Sign in
Sign in
Recover your password.
A password will be e-mailed to you.
ସୁବର୍ଣ୍ଣପୁର ଜିଲ୍ଲାରେ ୮ ରୁ ଖୋଲିବ ଧର୍ମାନୁଷ୍ଠାନ , କୋଭିଡ କଟକଣା ଉଲ୍ଲଂଘନ କଲେ ଅନୁଷ୍ଠାନ ବନ୍ଦ ରହିବ –…
ସୁବର୍ଣ୍ଣପୁର / ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ରେ ଆସନ୍ତା ୮ ତାରିଖ ରୁ ଖୋଲିବ ସମସ୍ତ ଧର୍ମ ଅନୁଷ୍ଠାନ । ରାଜ୍ୟରେ କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗତ ୨୦୨୦ ମାର୍ଚ୍ଚ ୨୦ ତାରିଖରୁ ମନ୍ଦିର , ମସଜିଦ୍, ଚର୍ଚ୍ଚ ତଥା ଅନ୍ଯାନ୍ଯ ଧାର୍ମିକ…
“ମନ୍ଦିର ଖୋଲିବାକୁ ନେଇ ଟାଳଟୁଳ ନୀତି ଧରିଛି ପ୍ରଶାସନ”
ଅପରିଣାମଦର୍ଶୀ ନିଷ୍ପତ୍ତି ପ୍ରତିବାଦରେ ମୌନରେ ଧାରଣା ଦେବେ ମୋହନ
କେନ୍ଦୁଝର (ଶାସକ ପ୍ରଶାସକ) : ଲୋକଙ୍କ ଭାବନାକୁ ନେଇ ଜିଲ୍ଲା ପ୍ରଶାସନ ଖେଳୁଛି | ସମଗ୍ର ରାଜ୍ୟରେ ସବୁ ମନ୍ଦିର ଖୋଲିଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମା ଘଟଗାଁ ତାରିଣୀ ମନ୍ଦିର ଖୋଲିବା ପାଇଁ ଯେଉଁ ତାରିଖ…
ବିଶ୍ବ ବ୍ରେଲି ଦିବସ ଏବଂ ଲୁଇସ ବ୍ରେଲିଙ୍କ ୨୧୨ ତମ ଜନ୍ମଦିବସ ପାଳିତ
http://www.youtube.com/watch?v=tdbMID8TTiw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ସିସିଡି" ଆନୁକୂଲ୍ୟରେ ଜିଲ୍ଲାର ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସମର୍ଥର ଭୋକେସନାଲ ତଥା ସମ୍ବଳ ସାଧନ…
ଗର୍ଭବତୀ ମହିଳାଙ୍କୁ ତଣ୍ଟିଚିପି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ।
ରେଙ୍ଗାଲି(ଶାସକ ପ୍ରଶାସକ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଡା ଠାରେ ଜଣେ ଗର୍ଭବତୀ ମହିଳାମାନଙ୍କୁ ମାଡପିଟ କଲା ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ରେଙ୍ଗାଲି ଥାନରେ ଝିଅର ବାପା ଶୁରେସ ବଗର୍ତ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଙ୍ଗାଲି ପୋଲିସ କେଶ ନମ୍ବର ୨ ଭାରତୀୟ ଦଣ୍ଡ…
ପରୀ ପାଇଁ ମାଁ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ବଳନ ଓ ପ୍ରାର୍ଥନା
ସମ୍ବଲପୁର(ରମାକାନ୍ତ ବିଶ୍ବାଳ) : ରାଜ୍ୟର ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ମାମଲାର କେନ୍ଦ୍ରବିନ୍ଦୁ କୁନି ଝିଅ ପରୀ ର ଅମର ଆତ୍ମା ର ଶାନ୍ତି ଓ ସତଗତି ପାଇଁ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଠାରେ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୀପ ପ୍ରଜ୍ବଳନ ଓ…
