Sign in
Sign in
Recover your password.
A password will be e-mailed to you.
ବେଲପାହାଡ଼ରେ ଛୁରାମାଡ଼ରେ ଜଣେ ଆହତ। ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ର ଜାହାଜପଡ଼ାରେ ଏକ ମଟନ ଦୋକାନରେ ଛୁରାମାଡ଼ ହୋଇ ମଣ୍ଡଳିଆ ଅଞ୍ଚଳର ଜଣେ ୧୭ ବର୍ଷ ବୟସ୍କ ତରୁଣ ଆହତ ହୋଇଛନ୍ତି। ତରୁଣଟିର ନାମ ସୋନି ସାହୁ ଓ ସେ ଉକ୍ତ ମଟନ ଦୋକାନରେ କାମ କରୁଥିଲା। ଅଭିଯୁକ୍ତର ନାମ ମହମ୍ମଦ ଚାନ୍ଦ ଓ ସେ…
କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାରଙ୍କ ନାମର ଷ୍ଟିକରିଂ : ଲୋକ କାହାର?
ଝାରସୁଗୁଡ଼ା :(ସୁଭାଷ ସହାରେ) - ରାଜନୀତିରେ ସବୁ ଠିକ୍। କେନ୍ଦ୍ର ଓ ରାଜ୍ୟରେ ଅଲଗା ଅଲଗା ସରକାର ଥିଲେ ଆରୋପ ପ୍ରତ୍ୟାରୋପ ଯେପରି ନିୟମସମ୍ମତ। କେତେବେଳେ କେନ୍ଦ୍ର ଆରୋପ କରେ ଯେ ରାଜ୍ୟ ସରକାରଙ୍କ ଦ୍ବାରା କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର ଲାଗୁ କରିବାକୁ ରାଜି ନୁହଁନ୍ତି, ତ ରାଜ୍ୟ…
ଭାରତୀୟ ଜତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଜିଲ୍ଲା କଂଗ୍ରେସ ପକ୍ଷରୁ ପାଳିତ
http://www.youtube.com/watch?v=v1i6CJWNv8I
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୧୩୬ତମ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ନୂଆଁ କଥା ଥାଏ : ସାଂସଦ ଚନ୍ଦ୍ରଶେଖର ସାହୁ
http://www.youtube.com/watch?v=XRkSA1wWj38
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲୋକ ଆଶା କରିନଥିବା କଥାକୁ କାର୍ଯ୍ୟରେ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚକିତ କରି ଦେଇଥାନ୍ତି। ପ୍ରତ୍ୟେକଟି ଜନହିତକାରୀ ଘୋଷଣାରେ ନୂତନତ୍ୱ ଅଛି। ମୁଖ୍ୟମନ୍ତ୍ରୀଙ୍କ…
ପୋଷକୁ ନେଇ ରୋଷ
ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରରେ ପୋଷ ରୀତିନୀତିରେ ବିଘ୍ନକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ
ବାରିପଦା(ଦିଲ୍ଲୀପ ମହାନ୍ତି )- ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜତନ୍ତ୍ରର ବିଲୋପ ଘଟି ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ଜାନୁଆରୀ…
କୋଣାର୍କ “ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର” ସୁବର୍ଣ୍ଣ ଜୟନ୍ତୀ :ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ
ପୁରୀ/ଭୁବନେଶ୍ୱର(ଶାସକ ପ୍ରଶାସକ) - କୋଣାର୍କ ବିଜ୍ଞାପିତ ଅଂଚଳ ପରିଷଦଠାରୁ ଅନତି ଦୂରରେ ଥିବା ‘ସୁତନ’ ଗ୍ରାମ ସ୍ଥିତ ‘ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଡାକ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶ ପାଇଛି । ସୂଚନା ଯୋଗ୍ୟ…
ସୁନାମୁଖୀ ନଦୀ ଉପରେ ନିର୍ମାଣ କରାଯିବ କଣ୍ଟ୍ରୋଲ୍ ଷ୍ଟ୍ରକ୍ଚର
ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ…
ହ୍ୱିଲ ଚେୟାରରୁ ରକ୍ତଦାନ : ସ୍ୱତନ୍ତ୍ରକ୍ଷମ ବସନ୍ତଙ୍କ ସେବା ମନୋଭାବକୁ ପ୍ରଶଂସା
ଭୁବନେଶ୍ୱର: ଇଚ୍ଛାଶକ୍ତି ଥିଲେ ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେ, ଏଭଳି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜଗାଙ୍ଗପୁରର ଆନ୍ତର୍ଜାତୀୟ ହୁଇଲ ଚେୟାର କ୍ରିକେଟ ଖେଳାଳି ବସନ୍ତ ନିମ୍ ଶ୍ରିଷ୍ଠ । ଚାଲିବା ଶକ୍ତି ହରାଇଥିବା ଏହି ସ୍ୱତନ୍ତ୍ରକ୍ଷମ ଯୁବକ ଜଣଙ୍କ କେବଳ ଆନ୍ତର୍ଜାତୀୟ…
ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା
ବୁଗୁଡା: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଏକ ଗ୍ରାମପଞ୍ଚାୟତ ହେଲେ ମଧ୍ୟ ଏହାର ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗାଁ ର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଗତ ଦିନମାନଙ୍କରେ କରୋନା ପ୍ରଭାବିତ ହୋଇ ବାଲିପଦର ଗ୍ରାମବାସୀ ତଥା ବ୍ୟବସାୟୀମାନେ ନାହିଁ ନ ଥିବା ଭୟ ଓ…
ଗଂଜାମ ଜିଲ୍ଲା ସ୍ୱଚ୍ଛତାଗ୍ରାହୀ ସଂଙ୍ଗଠନର ପ୍ରଥମ ବୈଠକ
ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଦ୍ଧଖୋଲ ପାଦଦେଶରେ ରବିବାର ଦିନ ଗଂଜାମ ଜିଲ୍ଲାର ୨୨ଟି ବ୍ଲକର ସ୍ୱଚ୍ଛତାଗ୍ରାହୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାରିଣୀ ଭୂୟାଁ ଅଧ୍ୟକ୍ଷତା କରି ସ୍ୱଚ୍ଛତାଗ୍ରାହୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କେ ଆଲୋଚନା କରିଥିଲେ । ଏହି…