ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ମହାମାନବ ଲୁଇସ  ବ୍ରେଲିଙ୍କ ଜୟନ୍ତୀ ପାଳିତ       

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଠାରେ ଥିବା ଝାଡେ ଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ ରେ ବ୍ରେଲି ଲିପିର ଉଦ୍ଭାବକ ମହାମାନବ ଲୁଇ ବ୍ରେଲିଙ୍କ ଜନ୍ମ ତିଥି ପାଳିତ ହୋଇଯାଇଛି। ଏଇ ଉତ୍ସବ ଅବସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର ଙ୍କର…

ରୂପାନ୍ତରଣର ନିଆରା ନଜିର ରାମଲିଙ୍ଗେଶ୍ବର ଜଳାଶୟ

ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ   ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ  ବ୍ରହ୍ମପୁର/ଭୁବନେଶ୍ୱର (ଶାସକ ପ୍ରଶାସକ) : ରୂପାନ୍ତରଣର ନିଆରା ଉଦାହରଣ…

ଅଚାନକ ଧାନମଣ୍ଡିରେ ପହଞ୍ଚିଲେ ଉପଜିଲ୍ଲାପାଳ 

ପଦ୍ମପୁର(ଶାସକପ୍ରଶାସକ)- ଦିନ ହେଉ ଅବା ରାତି , କିମ୍ବା ଖରା ହେଉ ଅବା ଶୀତ ସବୁବେଳେ ଚାଷୀଙ୍କ ଦୁଃଖ ସୁଖରେ ଚାଷୀଙ୍କ ସହ ଠିଆ ହୋଇଥାନ୍ତି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ । ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଧାନ ବିକ୍ରି ପାଇଁ ଆସିଛି ଏବଂ ଟୋକନ ଅନୁସାରେ…

ଦୃଢ ରାଜନୈତିକ ଇଛାଶକ୍ତିର ଅଭାବ “ଗାନ୍ଧୀ ବିଚାର” ରୂପାୟନରେ ପ୍ରତିବନ୍ଧକ 

"ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି  ଅଧୁରା ମହାତ୍ମାଙ୍କ ସ୍ୱପ୍ନ" ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସମ୍ପାନ ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମର  ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତାପ୍ରାପ୍ତିର…

ବରଗଡରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗ : ଜିଲ୍ଲାପାଳଙ୍କୁ ଭେଟିଲେ ୟୁନାଇଟେଡ ଫୋରମର ସଦସ୍ୟ 

ବରଗଡ଼(ଶାସକ ପ୍ରଶାସକ) : ବରଗଡରେ କ୍ୟାନ୍ସର ହସ୍ପିଟାଲ ସ୍ଥାପନା କରିବା ପାଇଁ ବାରମ୍ବାର ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣକରି ବରଗଡରେ କ୍ୟାନ୍ସର ହସ୍ପିଟାଲ ହେବ ବୋଲି ଘୋଷଣା କରିଥିଲେ । କିନ୍ତୁ, କାର୍ଯ୍ୟରେ କୌଣସି ପ୍ରଗତି ପରିଲକ୍ଷିତ ନ ହେବାରୁ ୟୁନାଇଟେଡ ଫୋରମ ଫର କ୍ୟାନ୍ସର…

ଏମିତି ବି ମରଣ ଆସେ

ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ମୃତ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ବିନୋଦ ବାଗ ଙ୍କର ଜମିରେ ଚାଷ କରୁଥିବା ଏକ ଟ୍ରାକ୍ଟର କାଦୁଅରେ ଫସି ଯାଇଥିଲା । ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଟିକୁ ବାହାର କରିବା ପାଇ ଚେଷ୍ଟା…

ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ବେଗୁନିଆ : ଆଦର୍ଶ ଶିକ୍ଷକ ବିପିନ ବିହାରୀ ସୁନ୍ଦରାୟଙ୍କ ସ୍ମୃତିରେ ଆୟୋଜିତ ଚତୁର୍ଥ ଟ୍ୱେଂଟିଟ୍ୱେଂଟି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି  । ମୁଖ୍ୟଅତିଥି ରାମଚଣ୍ଡୀ ପ୍ରସାଦ ରଣସିଂହ ପ୍ରଦୀପ ପ୍ରଜ୍ୱଳନ କରି ଟୁର୍ଣ୍ଣାମେଂଟ ଉଦଘାଟନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ…

ନିଆଁ ରେ ପୋଡିଯାଇ ବୃଦ୍ଧାଙ୍କର ମୃତ୍ୟୁ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂଶଡ଼ା ପଞ୍ଚାୟତ ଢେଙ୍କିମୁଣ୍ଡା (ଚୁହୁରୀପଡା) ଗ୍ରାମର ଗ୍ରାମର ମହିଳା ମଲ୍ଲିକ ନାମକ ଜଣେ ଅବିବାହିତା ବୃଦ୍ଧା ଙ୍କର ନିଆଁ ରେ ପୋଡି ମୃତ୍ୟୁ ହୋଇଯାଇଛି । ଗ୍ରାମବାସୀ ଙ୍କର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ମହିଳା ଶୀତ ଦାଉରୁ ରକ୍ଷା…

“ଓଡ଼ିଶା ସରକାର କୌଣସି ପ୍ରକାର ରାଜନୈତିକ ହିଂସାକୁ ବରଦାସ୍ତ କରନ୍ତି ନାହିଁ”

ମାହାଙ୍ଗା ଘଟଣାରେ ଯିଏ ବି ଦୋଷୀ ହୋଇଥାଉ ସେ ନିଶ୍ଚିତ ଦଣ୍ଡ ପାଇବ : ବିଜେଡି ଭୁବନେଶ୍ୱର (ଶାସକ ପ୍ରଶାସକ): “ରାଜନୈତିକ ହିଂସା ପ୍ରତି ଓଡ଼ିଶା ସରକାରଙ୍କର ଶୁନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ମନୋଭାବ ରହିଛି।  କୌଣସି ପ୍ରକାର ରାଜନୈତିକ ହିଂସାକୁ ରାଜ୍ୟ ସରକାର ବରଦାସ୍ତ କରନ୍ତି ନାହିଁ…

ସନ୍ଦେହର କୁହେଳିରେ ନାବାଳିକାର ନିର୍ମମ ହତ୍ୟା ଘଟଣା 

ଘଟଣା ସ୍ଥଳରେ ପହଂଚି ଛାନଭିନ କଲେ ଡିଆଇଜି ଓ ଏସପି  ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗେନ୍ଦ୍ରନାଥ ପୁର  ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କର ନଅ ବର୍ଷର ଝିଅ ଗତ କାଲି ସନ୍ଧ୍ୟା ସମୟରୁ ନିଖୋଜ ଥିଲା । ଗତ ରାତିରେ ଏହି ସୂଚନା…