ଧାନର ଅଭାବୀ ବିକ୍ରି ପାଇଁ ତାତିଲେ ଚାଷୀ
ଆନ୍ଦୋଳନ ପାଇଁ ଓହ୍ଲାଇଲେ , ୫ ଘଣ୍ଟା ଧରି କଲେ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ।
ସମ୍ବଲପୁର, (ରମାକାନ୍ତବିଶ୍ୱାଳ)- ସମ୍ବଲପୁର ଜିଲ୍ଲା ରେ ଚାଷି ଙ୍କ ସମସ୍ୟା ଦୁର ହେଉନାହିଁ । ଜିଲ୍ଲା ର ରେଙ୍ଗାଲି ବ୍ଲକରେ ଚାଷୀ ଙ୍କ ସମସ୍ୟା ଵହୁଦିନ ହେଳା ଲାଗିରହିଥିଲେ ବି ସମସ୍ୟା ସମାଧାନ …
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ପରିଚୟ ଗୃହ ଲୋକାର୍ପିତ ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଝାରସୁଗୁଡ଼ା ପୌରପାଳିକାର ପାଞ୍ଚଟି ୱାର୍ଡର ବିଭିନ୍ନ ବସ୍ତିରେ ପରିଚୟ ଗୃହ ଉଦଘାଟିତ ହୋଇଯାଇଛି । ୱାର୍ଡ ନମ୍ବର ୯ରେ ରାଜୀବ ନଗର ( ଯାଜ୍ଞସେନି ହସ୍ପିଟାଲ ପାଖ) ଓ…
ମଦ୍ୟପାନ ବିରୋଧରେ ପଦଯାତ୍ରା କରିବେ ୬୩ ବର୍ଷ ବୟସ୍କ ଅଭିରାମ।
ଝାରସୁଗୁଡ଼ା :(ସୁଭାଷ ସହାରେ) _ଝାରସୁଗୁଡ଼ା ଜିଲ୍ଲାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିକଟବର୍ତ୍ତୀ ଦୁର୍ଲଗା ଗ୍ରାମର ବାସିନ୍ଦା ଅଭିରାମ ଶତପଥୀ ନେଇଛନ୍ତି ଏକ ଦୁଃସାହସିକ ନିଷ୍ପତ୍ତି। ମଦ୍ୟପାନ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଝାରସୁଗୁଡ଼ା ବିମାନବନ୍ଦରରୁ ପୁରୀ…
ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ଉପଲବ୍ଧ ହେବ କୋରୋନା ଟୀକା :ସ୍ବାସ୍ଥ୍ୟମନ୍ତ୍ରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଓଡ଼ିଶାର ଲୋକଙ୍କୁ କୋଭିଡ ପ୍ରତିଷେଧକ ଟୀକା ପାଇଁ ଘାଣ୍ଟି ହେବାକୁ ପଡ଼ିବ ନାହିଁ। ଖୁବ ଶୀଘ୍ର ରାଜ୍ୟରେ ଏହା ଉପଲବ୍ଧ ହେବ। ଆସନ୍ତା ଜାନୁୟାରୀ ୩୦ ବା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟୀକା ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ…
ରୋପୱେ ଦ୍ବାରା ଯୋଡ଼ି ହେବେ ରାମଚଣ୍ଡୀ ଓ ଲକ୍ଷ୍ମୀ ମନ୍ଦିର।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ ରାମଚଣ୍ଡୀ ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ଯୋଡ଼ା ହେବ ରୋପୱେ ଦ୍ବାରା। ଏ ନେଇ ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ସୂଚନା ଦେଇଥିବା ଜଣାପଡ଼ିଛି। ପ୍ରାକୃତିକ ପରିବେଶବେଷ୍ଟିତ ବ୍ରଜରାଜନଗର ଏହି ଦୁଇ ମନ୍ଦିର ରୋପୱେ…