ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର 

 କରୋନା ଯୋଦ୍ଧାଙ୍କୁ ସମ୍ମାନିତ କାର୍ଯ୍ୟକ୍ରମ ଆୟୋଜନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଯୁବ ବିଜେଡ଼ି ନେତା ଅକ୍ଷୟ କୁମାର ସ୍ବାଇଁ ଙ୍କ ସହଯୋଗରେ " ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ  ୱାର୍ଡ ନମ୍ବର-୫…

ଅପରାଧି ଗିରଫ ହୋଇଥିବା ନେଇ ଅବଗତ ନାହାନ୍ତି ପୁରନ୍ଦେଶ୍ୱରୀ : ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ…

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ। 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ଆଜି ସକାଳ 6ଟା ରୁ ହୀରାକୁଦ ଜଳଭଣ୍ଡାର ର ନୀଳ ଜଳ ରାଶି ରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଫରେଷ୍ଟ  ଡିଭିଜନ ର ମୋଟ 21 ଟି ଟିମ ସହିତ ୭୨ ଜଣକର୍ମଚାରୀ ସହ ସମ୍ବଲପୁର ଓୟୁଏଟି ର ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନା ରେ…

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟବହୁ ମାଓ ସାମଗ୍ରୀ ଜବତ ।

  ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ର ବିଜାପୁର ଜିଲ୍ଲା ର ଗାଙ୍ଗୁଲୁର ଥାନା ଅନ୍ତର୍ଗତ ଇତାବାର ଓ ଲେନ୍ଦ୍ରା ଗ୍ରାମ ର ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ କେହି ଭି ହତା ହତ ହୋଇ ନାହାନ୍ତି l ଏସ.ପି.କମଳଲୋଚନ…

ସମ୍ବଲପୁର ସହରରେ ଛୁରାମାଡ

(ରମାକାନ୍ତ ବିଶ୍ବାଳ)ସମ୍ବଲପୁର :  ସମ୍ବଲପୁର ରେ ପୁଣି ଛୁରା ମାଡ । ଟାଉନ ଥାନା ଅର୍ନ୍ତଗତ ସେନପାର୍କ ନିକଟରେ ବୁଧଵାର ସଧ୍ୟାରେ ଗୋଷ୍ଟି ସଂଘଷ ଯୋଗୁଁ ଛୁ୍ରା ମାଡ ହୋଇଛି । ସାକ୍ଷୀପଡା ଅଂଚଳ ଶେଖ ଇମ୍ରାନ ସେନପାର୍କ ନିକଟେ ଥିବା ବେଳେ ପୁର୍ବ ଶତ୍ରୁତା ନେଇ କିଛି ଯୁବକ ସହ ଯୁକ୍ତିତର୍କ…

ପ୍ରତିବଦ୍ଧତା ଦେଖାଇଲେ ସରକାର : କ୍ୟାବିନେଟ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି 

ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସାତଜଣ ସଦସ୍ୟ କମିଟିର ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ସିଟ୍ ସଂରକ୍ଷଣ ବିଷୟରେ ସୁପାରିଶ କରିବ | ଭୁବନେଶ୍ୱର (ଶାସକ ପ୍ରଶାସକ): ଡିସେମ୍ବର ୨୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିଳିତ ବୈଠକ 

ପଦ୍ମପୁର(ଶାସକ ପ୍ରଶାସକ)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର କନ୍ଫରେନ୍ସ ହଲରେ  PTA ଓ SMCର ଏକ ମିଳିତ ବୈଠକ ଉଙଠଓଊ-୧୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ବୈଠକରେ…

ସରୋଜିନୀଙ୍କ ଦାବି : ଯୁକ୍ତ ୩ ସ୍ପଟ୍ ନାମଲେଖା ମହାବିଦ୍ୟାଳୟ ସ୍ତରରେ କରାଯାଉ 

ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଓଡ଼ିଶାର ସବୁଠାରୁ ବଡ ଆଦିବାସୀ ବହୁଳ ଜିଲ୍ଲା। ମହାମାରୀ କରୋନା କଟକଣା ଯୋଗୁଁ ସମସ୍ତ ଛାତ୍ରଛାତ୍ରୀମାନେ ନିଜନିଜ ଗ୍ରାମରେ ରହୁଛନ୍ତି । ଦ୍ୱିତୀୟ ଥର +୩ ନାମଲେଖା ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯେଉଁ ସୁଯୋଗ ଦେଲେ ତାହା ଗ୍ରାମାଞ୍ଚଳର…

ଆସିଗଲା  ‘ସ୍ଲୋ ମୋଶନ ଚାଲି’

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ 'ସ୍ଲୋ ମୋଶନ ଚାଲି'| 'ସ୍ଲୋ ମୋଶନ ଚାଲି' ହେଉଛି ଏକ କ୍ଲବ ଗୀତ | ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି  ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି  ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି |…

ରେଲ ଲାଇନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର।

କଣ୍ଟାବାଞ୍ଜି(ଚୁଡାମଣି ସୁନା)ମହୁଳବାହାଳି  ରେଲ ଲାଇନ ନିକଟରୁ ଜଣେ ଅଜଣା ବ୍ୟକ୍ତି(୫୫) ଙ୍କ ମୃତ ଦେହ କଣ୍ଟାବାଞ୍ଜି ଜି.ଆର. ପି ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ଏଯାଏଁ ମୃତକ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଏହା ଉପରେ କଣ୍ଟାବାଞ୍ଜି ଜି. ଆର. ପି ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି…