Sign in
Sign in
Recover your password.
A password will be e-mailed to you.
ବିଡ଼ିସିସି ଲାଠୋର ବ୍ରାଞ୍ଚ ମ୍ୟାନେଜର ଘରେ ଭିଜିଲାନ୍ସ ରେଡ଼
Vigilance DSP Kadambini Samal
ଟିଟିଲାଗଡ଼ /ଗୌରବ ଦର୍ଜୀ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ(ବିଡ଼ିସିସି) ଲାଠୋର ବ୍ରାଞ୍ଚ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ରେଡ଼ ହୋଇଛି | ବଲାଙ୍ଗୀର ଭିଜିଲାନ୍ସ…
ବେଲଗୁଣ୍ଠା ନୂତନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ ) - ବହୁ ପ୍ରତୀକ୍ଷିତ ବେଲଗୁଣ୍ଠା ଥାନାର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କରଫରେନ୍ସି ମାଧ୍ୟମରେ ହୋଇଯାଇଅଛି । ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,…
ବୀରମହାରାଜପୁର ଅଞ୍ଚଳରେ ବେଆଇନ ଜୁଆ ଖେଳ , ପୋଲିସ ପ୍ରଶାସନ ନିରବ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ପ୍ରତେକ ଦିନ ବ୍ଯାପକ ଭାବରେ ବେଆଇନ ଭାବରେ ଜୁଆ ଖେଲ ହେଉଥିବା ଦେଖିବାକୁ ମିଳୁଛି । ଏହି ଖେଳରେ ବେଶି ଯୁବ ଗୋଷ୍ଠୀ, ଗରିବପରିବାର ସାମିଲ ରହୁଥିବ ଯୋଗୁଁ ସହରେ ଚୋରି, ଡକାଇଟି ଓ…
ସ୍ଥାୟୀ ନିଯୁକ୍ତି ପାଇଁ ରାସ୍ତାକୁ ଓହ୍ଲାଇଲେ କାର୍ଯ୍ୟରତ କୋଭିଡ ପାରାମେଡିକାଲ ଷ୍ଟାଫ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲେଇଲେ ସମ୍ବଲପୁରର କାର୍ଯ୍ୟରତ କୋଭିଡ ପାରାମେଡିକାଲ ଷ୍ଟାଫ । ଆଜି ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟରୁ ଏକ ରେଲିରେ ବାହାରି ସମ୍ବଲପୁର ଜିଲ୍ଲାପାଳଙ୍କ କାଯ୍ୟାଳୟ ପର୍ଯ୍ୟନ୍ତ ଆସି ଧାରଣା ଦେବା ସହ ରାଜ୍ୟପାଳଙ୍କ…
ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ ଗିରଫ ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): -ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ଅଞ୍ଚଳର ବିଜୟ ନାଏକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ କୁ ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ବିଳନିରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି…
ପରଲୋକରେ ବରିଷ୍ଠ ସାମ୍ବାଦିକ ସଭାପତି ଶଙ୍କର ପ୍ରସାଦ ମିଶ୍ର ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) : ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି, ଉପଦେଷ୍ଟା, ଓଡିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର (୬୩)ଙ୍କ ବୁଧବାର ଅକାଳ ବିୟୋଗ ଘଟିଛି । ସମ୍ବଲପୁର ର ଏକ ଘରୋଇ ଡାକ୍ତରଖାନାରେ…
ରେଙ୍ଗାଲି ବିଧାୟକ ବ୍ୟବହାର ଦେଇ ନଜାଣିଲେ ପରିସ୍ଥିତି ଭୟଙ୍କର ହେବ:-ବିଜେଡି
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଗତ ୨୮ ତାରିଖ ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ରେଙ୍ଗାଲି ବ୍ଲକ ଅଫିସ ସମ୍ମୁଖରେ ପ୍ରଧାନ ମନ୍ତ୍ରୀ/ବିଜୁ ଆବାସ ଯୋଜନା ସମ୍ବନ୍ଧେ ଘେରାଉ କରାଯାଇଥିଲା।ଉକ୍ତ ବିକ୍ଷୋଭ ସମୟରେ ସ୍ଥାନୀୟ ବିଧାୟକ ଯେଉଁ ପ୍ରକାର ମିଥ୍ୟା ଓ ବିଭ୍ରାନ୍ତିକାର ବକ୍ତବ୍ୟ…
ସୋହେଲା ବ୍ଲକ କଳାକାର ସଙ୍ଘର ସାଧାରଣ ବୈଠକ
ବରଗଡ :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ବ୍ଲକ୍ କଳାକାର ସଂଘ ତରଫରୁ ସୋହେଲା ପଂଚାୟତ ସମିତି ଠାରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଶ୍ରୀ ସୁଶାନ୍ତ ସିଂହଙ୍କ ଅନୁପସ୍ଥିତିରେ ସମ୍ମାନିତ ଅତିଥି ପଦ୍ମଶ୍ରୀ ଶ୍ରୀ ହଳଧର ନାଗ, ବ୍ଲକ୍ ଅଧ୍ୟକ୍ଷ ଶ୍ରୀ…
ପାଞ୍ଚଟି ଗୋଡ ସହିତ ଅଦ୍ଭୂତ ବାଛୁରୀ ଛୁଆ ଜନ୍ମ
ବାରିପଦା:ଦିଲ୍ଲୀପ ମହାନ୍ତି- ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗିଦିଘାଟୀ(ହେଁସଡା) ଗ୍ରାମର ବୁଢାନ ମାଝୀଙ୍କ ଘରେ ଏକ ଅଦ୍ଭୂତ ବାଛୁରୀ ଛୁଆ ଜନ୍ମଗ୍ରହଣ କରିଛି।
ମଙ୍ଗଳବାର ରାତିରେ ଜନ୍ମ ହୋଇଥିବା ବାଛୁରୀଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ସାଧାରଣ…
ପଚାଶ ହଜାର କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍ ସଚେତନତା ଭିଡିଓ ଆଲବମ୍
ମୁଖ୍ୟମନ୍ତ୍ରୀଙ୍କୁ ଅର୍ପଣ କଲା ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ
ଭୁବନେଶ୍ୱର (ଶାସକ ପ୍ରଶାସକ) ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୋଭିଡ଼୍ ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ଏହାକୁ ପାଳନ କରିବା ଅବସରରେ…