Sign in
Sign in
Recover your password.
A password will be e-mailed to you.
ମୂଖ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ମାମଲା
ଚଞ୍ଚକତା ଅଭିଯୋଗ: ଥାନାରେ ମାମଲା ରୁଜୁ କଲେ ଝାରସୁଗୁଡ଼ା ବିଜେପି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଚଞ୍ଚକତା କରି ବିଜୁ ପକ୍କା ଘର ଯୋଜନାରେ ପରିଣତ କରିବା ଅଭିଯୋଗରେ ଆଜି ଝାରସୁଗୁଡ଼ା ବିଜେପି ଲଖନପୁର ଥାନାରେ ଏକ ମାମଲା ରୁଜୁ କରିଛି। ଏହାଦ୍ବାରା ରାଜ୍ୟ…
ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା ଜାନୁୟାରୀ ୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳିତ ହେବ। ଏ ନେଇ ଗତକାଲି ଓ ଆଜି ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି।
ଗତକାଲି ହୋଇଥିବା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ…
କୋରୋନା ଯୋଦ୍ଧାଙ୍କ ଦରଦ କାହାଣୀ।
ଦରକାର ବେଳେ ଖୋଜା ହେଲେ, କାମ ସରିଲା ବେଳେ ଅଲୋଡ଼ା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣର ଭୟ କମି ଚାଲିଛି। ମାତ୍ର କୋରୋନା ଯୋଗୁଁ ଲୋଡ଼ା ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବର୍ତ୍ତମାନ ବିଷମ ପରିସ୍ଥିତି ସୃଷ୍ଟି ହେଲାଣି। ଝାରସୁଗୁଡ଼ା ଜିଲ୍ଲାର…
ପୁରୀରେ ଚାଲିଛି ଅତ୍ୟାଧୁନିକ ମାଛ ବଜାର ନିର୍ମାଣ
ପୁରୀ, /ସ୍ୱତନ୍ତ୍ର ପ୍ରତିନିଧି: ସହରରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ । ପାଖାପାଖି ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ମାର୍କେଟରେ ୨୦୦ରୁ ଅଧିକା ମାଛ ବେପାରିଙ୍କ ପାଇଁ ବିକ୍ରିର କ୍ଷମତା ରହିବ। ସ୍ଥାନୀୟ ପେଣ୍ଠକଟାରେ ଚାଲିଛି ଏହାର ନିର୍ମାଣ କାମ ।
ମଙ୍ଗଳବାର ଜିଲ୍ଲାପାଳ…
ଶ୍ରୀମନ୍ଦିରରେ ପାଣ୍ଡୁନୃସିଂହ ବିଜେ ନୀତି ପାଳିତ
ପୁରୀ, /ସ୍ୱତନ୍ତ୍ର ପ୍ରତିନିଧି: ମଙ୍ଗଳବାର ଶୁକ୍ଳ ଚତୁର୍ଦଶୀ ତିଥିରେ ଶ୍ରୀମନ୍ଦିରରେ ପାଣ୍ଡୁନୃସିଂହ ବିଜେ ନୀତି ପାଳିତ ହୋଇଯାଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପରେ ଭିତର ଶୋଧ, ମଙ୍ଗଳ ଆଳତି, ଦୈନଦିନ ନୀତି ବଢି ସକାଳଧୂପ ଶେଷ ହୋଇ ଥିଲା । ଭୋଗମଣ୍ଡପ…
” ସରକାରୀ କଲେଜ ମାନ୍ୟତା ପାଇଁ ପଦଯାତ୍ରାରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଛାତ୍ର ଆସୀମ ପଟେଲ”
ଝାରସୁଗୁଡା(ସୁବାସ ସାହାରେ) :ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡ ର ସର୍ବ ପୁରାତନ କଲେଜ କୁଚିଣ୍ଡା କଲେଜ ଓ ଶିଳ୍ପ ନଗରୀ ତଥା ଜିଲ୍ଲା ମହକୁମା ସ୍ଥିତ ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ କଲେଜ ଦ୍ୱୟକୁ ସମ୍ପୁର୍ଣ୍ଣ ସରକାରୀ ଘୋଷଣା ଦାବି କରି ଅଲ କୋଶଲ ଷ୍ଟୁଡେନ୍ଟ ୟୁନିଅନର ସଂଯୋଜକ ଅସିମ…
ମନେପକାଇ ପୁରୁଖା ସହଯୋଗୀଙ୍କୁ ଭେଟିଲେ ସାଂସଦ ପ୍ରସନ୍ନ
ବିଜୁ ବାବୁ ଏହି ଅଞ୍ଚଳକୁ ଗସ୍ତ ସମୟରେ ସ୍ୱୀକାର କରିଥିଲେ ଶ୍ରୀ ଡନସନାଙ୍କ ଆତିଥ୍ୟ
ବରଗଡ:- ବିଜୁ ଜନତା ଦଳର ବୟୋଜ୍ୟେଷ୍ଠ କର୍ମୀ ଶ୍ରୀ ଗୋର୍ଷା ରଣା । ଆଜି ତାଙ୍କୁ ବୟାନବେ ବର୍ଷ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମର ନିବାସୀ ଶ୍ରୀ ରଣା ବିଜୁ ଜନତା ଦଳର ଜଣେ ପୁରୁଣା କର୍ମୀ…
ପଟିଆ ଅଂଚଳରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର (ଶାସକ ପ୍ରଶାସକ) :ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନ ହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ୱାର୍ଡ ନମ୍ବର -୧ ,ଡ଼ଲଫିନ ମଣ୍ଡପ ପରିସରରେ ଯୁବ ସମାଜସେବୀ …
ଚାଲିଗଲେ ମୀନା ଅପା
ବରିଷ୍ଠ ଆଇନଜୀବୀ ବନଲତା ପ୍ରଧାନଙ୍କ ଦେହାନ୍ତ
ପୁରୀ: ପୁରୀ ସହରରେ ମୀନା ଅପା ଭାବେ ପରିଚିତ ତଥା ମହିଳା ଆଇନଜୀବୀ ଶ୍ରୀମତୀ ବନଲତା ପ୍ରଧାନଆଉ ନାହାନ୍ତି | ମସ୍ତିସ୍କ ଆଘାତ (ବ୍ରେନ ଷ୍ଟ୍ରୋକ) ଜନିତ ଅସୁସ୍ଥତା କାରଣରୁ ଆଜି ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । କିଛି ଦିନ ତଳେ…
ରାଜନୀତିକୁ ରଜନୀକାନ୍ତଙ୍କ “ନା”
ଚେନ୍ନାଇ : ରାଜନୀତିରେ ପ୍ରବେଶ କରିବେନି ସୁପରଷ୍ଟାର ରଜନୀକାନ୍ତ | ସ୍ୱାସ୍ଥ୍ୟଗତ କାରଣରୁ ସେ ରାଜନୀତିକୁ ଯିବେନି ବୋଲି ଆଜି ସ୍ପଷ୍ଟ କରିଛନ୍ତି | ରକ୍ତଚାପ ଜନିତ ଗୁରୁତର ଅସୁସ୍ଥତା କାରଣରୁ ହାଇଦରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ଡରିବା ଦୁଇଦିନ ପରେ ରଜନୀକାନ୍ତ ଏହି ଘୋଷଣା…