Sign in
Sign in
Recover your password.
A password will be e-mailed to you.
ଚାଇଲ୍ଡଲାଇନ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାସ୍ଥିତ ବଢ଼େଇମୁଣ୍ଡାର ଗ୍ରାମଞ୍ଚଳ ଶିଶୁ ସମନ୍ବିତ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଇଲ୍ଡଲାଇନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଲକର ଗ୍ରାମାଞ୍ଚଳର ଅଙ୍ଗନୱାଡ଼ି କର୍ମୀ ଏବଂ…
ବାଇକ ଲୁଟେରା ଗ୍ୟାଙ୍ଗ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା। ପୋଲିସର ତଦନ୍ତ ଆରମ୍ଭ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। ଆଜି ଏକ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ କାର ଭିତରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏକ ଲୁଟେରା ଗ୍ୟାଙ୍ଗ।
ସୂଚନା ଅନୁସାରେ, ଝାରସୁଗୁଡ଼ା ଗାନ୍ଧିଛକର ଜଣେ ଟ୍ରାନ୍ସପୋର୍ଟ…
ସ୍ଥାନୀୟ ନିଯୁକ୍ତି ଦାବିରେ ଦୁଇ ଘଣ୍ଟିଆ ଧାରଣା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଖଣିର କିମ୍ବା କଳକାରଖାନାର ଅଭାବ ନାହିଁ।ମାତ୍ର ଜିଲ୍ଲାରେ ହଜାର ହଜାର ଶିକ୍ଷିତ, କୁଶଳୀ ଓ ଅଣକୁଶଳୀ ଯୁବକ ଯୁବତୀ ବେକାର ହୋଇ ବସିଛନ୍ତି। କଳକାରଖାନାମାନଙ୍କରେ ବାହାର ରାଜ୍ୟର ଲୋକଙ୍କ ନିଯୁକ୍ତି ବେଶୀ ଏବଂ ଖଣି ଅଞ୍ଚଳରେ ଅଧିକାଂଶ…
ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣର ଶୁଭ ଦେଲେ ବିଧାୟକ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ହୀରାକୁଦ ନଦୀବନ୍ଧ ନିର୍ମାଣ ବେଳେ ବାସ୍ତୁହରା ହୋଇଥିଲେ ଉଣେଇଶ ମୌଜାର ତିଲିଗି ଗ୍ରାମର ଲୋକେ। ନିଜର ଘରଦ୍ବାର ଓ ମନ୍ଦିର ହରାଇଥିଲେ। ଉଦବାସ୍ତୁ ହେବା ପରେ ନୂତନ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ସେହି ସମୟରେ ଜଗନ୍ନାଥଙ୍କ ପ୍ରତି ସେମାନଙ୍କ ଆସ୍ଥା ହରାଇ ନ…
ଚାଷୀ ଗର୍ଜିଲେ, ସାଂସଦ କହିଲେ ଦେଶ ବିରୋଧୀ ଲୋକଙ୍କ ହାତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସାରା ଦେଶରେ କୃଷକ ସଂଗଠନମାନେ ଆଜି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପବାସ ସହ ଧାରଣା ଦେଇଥିଲେ। ସମଗ୍ର ଭାରତରେ ଏହାର ପ୍ରଭାବ କୋଣ ଅନୁକୋଣରେ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ହଜାର ହଜାର ସଂଗଠନ, ବୁଦ୍ଧିଜୀବୀ,…
ଝାରସୁଗୁଡ଼ା ବାର ଏସୋସିଏସନର ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବାର ଏସୋସିଏସନର ନବ ନିର୍ବାଚିତ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ। ସଭାପତି ଭାବରେ ତ୍ରିନାଥ ଗୁଆଲ ଶପଥ ଗ୍ରହଣ କରିଥିବା ବେଳେ ଉପ ସଭାପତି ଭାବରେ ଲକ୍ଷ୍ମୀ ଚରଣ ପାଲ, ସମ୍ପାଦକ ଭାବେ ପ୍ରସନ୍ନ କୁମାର…
ମୋଦି ଚାଷୀଙ୍କ ହିତ ପାଇଁ ତତ୍ପର, ବିରୋଧୀ ସୃଷ୍ଟି କରୁଛି ଭ୍ରମ: ସୁରେଶ
କୃଷକ ଆନ୍ଦୋଳନ ଆଧାରହୀନ। ବିରୋଧୀଙ୍କ ହାତ ରହିଛି।
ଝାରସୁଗୁଡ଼ା :(ସୁଭାଷ ସହାରେ) - ଗତ ତିନି ମାସ ଧରି ଦେଶର ଚାଷୀ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଆସୁଛି। କୌଣସି କୃଷକ ସଂଗଠନ ସହ ଆଲୋଚନା ନ କରି ତରବରିଆ ଭାବରେ ଅଧ୍ୟାଦେଶ ଆଣି ପ୍ରଥମେ ଆଇନ ପ୍ରଣୟନ କଲେ। ପରେ…
ଭାରତ ରତ୍ନ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ କବିତା ଆସର
ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡା: ସ୍ଥାନୀୟ ପୂର୍ଣ୍ଣା ଅନ୍ତର୍ଗତ କୁମୁଡା ପାଲି ଗ୍ରାମ ଠାରେ ମା ବୈଷ୍ଣ ଦେବୀ ମନ୍ଦିର ପରିସରରେ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ରାସ ପୂର୍ଣ୍ଣିମା ଅବସରରେ ଶୀତକାଳୀନ ଅଧିବେଶନର ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି…
କଥା ରଖିଲେ ମୁଖ୍ୟମନ୍ତ୍ରୀ : କୃତଜ୍ଞତା ଜଣାଇଲେ ସେବାୟତ
ଲିଙ୍ଗରାଜ ମନ୍ଦିର ଆଗରେ ଦୀପ ଜାଳି ନିଷ୍ପତ୍ତିକୁ କଲେ ସ୍ୱାଗତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଇଥିବା କଥା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଢାଞ୍ଚାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆଣି ରାଜ୍ୟ କ୍ୟାବିନେଟ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର…
ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଭଞ୍ଜନଗରରେ ଗଣଧାରଣା
ଭଞ୍ଜନଗର ( ଏନ.କେ ବିଷୋୟୀ )- କର୍ପୋରେଟ ସ୍ବାର୍ଥରେ ତିନୋଟି କଳା କୃଷି ଆଇନ ଓ ନୂତନ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୃଷକ ଓ ଖାଉଟିଙ୍କ ସର୍ବନାଶ ପାଇଁ ଉଦ୍ଦିଷ୍ଟ ଏବଂ ଭାଗଚାଷୀ, କ୍ଷେତମୂଳିଆ, ଆଦିବାସୀ ଓ ଦଳିତଙ୍କ ଜୀବନ ଓ ଜୀବିକାର ଅଶେଷ କ୍ଷତି ସାଧନ କରିବ । ଏହି କଳା ଆଇନକୁ ସଂପୂର୍ଣ୍ଣ…