Sign in
Sign in
Recover your password.
A password will be e-mailed to you.
ଆଜିଠୁ ଖୋଲିଲା ସ୍କୁଲ , ଶ୍ରେଣୀକକ୍ଷରେ ପ୍ରଥମ ଦିନରେ ପାଦ ଥାପିଛନ୍ତି ମାଟ୍ରିକ ବିଦ୍ୟାର୍ଥୀ।
http://www.youtube.com/watch?v=iNhhijkZejQ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସ୍କୁଲ ଖୋଲିଛି । ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଲେ ଛାତ୍ରଛାତ୍ରୀମାନେ ଆଜିଠାରୁ ସ୍କୁଲର…
ଫିଟିଲା ସମାଧାନର ବାଟ, ରାସ୍ତା ରୋକରୁ ହଟିଲେ ଚାଷୀ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ଦୀର୍ଘ ୪୦ ଘଣ୍ଟା ରୁ ଉର୍ଦ୍ଧ୍ଵ ସମୟ ପରେ ଫିଟିଲା ସମାଧାନର ବାଟ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ଜାତୀୟ ରାଜପଥ ଅବରୋଧର ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ । ଆସନ୍ତା ୪ ଦିନ ମଧ୍ୟରେ ପ୍ରତିଶୃତି ଫଳପ୍ରଦ ନହେଲେ କୁଚିଣ୍ଡା…
ଗରିବ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କଲେ ମନ୍ତ୍ରୀ…
ଭଂଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଦୁଲୀପଲ୍ଲୀ ପଞ୍ଚାୟତ ରେ ଗରୀବ, ଅସହାୟ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହ ଗରୀବ, ଅସହାୟ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କ ସୁବିଧା ଅସୁବିଧା ସବୁ ପଚାରି ବୁଝିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ…
ବୀରମହାରାଜପୁର: ନୂତନ ଜିଲା କୃଷି ଅଧିକାରୀଙ୍କ ଯୋଗଦାନ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରବୀରମହାରାଜପୁରରେ ନୂୂତନ ଜିଲା କୃଷି ଅଧିକାରୀ ଭାବେ ପ୍ରମିଳା ସ୍ଵାଇଁ ଯୋଗଦେଇଛନ୍ତି । ଦୀର୍ଘ ବର୍ଷରୁ ଏହି ପଦବୀ ଖାଲି ରହିଥିଲା । ଯୋଗଦେବା ପରେ କାର୍ଯ୍ୟକଲେ ସରକାରୀ କୃଷି ଅଧିକାରୀ କାଲନ୍ଦି ପରିଡା, …
କୁଦୋପାଲିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଛବିଳ ସାଏ ଙ୍କ କର୍ମ ଭୂମି ରକ୍ତ ତୀର୍ଥ କୁଦୋପାଲିରେ ଆଜି ମଂଚ ର ମହିଳା ସଂଯୋଜିକା କାନ୍ତି ମେହେରଙ୍କ ନେତୃତରେ ଗରିବ ବୟୋଜ୍ୟଷ୍ଠ ବ୍ୟକ୍ତିମାନଂକୁ କମ୍ବଳ ବଣ୍ଟନ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଂଚ ର ବରିଷ୍ଠ…
ସମଲେଶ୍ୱରୀ ଶକ୍ତି ପିଠ ରେ ୨ଟି ସମ୍ବଲପୁରୀ ପୁସ୍ତକ ଉନ୍ମୋଚିତ I
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ୨ ଟି ସମ୍ବଲପୁରୀ ପୁସ୍ତକ ଉନ୍ମୋଚିତ ହୋଇଛି। ଡ. ବିଜୟ କୁମାର ପ୍ରଧାନଙ୍କ ରଚିତ ସମ୍ବଲପୁରୀ କଥାନୀ ମାଲା " କରିବୁ ଯାହା ପାଏବୁ ତାହା" ଡ, ଶ୍ୟାମସୁନ୍ଦର ଧରଙ୍କ ରଚିତ ବିଭିନ୍ନ ବିଷୟ ଉପରେ ସଂକ୍ଷିପ୍ତ…
ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଗଠନର ଜିଲ୍ଲା ସଭାପତି ହେଲେ ମହେନ୍ଦ୍ର ନାୟକ ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ମହେନ୍ଦ୍ର ନାୟକ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଗଠନର ଝାରସୁଗୁଡ଼ା ଜିଲ୍ଲା ସଭାପତି ରୂପେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ…
ଟୀକାକରଣ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା।
ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓଡ଼ିଶାର ପକ୍ଷ ରଖିଲେ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଗାମୀ ଜାନୁଆରୀ ୧୩ ତାରିଖରେ ଦେଶବାସୀଙ୍କୁ କୋରୋନାର ପ୍ରତିଷେଧକ ଟୀକାର ପ୍ରଥମ ଡୋଜ ଦିଆଯିବାର ସମ୍ଭାବନା ରହିଛି। କେନ୍ଦ୍ର ସ୍ତରରେ ଏ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ସ୍ତରରେ…
୧ ହଜାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ଯୋଜନା : ମଲ୍କୁ ଯାଉଛି ଶଙ୍ଖଜିନୀଙ୍କ ଜୈବିକ ପରିବା
(ରେଢ଼ାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଚାଷ କାମ ଯାହାର, କେତେ ଆନନ୍ଦ ତାହାର। ଏହି ଉକ୍ତିକୁ ଜପମାଳି କରି ଆଗକୁ ବଢ଼ିବା ସହ ନିଜକୁ ଜଣେ ସଫଳ ଚାଷୀ ଭାବେ ପରିଚିତ କରାଇପାରିଛନ୍ତି I ଯୁଯୁମୁରା ବ୍ଲକ ଘେନୁପାଲିର ପଞ୍ଚାୟତ ଠାକୁରମାଲ ଗ୍ରାମର ଶଙ୍ଖଜିନୀ ପ୍ରଧାନ।…
ରେଢ଼ାଖୋଲ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷିଣ ଶିବିର ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଶୁଣ୍ଢିମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ମଣ୍ଡଳ ସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ନୂତନ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଗଠନକୁ…