ୱିକନ୍ ୨୦୨୦ରେ ସାମିଲ ହେଲେ ବିଶ୍ୱର ବିଶିଷ୍ଟ ବିଶେଷଜ୍ଞମାନେ 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଦୁଇ ଦିନିଆ ଷଷ୍ଠ ଆଇଇଇଇ ଇଣ୍ଟରନ୍ୟାସନାଲ ୱିମେନ୍ ଇନ୍ ଇଞ୍ଜିନିୟରିଂ (ଡବ୍ଲୁଆଇଇ) କର୍ମଶାଳା (ୱିକନ୍ଇସିଇ) ରବିବାର ଶେଷ ହୋଇଥିବା ବେଳେ ଏହି କର୍ମଶାଳାରେ ବିଭିନ୍ନ ଦେଶର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଇନଷ୍ଟିଟ୍ୟୁଟ ଅଫ୍ ଇଲେକ୍ଟି୍ରକାଲ୍ ଆଣ୍ଡ…

ଅଫେରା ରାଇଜରେ “ଅଭୁଲା ସ୍ୱର” ସ୍ରଷ୍ଟା 

ଆଉ ନାହାନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର  ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସଂଗୀତ ନିର୍ଦ୍ଦେଶକ ଓ ଜଣାଶୁଣା ଭୂତତ୍ତ୍ଵବିତ ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି |  ବୁଧବାର ଏକ ଘରୋଇ ଡାକ୍ତରଖାନାରେ ଏହି ମହାନ ସଂଗୀତ ସ୍ରଷ୍ଟାଙ୍କ ଦେହାନ୍ତ ହୋଇଛି। ତାଙ୍କୁ  82 ବର୍ଷ…

ଏମସିଏଲ ପକ୍ଷରୁ ସ୍ୱଦେଶୀ କୃଷି ପାଇଁ ‘ଦେଶୀ ବୀଜ ଘର’ ଯୋଜନା I

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  ଏମସିଏଲ ପକ୍ଷରୁ “ଦେଶୀ ବୀଜ ଘର’ ନାମରେ ଏକ ଯୋଜନା ଚାଷୀଙ୍କ ବିକାଶ ଲକ୍ଷ୍ୟକୁ ପ୍ରାଧାନ୍ୟ ଦେଇ ହାତକୁ ନିଆଯାଇଛି । କମ୍ପାନିର ସିଏସ୍‌ଆର ଏମସିଏଲ୍ ପକ୍ଷରୁ ଏକ ଅଭିନବ ପଦକ୍ଷେପ କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଦେଶୀ…

ଜାନୁଆରୀ ୫ରୁ ଖୋଲିବ ଶ୍ରୀ ଶ୍ରୀ ହରିବଳଦେବ ଜୀଉ,  ମା କୀଚକେଶ୍ୱରୀ ଓ ଅମ୍ବିକା ଅନ୍ଦିର

ନୂଆବର୍ଷରେ ପ୍ରକାଶ ପାଇବ ନୂଆ ମାର୍ଗଦର୍ଶୀକା ବାରିପଦା(ଦିଲ୍ଲୀପ ମହାନ୍ତି)- ୨୦୨୧ ଜାନୁଆରୀ ୫ରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂ, ମା କୀଚକେଶ୍ୱରୀ, ମା ଅମ୍ବିକା, କଖାରୁଆ ବୈଦ୍ୟନାଥ, ବାବା ବୁଢ଼ା ରାଉଳ ମଠ, ଶିମିଳେଶ୍ୱର ମହାଦେବ ଆଦି ସମସ୍ତ ମଠ ଓ…

ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ବାହାଡ଼ାପଦରଠାରେ  ଶୀତ ବସ୍ତ୍ର ଓ ଫଳ ବଣ୍ଟନ 

ଭଞ୍ଜନଗର ( ନିଲୁ ବିଷୋୟୀ ) ମଙ୍ଗଳବାର ଦିନ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଗରୀବ ଓ ଅସହାୟ ଲୋକଙ୍କୁ ବାହାଡାପଦର ଠାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଶୀତ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଛି । ଏହି ଅବସରରେ ସାହିତ୍ୟ ଘରର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ,ଉପ ସଭାପତି ନେତାଜୀ…

ବିଜେଡି ମହାନଗର ନିଗମ ପକ୍ଷରୁ କମ୍ବଳ ବଣ୍ଟନ I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ସହରରେ ବଢିଥିବା ଶୀତପ୍ରଭାବକୁ ଦେଖି ସମାଜସେବୀ ତଥା ବିଜେଡି ମହାନଗର ସକ୍ରିୟ ସଦସ୍ୟ ବବି ସିଂ ଙ୍କ ନେତୃତ୍ୱରେ ଆଜି ସହରରେ ବିଭିନ୍ନ ସ୍ଥାନରେ କମ୍ବଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟିକା …

“ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ କରନ୍ତୁ’ :…

http://www.youtube.com/watch?v=vt2RO_jKPDg  ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ "ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାକୁ ସହଜରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ' ଫସଲର ବିବିଧିକରଣ ଏବଂ ଡାଲି ଓ ତୈଳବୀଜ ଚାଷ ଉପରେ ଗୁରୁତ୍ୱାରୋପ…

ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର କରିବ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି : ପାର୍ଥ ସାରଥୀ  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଲା ବିପିୟୁଟି ଡିପ୍ଲୋମା ଛାତ୍ର ସଂଘ  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ  ସରକାରୀ ସ୍କୁଲରେ ପାଠ ପଢ଼ୁଥିବା  ଶିକ୍ଷାର୍ଥୀଙ୍କ ପାଇଁ ମେଡ଼ିକାଲ ଓ ଇଂଜିନିୟରିଂ ପ୍ରବେଶିକା…

ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆପିଆଇ) ପକ୍ଷରୁ ଭୂମିହୀନଙ୍କୁ ଜମିପ୍ରଦାନ ସକାଶେ ଦାବି କରିବା ସହ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି କରାଯାଇଛି । ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି…

ଜାନୁଆରୀ ୩ ରେ ଖୋଲିବ ସମଲେଶ୍ୱରୀ ମନ୍ଦିର, ଜାରି ହେଲା ଏସଓପି

  ପ୍ରଥମ ୫ ଦିନ ସମ୍ବଲପୁରବାସୀଙ୍କୁ  ଦର୍ଶନ ସୁଯୋଗ  ସମ୍ବଲପୁର (ରମାକାନ୍ତ ବିଶ୍ବାଳ) :ମାଁ ସମଲେଶ୍ବରୀଙ୍କ ମନ୍ଦିର ଦୀର୍ଘ ୮ ମାସ ପରେ ଆସନ୍ତା ଜାନୁଆରୀ ୩ ତାରିଖରେ ଖୋଲିବ । କେIଭିଡ କଟକଣା ମଧ୍ୟରେ ମନ୍ଦିରରେ ମାଁଙ୍କ ଦର୍ଶନ ପାଇଁ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ…