Sign in
Sign in
Recover your password.
A password will be e-mailed to you.
କିସ୍ ତରଫରୁ ୭ମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ା ପୌରାଞ୍ଚଳର ବଢ଼େଇମୁଣ୍ଡାଠାରେ କିସ୍ ତରଫରୁ ୭ମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଅବସରରେ ୫୯ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ…
“ମନ୍ଦିର ଖୋଲନ୍ତୁ, ନହେଲେ ମନ୍ଦିର ଆଗରେ ମୌନବ୍ରତରେ ବସିବି”
http://www.youtube.com/watch?v=hNJdd7ekHoo
ମୁଖ୍ୟମନ୍ତ୍ରୀଙ୍କୁ ମୋହନଙ୍କ ଚିଠି
କେନ୍ଦୁଝର (ଶାସକ ପ୍ରଶାସକ ) : "ମନ୍ଦିର ଖୋଲନ୍ତୁ, ନହେଲେ ମନ୍ଦିର ଆଗରେ ମୌନବ୍ରତରେ ବସିବି" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି କେନ୍ଦୁଝର ବିଧାୟକ ତଥା ବିରୋଧି…
ମାଲକାନଗିରି ଜିଲ୍ଲା ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି:ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା
ଭୁବନେଶ୍ୱର(ବି ଶ୍ରୀନିବାସ ପାତ୍ର): ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତିା
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ନବରଙ୍ଗପୁର…
ଚୋରି ବାଇକ୍ ସହ ନାବାଳକକୁ ଗିରଫ କଲା ଚାରମାଳ ପୋଲିସ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ ଆଜି ଚୋରି ବାଇକ୍ ସହ ଜଣେ ନାବାଳକକୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ ଚାରମାଳ ଗ୍ରାମର ଶିଶିର ବିଶ୍ଵାଳଙ୍କ ହୋଣ୍ଡା ସାଇନ୍ ନଂ OR 15 N 6379 ବିଶିଷ୍ଟ ବାଇକ୍ ଟି ଚୋରି ହୋଇଯାଇଥିବା ନେଇ ଗତ ୩୦ ତାରିଖରେ ଚାରମାଳ…
ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା, ଚାରି ଅଭିଯୁକ୍ତ କୋର୍ଟ ଚାଲାଣ
କଳାହାଣ୍ଡି /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ଯ୍ୟରତ ଜଣେ ସାମ୍ବାଦିକ ହିରଣ୍ୟ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୋଗ ରେ ଆଜି କୋକସରା ପୋଲିସ ଚାରି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି | ସୂଚନା…
ଆମ ମୟୂରଭଞ୍ଜ ଅଟୋ ଆସୋସିଏସନର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ
ବାରିପଦା(ଦିଲ୍ଲୀପ ମହାନ୍ତି)- ଆମ ମୟୂରଭଞ୍ଜ ଞ୍ଜ ଅଟୋ ଆସୋସିଏସନର ସାଧାରଣ ସମ୍ପାଦକ ତଥା ଯୁବ ସଙ୍ଗଠକ ଅନିରୁଦ୍ଧ ମହଲାଙ୍କର ଅକାଳ ବିୟୋଗ ହୋଇଛି । ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଭୂବନେଶ୍ୱରରୁ ଆଜି ତାଙ୍କର ମର ଶରୀର…
ମୟୂରଭଞ୍ଜ ଭେଟରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡ଼ିଆରକେ ଚମ୍ପିଆନ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଷ୍ଟାଡ଼ିୟମ ପରିସରରେ ଆୟୋଜିତ ମୟୂରଭଞ୍ଜ ଭେଟରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ଡ଼ିଆରକେ କ୍ଲବ ଆୟୋଜକ ସିକ୍ରେଟ ୧୧ କ୍ଲବକୁ ୫ ରନ୍ ବ୍ୟବଧାନରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ଫାଇନାଲ…
ହାଇପର୍କନେକ୍ଟିଭିଟିର ଉପାଦେୟପୂର୍ଣ୍ଣ ବ୍ୟବହାର ହେଵା ଉଚିତ : ସାମ୍ ପିଟ୍ରୋଡା
କାଦମ୍ବିନୀର ନୂଆବର୍ଷ ବନ୍ଧୁମିଳନ
ଭୁବନେଶ୍ୱର, (ଶାସକ ପ୍ରଶାସକ): କାଦମ୍ବିନୀର ନବବର୍ଷ ବନ୍ଧୁମିଳନ କରୋନା କଟକଣା ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭର୍ଚ୍ୟୁଆଲ୍ ମୋଡରେ ଆମେରିକାର ଚିକାଗୋ ସହରରୁ ବିଶିଷ୍ଟ ସୂଚନା ବିଜ୍ଞାନୀ ସାମ୍ ପିଟ୍ରୋଡା ଯୋଗଦେଇ…
ଓଡ଼ିଶାରୁ ୨୫ ଜାତୀୟସ୍ତରୀୟ ଭଲିବଲ୍ ରେଫ୍ରୀ ଉତ୍ତୀର୍ଣ୍ଣ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତରୀୟ ଭଲିବଲ୍ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଛନ୍ତି । ରବିବାର ଭର୍ଲୁଆଲ୍ ମୋଡ୍ରେ ଭାରତୀୟ ଭଲିବଲ୍ ଫେଡେରେସନ୍ (ଭିଏଫ୍ଆଇ)ର କାର୍ଯ୍ୟକାରିଣୀ କମିଟି ତଥା ସ୍ୱତନ୍ତ୍ର ସାଧାରଣ…
ଛଅ ତାରିଖରୁ ଦର୍ଶନ ଦେବେ ନୃସିଂହନାଥ ମହାପ୍ରଭୁ
କୋବିଡ଼ କଟକଣା ପାଳନ କରିବା ବାଧ୍ୟତାମୂଳକ
ସାତ ଦିନ କେବଳ ବରଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ କରିବେ ଦର୍ଶନ
ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଆସନ୍ତା ଛଅ ତାରିଖ ବୁଧବାର ଦିନ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ନିମନ୍ତେ…