ଭଟଲି :- ( ସୁଧୀର ତ୍ରିପାଠୀ )ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ବୈଠକ ପ୍ରକାଶପୁର ଠାରେ ବିଜୁ ଯୁବ ଜନତା ଦଳର ଡିଜିଟାଲ ଡ୍ରାଇଭ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ଭଟଲି ବିଜେଡି ସଭାପତି ଶ୍ରୀ ଗୋବିନ୍ଦ ଭୋଇ, ବିଜେଡି କର୍ମୀ ଶ୍ରୀ ବରୁଣ ନାୟକ୍,ଜିଲ୍ଲା ଯୁବ ସମ୍ପାଦକ ନିଲୁ ଝାକର, ଜିଲ୍ଲା ଯୁବ ସମ୍ପାଦକ ମଣ୍ଟୁ ବଢେଇ, ଛାତ୍ର ଯୁବ ନେତା ଶ୍ରୀ ପରେଶ ମହାନନ୍ଦ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଏହି ବୈଠକରେ ନିଜ ବ୍ଲକରେ ଡିଜିଟାଲ ଆର୍ମି ମେମ୍ବର କିପରି ଅଧିକ ରୁ ଅଧିକ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post