Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ପ୍ରବେଶ ସମୟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକକୁ ସେବାୟତ ସଂଘ ପକ୍ଷରୁ ବିରୋଧ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀ ମୁକାବିଲା ନିମନ୍ତେ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ସମସ୍ତ ମଠ ମନ୍ଦିରଗୁଡ଼ିକ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପୁରୀ ଶ୍ରୀମନ୍ଦିର ସହିତ ସମସ୍ତ ମଠ ମନ୍ଦିର ଖୋଲିବା ସହ ଭକ୍ତମାନେ ମନ୍ଦିର ଭିତରେ ଠାକୁରଙ୍କୁ ଦର୍ଶନ …
ବିଜେପି କରୁଛି ମିଛ ନାଟକ, ଶୂନ୍ୟରୁ ତୋଳି ଆଣି କହୁଛି ଗପ
ବ୍ୟକ୍ତିଗତ ଶତ୍ରୁତାକୁ ଦେଉଛି ରାଜନୈତିକ ହତ୍ୟାର ରୂପ
ଭୁବନେଶ୍ୱର/ମାହାଙ୍ଗା (ଶାସକ ପ୍ରଶାସକ) : ମାହାଙ୍ଗା ଡବଲ ମର୍ଡର ଦୁର୍ଭାଗ୍ୟଜନକ | ହତ୍ୟାକାଣ୍ଡ ଭିଆଇଥିବା ବା ସେଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଲେଣି | ହେଲେ ଏହି ଘଟଣାରେ ବିଜେପି…
ସମରେ କୋଭିଡ୍-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ସ୍ତୁତି
ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ । ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ…
ରେଢ଼ାଖୋଲ କୋରନା ମହାମାରୀ ଟୀକା କରଣ ପାଇଁ ମକ ଡ୍ରିଲ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସାରା ବିଶ୍ୱରେ କୋରନା ମହାମାରୀ ଜନ ଜୀବନକୁ ପ୍ରଭାବିତ କରି ପକାଇଛି। ଏହାର ନିରାକରଣ ପାଇଁ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇ ଯାଇଛି। ମାତ୍ର ଏହି ମହାମାରୀ ରୋଗ ପାଇଁ ଭେକ୍ସିନ ବାହାରି ଥିବା ଜଣା ଯାଇଛି। ହେଲେ ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା…
୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଶ୍ରମ ଅଧିକାରୀ
ନୂଆପଡ଼ା (ଅମିତ ପୁରୋହିତ) : ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଧରାପଡ଼ିଛନ୍ତି ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ।
ସୂଚନା ଅନୁସାରେ ବୋଡେ଼ନ ବ୍ଲକ ପଲସଦା ଗ୍ରାମର ଶ୍ରମିକ ଏଜେଣ୍ଟ ଶ୍ରୀନିବାସ ବେହେରା ୨୦୦ ଜଣ…
ଦିବଂଗତ ସିଆରସିସିଙ୍କ ପରିବାରକୁ ଶିକ୍ଷକ ସଂଘର ଆର୍ଥିକ ସହାୟତା ପ୍ରଦାନ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ମୁଣ୍ଡାପଡ଼ା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସିଆରସିସି ସରବାହାଲର ସ୍ବର୍ଗତ ସତ୍ୟନାରାୟଣ ନାଏକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିଛନ୍ତି ଝାରସୁଗୁଡ଼ା ପ୍ରାଥମିକ ଶିକ୍ଷକ ସଂଘ। ଗତକାଲି…
“ସବୁ ବ୍ଲକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଅଧିକ ତତ୍ପରତା…
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଯନ୍ତ୍ରୀମାନଙ୍କର ସମୀକ୍ଷା ବୈଠକ
"କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛି'
ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଚାଷୀଙ୍କୁ ସଚେତନ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର,(ଶାସକ ପ୍ରଶାସକ) :…
କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ମନ୍ତ୍ରୀ ରଘୁନନ୍ଦନ ଓ ତୁଷାରକାନ୍ତି
ପଟ୍ଟାମୁଣ୍ଡାଇ ମିନିଷ୍ଟାଡିୟମର ଶିଳାନ୍ୟାସ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି , କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ…
ସଚିବାଳୟ ଗମ୍ଭୀରାରୁ ବାହାରିଲେ ଆଇପିଏସ ଅଫିସର ବିଜୟ ଶର୍ମା
ପ୍ରିଣ୍ଟିଂ ଷ୍ଟେସିନାରୀ ଆଣ୍ଡ ପବ୍ଲିକେଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତ
ହିମାଂଶୁ ଲାଲଙ୍କୁ ପଦୋନ୍ନତି ପରେ ଜେଲ ଦାୟିତ୍ୱ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବହୁଦିନ ପରେ ସଚିବାଳୟର ଗମ୍ଭୀରା ଭିତରୁ ବାହାରକୁ ବାହାରିଲେ ବରିଷ୍ଠ ଆଇପିଏସ ଅଫିସର ବିଜୟ କୁମାର ଶର୍ମା ।…
ଜାନୁଆରୀ ୧୬ ପର୍ଯ୍ୟନ୍ତ ଦିନ-ରାତିର ତାପମାତ୍ରା ବୃଦ୍ଧି ପାଇବ
ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପବନର ଗତି…