“କନ୍ୟା ଅଲୋଡା” ମାନସିକତା ନା କାହାର ପାପ ଘୋଡାଇବାର ଅପଚେଷ୍ଟା !!!

ରାସ୍ତାପାର୍ଶ୍ଵରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କେମିତି ସେ ମା, ତାକୁ ମରଣ ହେଉନି ଯାହା  କେମିତି ତା ହାତ ଗଲା ଫିଙ୍ଗି ଦେବାକୁ ଜନ୍ମକଲା ଶିଶୁକନ୍ୟାକୁ  କାନ୍ଦ ଶୁଣି ଉଦ୍ଧାର କରିଥିଲେ ଗାଈ ଜଗୁଆଳ ମହିଳା  ଉଦ୍ଧାର ପରେ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ…

ମାହାଙ୍ଗା ବିଜେପି ନେତା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାରର ଥାନା ଘେରାଉ ଓ ବିକ୍ଷୋଭ ପଦର୍ଶନ।

http://www.youtube.com/watch?v=eor8r9bxR1Q  ରମାକାନ୍ତ ବିଶ୍ବାଳ/ ସମ୍ବଲପୁର- ରାଜ୍ୟର ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିକରି ସାରା ରାଜ୍ୟରେ ବିଜେପି କରୁଛି ଥାନା ଘେରାଉ । ଏନେଇ  ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା…

ହତ୍ୟାକାରୀଙ୍କୁ 48 ଘଣ୍ଟା ଭିତରେ ଧର ନଚେତ ଆନ୍ଦୋଳନ : କଂଗ୍ରେସ

ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟାକାଣ୍ଡ ବରଗଡ :- ଗତକାଲି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗ୍ରାମରେ ଘଟିଥିବା ନାବାଳିକା ର ବିଭତ୍ସ ହତ୍ୟାକାଣ୍ଡ କୁ ନେଇ ରାଜନୀତିକ ଦଳ କଂଗ୍ରସ ତରଫରୁ ଆଜି ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ ସଚେତକ ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ…

ଦୁର୍ନୀତି ବିରୁଦ୍ଧର କଡା କାର୍ଯ୍ୟାନୁଷ୍ଠାନ : ଡି.ଆଇ.ଜି.ଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ଯୋଗୁ ବିଦା ହେଲେ ଜେଲ ଡି.ଆଇ.ଜି ଗୋପବନ୍ଧୁ ମଲ୍ଲିକ  ଆଉ ୬  ଅଧିକାରୀ ବି ଚାକିରିରୁ ବାଧ୍ୟତାମୂଳକ ବିଦା  ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ବର(ଶାସକ ପ୍ରଶାସକ) : ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ…

ସୋସାଇଟି ଚେଞ୍ଜର୍ସ ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ 

କଟକ :(ଡ଼ଃ. କୁମୁଦ ଚନ୍ଦ୍ର ବେହେରା):କରୋନା ମହାମାରୀରେ ସମଗ୍ର ବିଶ୍ୱ କବଳିତ ହୋଇ ସାମାଜିକ ଓ ଆର୍ଥିକ ଅବସ୍ଥା ଭୁଶୁଡ଼ି ଯିବା ସହ ଅସହ୍ୟ ଥଣ୍ଡା ଜନ ଜୀବନକୁ ଦୁର୍ବିସହ କରିଛି। ଏଥିପାଇଁ ଇଂରାଜୀ ନବବର୍ଷ ଅବସରରେ ସୋସାଇଟି ଚେଞ୍ଜର୍ସ ସଂଗଠନ ପକ୍ଷରୁ କେନ୍ଦ୍ରୀୟ ସଭାପତି ସାରଦା ପ୍ରସାଦ…

ବୁଗୁଡା ବନାଞ୍ଚଳରେ ପକ୍ଷୀ ଗଣନା

ବୁଗୁଡା (ଡ଼ଃ.କୁମୁଦ ଚଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ୨୦ ଟି ଜଳଭଣ୍ଡାର ନିକଟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ବୁଗୁଡା ବନାଞ୍ଚଳରେ ମୋଟ ୪୦୪୨ ପକ୍ଷୀ ଥିବା ପକ୍ଷୀ…

ଅଧ୍ୟୟନ ପାଇଁ ମନୀଷାଙ୍କୁ ସହାୟତା କଲେ ଡ.ରାସେଶ୍ୱରୀ ପାଣିଗ୍ରାହୀ I

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ବରେଇପାଲି ଅଂଚଳର ପିତୃମାତୃ ହରା କଲେଜ ଛାତ୍ରୀ ମନୀଷା ଥାପ୍ପାଙ୍କ  ଅଧ୍ୟୟନ ପାଇଁ ବ୍ୟବସ୍ଥା କରିବା ସହିତ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ I ମନୀଷା ଥାପ୍ପାଙ୍କ ପିତାଙ୍କ ନିକଟ ଅତୀତରେ ଦେହାନ୍ତ ହୋଇ ଯାଇଛି  I…

ବୀରମହାରାଜପୁର ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି କଲା “ସିୟା”  ପରିବାର । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ଉପଖଣ୍ଡର ଡାକ୍ତରଖାନା ପରିସରରେ ନିର୍ମାଣ ହୋଇଥିବା ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ନହେବାରୁ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।  ଏହି ରକ୍ତ ସଂରକ୍ଷଣ କେନ୍ଦ୍ରକୁ ଖୁବ୍ ଶୀଘ୍ର…

ସରକାରୀ ଜାଗା ବେଦଖଲ କରିବାକୁ ପ୍ରଶାସନର ନୋଟିସ୍‌: ଧାରଣାରେ ୪ ପରିବାର 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସରକାରୀ ଜାଗାକୁ ବେଦଖଲ କରିବାକୁ ରେଢାଖୋଲ ତହସିଲ୍‌ଦାର ନୋଟିସ୍ ଦେବା ପରେ ୪ ପରିବାର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପ୍ରକାଶ ଯେ, ରେଢାଖୋଲ ତହସିଲ ଅନ୍ତର୍ଗତ ବଡବାହାଳ ପଂଚାୟତର ଲଇଣ୍ଡାମାଳ ଗ୍ରାମର ୪…

ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ।

କଣ୍ଟାବାଞ୍ଜି(ଚୁଡାମଣି ସୁନା): ତୁରେକେଲା ବ୍ଲକ ଢୋଲମାନ୍ଦଲ ଗ୍ରାମ ରେ ପିତା ମାତା ଙ୍କ ମୃତ୍ୟୁ ପରେ ପାଞ୍ଚ ଜଣ ଶିଶୁ ଅସହାୟ ହୋଇ ରହୁଥିଲେ।ଏବଂ ସେମାନଙ୍କୁ ତାଙ୍କ ଆଈ ଲାଳନ ପାଳନ କରୁଥିବାର ଜଣା ପଡିଥିଲା। ଏସମ୍ପର୍କରେ ପ୍ରଶାସନ ଖବର ପାଇବା ପରେ ଢୋଲମାନ୍ଦଲ ଗାଁ କୁ ଏକ ଟିମ  ପହଞ୍ଚିଥିଲେ…