Sign in
Sign in
Recover your password.
A password will be e-mailed to you.
ଏବେ ଭୁବନେଶ୍ୱରରେ ମିଳିବ “ମୋ ଖତ”
ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜୈବିକ ସାର "ମୋ ଖତ' କିଓସ୍କ ଉଦ୍ଘାଟିତ
"ଏହା ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିବ"
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର "ମୋ ଖତ' ବିକ୍ରୟ…
ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଏବଂ ସଂସ୍କୃତି ବିଭାଗରେ ଗଜପତି ଜିଲ୍ଲାକୁ ଉପେକ୍ଷିତ : ପାରଳା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି। ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ ଗଠନ ହୋଇଛି। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଅନୁଷ୍ଠାନରୁ ୩୨ ଜଣ ଚୟନ…
୨ଟି ବାଲି ଗାଡି ଜବତ
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲଘୁ ଖଣିଜ ଚାଲାଣ କରୁଥିବା ଗାଡି କୁ ଜବତ କରି ଜରିମାନା ଆଦାୟ କରିଛନ୍ତି। ତହସିଲଦାର ସୀମାସବିତା କୁଲୁ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ରେଭିନିଉ ସୁପରରଭାଇଜର ନବୀନ…
ସୁଦୃଶ୍ୟ ଅତ୍ୟାଧୁନିକ ଆଲୋକରେ ଝଲସିବ ଚକ୍ରତୀର୍ଥ
ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପଶ୍ଚିମ ଓଡିଶାରେ ଅନେକ ସ୍ଥାନ ଅଛି ଯାହାର କି ଧାର୍ମିକ ମାହାତ୍ମ୍ୟ ରହିଛି । ପ୍ରତେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯଟକ ଏହି ସବୁ ସ୍ଥାନକୁ ଆସିଥାନ୍ତି । ଏହି ସବୁ ଧାର୍ମିକ ସ୍ଥଳୀମାନଙ୍କର ଉନ୍ନତି କରଣ ପାଇଁ…
ମନରେଗା ରେ ମେସିନ କାମକୁ ବିରୋଧ ।
ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକଝାଡଭୂମି ଗାଁ କାଳୀ ମନ୍ଦିର ନିକଟରେ ଏକ ରାସ୍ତା ନିର୍ମାଣ ପାଇଁ ବିଳମ୍ବିତ ରାତିରେ ମେସିନ ରେ ମାଟି ଖୋଳି ଟ୍ରାକ୍ଟର ରେ ବୋହି ନେଇ ପକାଉଥିବା ବଳେ ସେହି ସାହିର ମହିଳା ମାନେ ରାତି ପ୍ରାୟ ଦଶଟା ସମୟରେ…
ପ୍ରତାପୁର ସାହିତ୍ୟଘର ବନ୍ଧୁମିଳନ ଆସର
ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲ ବିଷୋୟୀ ) - ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ସାହିତ୍ୟ ଘର ପକ୍ଷରୁ 2021 ନୁଆଁ ବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ କୁଡୁତାଇ ଭାଲୁମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥିଭାବେ ସାହିତ୍ୟ ସାଧକ ଡ ପ୍ରଦୀପ ପଟ୍ଟନାୟକ ,…
କୁଶପଲ୍ଲୀ ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧାନ ଫସଲ ନଷ୍ଟ
ଭଂଜନଗର( ନିଲୁ ବିଷୋୟୀ ) - ଭଞ୍ଜନଗର ନିକଟସ୍ଥ କୁଶପଲ୍ଲୀ ଗ୍ରାମରେ ଗୁରୁବାର ଧାନଖଳାରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୦ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲ ପୋଡି ପାଉଁଶ ହୋଇଯାଇଛି। ଅଗ୍ନି ବିପନ୍ନମାନେ ହେଲେ ଶୁକୁରୁ ପାତ୍ର,ସୁରେନ୍ଦ୍ର ପଲେଇ,ପୂଣ୍ଣ ଚନ୍ଦ୍ର ସ୍ବାଇଁ,ଶୁରେଷ ପାତ୍ର,ରିତା…
ଖୋଲିଲା ସ୍କୁଲ , ଉତ୍ସାହିତ ଛାତ୍ରଛାତ୍ରୀ ,
ବରଗଡ :- ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ଆଜି ରାଜ୍ୟର ସ୍କୁଲ ଗୁଡିକ ଖୋଲିଛି । ତେବେ ରାଜ୍ୟ ସରକାର ଙ୍କର ଦ୍ୱାରା ଜାରି କରାଯାଇଥିବା କୋବିଡ଼19 ଗାଇଡ଼ଲାଇନ ମୁତାବକ ସ୍କୁଲ ପରିଚାଳନା କରିବା ନିମନ୍ତେ ସରକାରଙ୍କ ନିର୍ଦେଶ ରହିଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ…
ଆଜିଠୁ ସମସ୍ତେ ପାଇବେ ମାଁ ସମଲେଶ୍ବରୀଙ୍କ ଦର୍ଶନ I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ) :-ଆଜି ଠାରୁ ଜିଲ୍ଲା ବାହାରର ଭକ୍ତଙ୍କ ପାଇଁ ବି ମାଁ ସମଲେଶ୍ବରୀଙ୍କ ଦର୍ଶନ ଉନ୍ମୁକ୍ତ ହେବ । ଗତ ୩ ତାରିଖରୁ ମନ୍ଦିର ଖୋଲିଥିଲେ ବି ପ୍ରଥମ ୫ ଦିନ ଏହା କେବଳ ସମ୍ବଲପୁର ଜିଲ୍ଲାବାସୀ ଓ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୋଲା ଯାଇଥିଲା। ପରିଚୟ ପତ୍ର…
ରେଙ୍ଗାଲି ନାଗରିକ କିୟାନୁଷ୍ଠାନ କମିଟି ପକ୍ଷରୁ ଧନବାଦ ଏଲେପି ଏକ୍ସପ୍ରେସର ପୁନଃ ରହଣି ପାଇଁ ରେଙ୍ଗାଲି ବନ୍ଦ ସହ ରେଲ…
ରେଙ୍ଗାଲି,(ରମାକାନ୍ତ ବିଶ୍ବାଳ)- ରେଙ୍ଗାଲୀ ରେଲଷ୍ଟେସନ ରେ ଧାନବାଦ -ଏଲେପ ଟ୍ରେନ ରହଣ ଦାବିରେ ଆଜି ରେଙ୍ଗାଲୀ ବନ୍ଦ ଡାକରା ଦେଇଛି ରେଙ୍ଗାଲୀ ନାଗରିକ କ୍ରିୟାନୁଷ୍ଠାନ କମିଟି । କରୋନା ସକାଶେ ଟ୍ରେନ ଚଳାଚଳ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଥିଲା।
ଏହାପରେ ଗତମାସରୁ ବିଭିନ୍ନ ସ୍ବତନ୍ତ୍ର…