପୁସ୍ତକ ମେଳା ସମ୍ମାନ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ଅଧୀନ ରାଗ୍ଧାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ବିଶିଷ୍ଟ କବୟିତ୍ରୀ ଓ ସ୍ତମ୍ଭକାର ଡ଼ଃ ଅସୀମା ସାହୁଙ୍କୁ ତାଙ୍କର ସଦ୍ୟ ପ୍ରକାଶିତ କବିତା ସଂଙ୍କଳନ ‘ଇସାରାରେ ଡ଼ାକେ  କିଏ…