Sign in
Sign in
Recover your password.
A password will be e-mailed to you.
ବାଦାମପାହାଡ ବହୁ ଚର୍ଚ୍ଚିତ ଶିଶୁ ମୃତ୍ୟୁ ମାମଲା: ୯୬ ଘଣ୍ଟା ଭିତରେ ବନ୍ଧାହେଲା ଅଭିଯୁକ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଦେଵେନ୍ଦ୍ର ହେମ୍ରମ ଙ୍କ ୮ବର୍ଷର ନାବାଳକ ପୁଅ ଦଶରଥ ଶନିବାର ଛେଳି ଚରାଇବାକୁ ଯାଇ ଘରକୁ ଫେରି ନ ଥିଲା ।ଆଜି ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ ରକ୍ତ…
କାର୍ଗିଲ ଛକରେ ସ୍କୁଟି -ପିକ୍ଅପ ଭେନ ମୁହାଁମୁହିଁ ;ସ୍କୁଟି ଆରୋହି ଅବସରପ୍ରାପ୍ତ ଗ୍ରାମସେବକ ମୃତ
ବାରିପଦା (ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାର୍ଗିଲ ଛକରେ ଆଜି ସନ୍ଧ୍ୟା ସମୟରେ ଏକ ସ୍କୁଟି ସହ ପିକ୍ଅପ ଭେନର ଧକ୍କା ହୋଇଥିଲା । ଫଳରେ ସ୍କୁଟି ଚାଳକ ରାସ୍ତାରେ ଛିଟିକି ପଡି ଗୁରୁତ୍ତର ଭାବେ ଆହତ…
ରୋଜଗାର ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର/ ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ…
ଆଶା ଚାଇଲଡ଼ ଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।
ରେଢାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲା ରେଢାଖୋଲ ଆଶା ଚାଇଲଡ ଲାଇନ ଚାରମାଳ ପକ୍ଷରୁ ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ରାଜୀବ ସେବାକେନ୍ଦ୍ର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶା ଚାଇଲଡ଼ ଲାଇନ ସମ୍ବଲପୁର ସଂଯୋଜକ ଯଦୁମଣି କୁମ୍ଭାର ଅତିଥି ପରିଚୟ କରି…
ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥି ପାଳନ ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଭାରତୀୟ ଜନତା ପାର୍ଟି ରେଢାଖୋଲ ନଗର ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରଜବାଟି ଠାରେ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତରତ୍ନ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ଭକ୍ତିପୂତ…
ପଞ୍ଚଖଣ୍ଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡବାହାଳ ସ୍ଥିତ ପାଞ୍ଚଖଣ୍ଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନର ଏକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନର ସଭାପତି ତଥା ବଡବାହାଳ ସରପଞ୍ଚ ସନ୍ତୋଷ କୁମାର ମିର୍ଦ୍ଧାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…
ବଡ଼ବିଲରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ
ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ମହାନ୍ତ ବସ୍ତି ସ୍ଥିତ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ପରିସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଜେଡି କେନ୍ଦୁଝର ଜିଲ୍ଲା ସଭାପତି ମାଧବ ସର୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗଦେଇ…
ସୋଆ ଏସ୍ଏଚ୍ଏମ୍ର ୧୧ ଦିନିଆ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ଉଦ୍ଯାପିତ
ଭୁବନେଶ୍ୱର : ମଣିଷ ନିମନ୍ତେ ବିକାଶ ଓ ଉନ୍ନତି ଜରୁରୀ ଅଟେ । କିନ୍ତୁ ଏହା ସହିତ ଆଧ୍ୟାତ୍ମିକତା ଏବଂ ମାନବିକତାକୁ ଯୋଗ କଲେ ହିଁ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଜୟପୁର ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ନବୀନ୍ ମାଥୁର ।
ତୁମର ଲକ୍ଷ୍ୟ,…
ପୋଲିସ କରିଛି ଫେକ ଏନକାଉଣ୍ଟର : ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟି ସେକ୍ରେଟେରୀ କୈଳାସଙ୍କ ଅଡିଓ ଟେପ୍ ଜାରି ।
ମାଲକାନଗିରି : (ବି ଶ୍ରୀନିବାସ ପାତ୍ର) ଏନ୍କାଉଣ୍ଟରରେ ୨ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ନକ୍ସଲ ସଂଗଠନର ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟି ସେକ୍ରେଟେରୀ କୈଳାସଙ୍କ ଅଡିଓ ଟେପ୍ ଜାରି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଗତ 13 ତାରିଖରେ ହୋଇଥିବା ଏନକାଉଣ୍ଟର କୁ…
ମାଲକାନଗିରିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଓ ଓଡିଶା ମୋ ପରିବାର ଅଧକ୍ଷ ଶ୍ରୀ ଅରୁପ ପଟନାୟକଙ୍କ ଆହ୍ୱାନ କ୍ରମେ , ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା…