ପିଙ୍କସିଟିରେ ପ୍ରାମାଣିକ ଚଳଚିତ୍ର “ଦ ଡିଭାଇନ୍ ଡକ୍ଟର୍”!! 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ଗୀତାଞ୍ଜଳି ପ୍ରଡକ୍ସନ ବେନରରେ ନିର୍ମିତ ତଥା ଗୌତମ ମିଶ୍ରଙ୍କ ଦ୍ୱିତୀୟ ପ୍ରାମାଣିକ ଚଳଚିତ୍ର  "ଦ ଡିଭାଇନ୍ ଡକ୍ଟର୍ " ୧୩ତମ ଜୟପୁର ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନିତ ହୋଇଛି। ଆଗାମୀ ଜାନୁଆରୀ ୧୫ ରୁ ୧୯ ତାରିଖ…

” ସରକାରୀ ସ୍କୁଲର ବିଦ୍ୟାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରଂକ୍ଷଣ ବ୍ୟବସ୍ଥା ଐତିହାସିକ “

http://www.youtube.com/watch?v=p5541zq55sY  ସ୍ୱାଗତ କଲା  ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର(ଶାସକ ପ୍ରଶାସକ) ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ…

ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼

ବଲାଙ୍ଗୀର(ନିରୋଜ ମିଶ୍ର) କିଛି ମାସ ପୂର୍ବରୁ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ପେନସନ୍ ଟଙ୍କାରେ ଚଞ୍ଚକତା କରାଯାଇ ୧ କୋଟି ୭୧ ଲଖ୍ୟ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କୁ ନିଲମ୍ବିତ…

“ବନ୍ଧୁ” ସାମାଜିକ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ 

ଭୁବନେଶ୍ୱର(ଶାସକ ପ୍ରଶାସକ) :   ସାମାଜିକ ଅନୁଷ୍ଠାନ “ବନ୍ଧୁ” (ବୋନାଫାଏଡ୍ ଆସୋସିଏସନ ଫର ଡେଭଲେପମେଣ୍ଟ ଅଫ୍ ନେଚର , ହେଲ୍ଥ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ୍ଡ) ର ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଭୁବନେଶ୍ୱର ଉପକଣ୍ଠ ରଙ୍ଗବଜାର ନିକଟସ୍ଥ ଅଲାରପୁର ମା’ ଜାଗୁଳାଇ ସରସ୍ୱତୀ…

 ନରସିଂହଙ୍କ ସ୍ୱାସ୍ଥ୍ୟ ପାଇଁ ଦୀପଦାନ 

ବଲାଙ୍ଗୀର (ନିରୋଜ ମିଶ୍ର) : ନରସିଂହ ସେନା ଛତାମଖନା ଆନୁକୂଲ୍ୟରେ ଜନ୍ମ ମାଟିରେ ଗାଁ ର ବରପୁତ୍ର ନରସିଂହ ମିଶ୍ର ଙ୍କ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି | ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ନେତୃତ୍ବ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସୂଚନାଯୋଗ୍ୟ…

 ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ନିର୍ମାଣଧୀନ ହସପିଟାଲକୁ ପରିଦର୍ଶନ ସହ ଆଲୋଚନା କଲେ କଳିକେଶ 

ବଲାଙ୍ଗୀର(ଶାସକ ପ୍ରଶାସକ): ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ର ନିର୍ମାଣଧୀନ ହସପିଟାଲ କୁ ଯାଇ କାର୍ୟ୍ୟ ତଦାରଖ କରିବା ସହିତ ମେଡିକାଲ କଲେଜର ପରିଚାଳନା କେମିତି ଚାଲିଛି ତାକୁ ମେଡିକାଲ କଲେଜର ପ୍ରିନ୍‌ସିପାଲ ଓ ଭାଇସ…

ପ୍ରଧାନମନ୍ତ୍ରୀ ଆବାସ ସ୍ଥାନରେ ବିଜୁ ପକ୍କା ଘର ପୋଷ୍ଟରକୁ ନେଇ ପ୍ରତିବାଦ, ରାଜ୍ୟ ସରକାର ବିରୋଧରେ ଏତାଲା ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ସ୍ଥାନରେ ବିଜୁପକ୍କା ଘର ପୋଷ୍ଟର ଲଗାଯିବାକୁ ନେଇ ବିଜେପି ପକ୍ଷରୁ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୀରମହାରାଜପୁର ବ୍ଲକ କାର୍ଯ୍ଯାଳୟରେ…

ପୁଣି ଏକ ନାବାଳିକାର ବିବାହ ରୋକିଲା ଚାଇଲ୍ଡଲାଇନ। 

ଚଳିତ ବର୍ଷ ୧୬ଟି ନାବାଳିକାଙ୍କୁ ବିବାହ ରୋକିବାରେ ସମର୍ଥ ହେଲେ ଚାଇଲ୍ଡଲାଇନ।  ଝାରସୁଗୁଡ଼ା :(ସୁଭାଷ ସହାରେ)-ନାବାଳିକାଙ୍କୁ ବିବାହ ନ କରାଇବାକୁ ଯେତେ ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଆସିବା ସମ୍ଭବ ହେଉନାହିଁ। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଏହି…

କଂଗ୍ରେସ ଦଳର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶସାରା ଆଜି କଂଗ୍ରେସ ଦଳ ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଉପଲକ୍ଷେ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ଦିବସକୁ ଉତ୍ସାହର ସହିତ ପାଳନ କରିଥିଲେ କଂଗ୍ରେସ କର୍ମୀମାନେ। ଝାରସୁଗୁଡ଼ାର କଂଗ୍ରେସ ଭବନଠାରେ ମଧ୍ୟ ଜିଲ୍ଲା ସଭାପତି ଭରତ…

ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ପାଇଁ…

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ସରବାହାଲସ୍ଥିତ ହାଇସ୍କୁଲରେ ଆଜି ଏକ ସଭା ଅନୁଷ୍ଠିତ ହୋଇ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ସରକାରୀ ହାଇସ୍କୁଲର ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ଯୋଗାଇ…