Sign in
Sign in
Recover your password.
A password will be e-mailed to you.
“ସ୍କୁଲ ପିଲାଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ଦିଅନ୍ତୁ ସରକାର”
ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢାକୁ ସ୍ୱାଗତ କଲା ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସରକାର ଆସନ୍ତା 8 ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବା ସହ ପାଠପଢା ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଡିଶା ଅଭିଭାବକ ମହାସଂଘ | ହେଲେ ସ୍କୁଲକୁ…
ମୁକ୍ତିଲାଭ କଲା ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’
ଭୁବନେଶ୍ୱର(ଶାସକ ପ୍ରଶାସକ): ନୂଆବର୍ଷରେ ନିହାର ନମନ ଫିଲ୍ମସ ଭେଟିଦେଇଛି ଓଲିଉଡ଼ର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା' | ହୋଟେଲ ସାଣ୍ଡିଜ ଟାୱାର ଠାରେ ଏହାର ରିଲିଜ ଉତ୍ସବ ଆୟୋଜିତ ହୋଇଯାଇଛି | ଆନୁଷ୍ଠାନିକ ଭାବେ ଏହାକୁ ରିଲିଜ କରିଛନ୍ତି ତରଙ୍ଗ ଚାନେଲର ମୁଖ୍ୟ ଶ୍ରୀ…
ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଦିବାକର ତ୍ରିପାଠୀଙ୍କ ପରଲୋକ
ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) ପୁରୀ ସହରର ଜଣାଶୁଣା ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଦିବାକର ତ୍ରିପାଠୀଙ୍କ ଆଉ ନାହାନ୍ତି | ସମସ୍ତଙ୍କ ପ୍ରିୟ ତଥା ସମ୍ମାନାସ୍ପଦ "ଦିବାକର ସାର" ଭାବେ ପରିଚିତ ଶ୍ରୀ ତ୍ରିପାଠୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ…
ଏମିତି କେହି ହୋଇ ଯାଏନି ଗାନ୍ଧୀ ମହାତ୍ମା ….ଜନଗଣଙ୍କ ହୃଦୟର ନେତା
ଗାନ୍ଧୀ : ସୁଟ୍-ବୁଟ୍ ରୁ ଧୋତି-ଚାଦର, ଚାଷୀ ଆନ୍ଦୋଳନରୁ ମୁକ୍ତି ଆନ୍ଦୋଳନ ଯାଏ
ଭୁବନେଶ୍ୱର : "ଏମିତି କେହି ହୋଇ ଯାଏନି ଗାନ୍ଧୀ ମହାତ୍ମା ....ଜନଗଣଙ୍କ ହୃଦୟର ନେତା | ଅକସ୍ମାତ କିଛି ହୋଇଯାଏନି | ଅଚାନକ କେହି କୋଟି ହୃଦୟରେ ରାଜୁତି କରିଯାଏନି | ଅଗ୍ନିପରୀକ୍ଷା ଦେଇ ଯିବାକୁ ହୁଏ |…
ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ପୋଲିସ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟ ଗ୍ରାମର ଟାୱାର ପାଖ ଆମ୍ବବଗିଚା ରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର । ଲାତୁରପେଟ ଗ୍ରାମର ମଧୁସୂଦନ ଭୋଇ ସ୍ତ୍ରୀ ଶୁଭ୍ରକାନ୍ତି ଭୋଇ (୩୬ ) ତାଙ୍କର…
କେଡେ ନିର୍ମମ : କି ଦୋଷ କରିଥିଲା ସେ କୁନି ଝିଅଟା କେଜାଣି !!!
ନାବାଳିକାର କ୍ଷତାକ୍ତ ଶବ ଉଦ୍ଧାର
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱର ଗ୍ରାମପଞ୍ଚାୟତ ର ଯୋଗେନ୍ଦ୍ର ନାଥ ପୁର ଗ୍ରାମ ନିକଟସ୍ଥ ପତ୍ରାରୁ ଜଣେ ନଅ ବର୍ଷୀୟ ଝିଅର କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କାଲି ଗ୍ରାମର ରାଜେନ୍ଦ୍ର…
ଦୁର୍ନୀତି ବିରୁଦ୍ଧରେ ଏବଂ ଗରୀବଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତୋଳନ କଲେ ମଣିଷ ମାରୁଛି ବିଜେଡି : ସମୀର ମହାନ୍ତି
ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ : ପ୍ରଦୀପ୍ତ ନାଏକ
ଭୁବନେଶ୍ୱର : ରାଜନୀତିରେ ହିଂସାକାଣ୍ଡ ଆଦୈା ଗ୍ରହଣୀୟ ନୁହେଁ । ଅସାମାଜିକ ନେତୃତ୍ୱ କାରଣରୁ ଶାନ୍ତ ଅଂଚଳ ଭାବେ ପରିଚିତ ମାହାଙ୍ଗାରେ ଆଜି ରାଜନୈତିକ ହିଂସାକାଣ୍ଡ ଦିନକୁ ଦିନ…
ହିନ୍ଦ ମଜଦୁର ସଭାର ପ୍ରତିଷ୍ଠାତା ସଭ୍ୟ ବିଶ୍ବନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତକାଲି ହିନ୍ଦ ମଜଦୁର ସଭାର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ,ଶ୍ରମିକନେତା ତଥା ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଣ୍ଡିତଙ୍କ ଜୟନ୍ତୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପାଳିତ ହୋଇଯାଇଛି। ହିନ୍ଦ ମଜଦୁର ସଭା ସହିତ ଜଡ଼ିତ ସମସ୍ତ ମଜଦୁର ସଂଘ ଏହି ଅବସରରେ ଯୋଗ…
ସ୍ବାସ୍ଥ୍ୟମନ୍ତ୍ରୀ ଆସନ୍ତା କାଲି ଉଦଘାଟନ କରିବେ ଅନେକ ପ୍ରକଳ୍ପ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା କାଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଝାରସୁଗୁଡ଼ା ଜିଲ୍ଲାରେ ଗୁଡ଼ିଏ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ତାଙ୍କର କାର୍ଯ୍ୟକ୍ରମର ସୂଚନା ଦିଆଯାଇଛି।
ସୂଚନା ମୁତାବକ, ଆସନ୍ତା କାଲି…
କୋଭିଡ୍-୧୯ ଟୀକାକରଣ କାର୍ଯ୍ୟ ପରିଚାଳନାର ଗାଇଡ଼ଲାଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
http://www.youtube.com/watch?v=FoeyDpXDaH8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ମହାମାରୀର ମୁକାବିଲା ପାଇଁ ଗଜପତି ଜିଲ୍ଲାବ୍ୟାପୀ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କୋଭିଡ-୧୯ ଟୀକାକରଣ କାର୍ଯ୍ୟ ପରିଚାଳନାର ସଫଳତା ତଥା କୋଭିଡ୍ ଟୀକାକରଣର ମାର୍ଗଦର୍ଶିକା…