ପେଟ୍ରୋଲ ଓ ଡିଜେଲ ଦର କମିଲା On Mar 30, 2021 7 Share ଭୁବନେଶ୍ୱର : କିଛି ଦିନ ତଳେ ପେଟ୍ରୋଲ 17 ପଇସା କମିଥିବା ବେଳେ ପୁଣି ଥରେ 22 ପଇସା ଲିଟର ପିଛା କମିଥିବା ଜଣା ପଡ଼ିଛି । ଡିଜେଲ ମଧ୍ୟ 23 ପଇସା କମିଥିବା ଜଣାପଡିଛି । 7 Share FacebookTwitterGoogle+ReddItWhatsAppPinterestEmail