Sign in
Sign in
Recover your password.
A password will be e-mailed to you.
ଆସାମରେ ବିଜେପି ନିଶ୍ଚିତ ମିଶନ ୧୦୦+ ହାସଲ କରିବ: ବୈଜୟନ୍ତ ପଣ୍ଡା
ଅଖିଳ ମୋରାନ ଛାତ୍ର ସଂଗଠନର ପୂର୍ବତନ ସଭାପତି ଶ୍ରୀ ଅରୁଣଜ୍ୟୋତି ମୋରାନ ବିଜେପିରେ ଯୋଗଦେଲେ
ଭୁବନେଶ୍ବର- ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଗତ ୩ ତାରିଖରୁ ସେଠାରେ ପହଞ୍ଚି ମାରାଥନ ବୈଠକ…
ମୟୂରଭଞ୍ଜ: ପଲସ୍ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ
ଚଳିତ ଜାନୁଆରୀ ମାସ ୧୭ ତାରିଖ ଦିନ ପୋଲିଓ ବୁନ୍ଦା ଜନ୍ମରୁ ୫ବର୍ଷ ବୟସ ପିଲାଙ୍କୁ ପ୍ରଦାନ କରାଯିବ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଜାନୁୟାରୀ ମାସ ୧୭ ତାରିଖରେ ଜନ୍ମରୁ ୫ବର୍ଷ ବୟସ ସମସ୍ତ ପିଲାମାନଙ୍କୁ ସମନ୍ନିତ ପଲସ୍ ପୋଲିଓ ବୁନ୍ଦା ନିକଟସ୍ଥ ଅଙ୍ଗନୱାଡି…
ପଇସା ପାଇଁ ପଶୁ ପାଲଟୁଛି ମଣିଷ
ପୁଣି ଦନ୍ତାହାତୀ ଶିକାର, ନୃଶଂସ ଭାବେ କାଟିନେଲେ ମୁଣ୍ଡ ଓ ଦାନ୍ତ
କ୍ଷେତ୍ର ପରିଦର୍ଶନ କଲେ ଡିଏଫଓ, ଆରସିସିଏଫ୍
ବାରିପଦା,(ଦିଲ୍ଲୀପ ମହାନ୍ତି ): ଶିମିଳିପାଳ ଅଭୟାରଣ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀ ଶିକାର। ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ…
ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କମିଟି ପୁନର୍ଗଠିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କମିଟିର ପୁନର୍ଗଠନ କରାଯାଇଛି । ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ପ୍ରିୟନାଥ ମହାପାତ୍ର ଜିଲ୍ଲା କମିଟିର ମହାସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ…
ଗୋଲାମୁଣ୍ଡା, କେଗାଁ ପୋଲିସର ବଡ଼ ସଫଳତା
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଅନେକ ଡକାୟତି ବଢ଼ିବଢ଼ି ଚାଲିଛି ! କିଛିଦିନ ତଳେ ମହାଲିଙ୍ଗରେ ଡକାୟତମାନେ ଚୋରିକରୁଥିବା ସମୟରେ କାର୍ଯ୍ୟରତ ଗୃହରକ୍ଷୀମାନେ ଥାନାକୁ ଫୋନ କରିବା ପରେ କେଗାଁ ପୋଲିସ ଭାଟିପଡ଼ା ତିନିଛକ ଠାରେ ପାଞ୍ଚ ଜଣଡକାୟତଙ୍କୁ ଗିରଫ କରି ତଦନ୍ତ ଜାରି…
ପ୍ରତାରଣା ଓ ଆଶ୍ଵାସନା ମଧ୍ୟରେ ବୀରମହାରାଜପୁର ତହସିଲ
୯ ବର୍ଷ ତଲେ ଦେଇଥିଲେ ପଟ୍ଟା : ଧାରଣା ଯୋଗୁଁ ଜମି ହେଲା ଚିହ୍ନଟ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝିଆପାଲି ଗ୍ରାମର ୨୮ ଭୂମିହୀନ ପରିବାରକୁ ଦୀର୍ଘ ୯ ବର୍ଷ ହେବ ଜମି ପଟ୍ଟା ମିଲିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଏହି…
ଆପ୍ ଗଜପତି ତରଫରୁ ବନ୍ଧୁ ମିଳନ : ରା.ଉଦୟଗିରି ବ୍ଳକ୍, ରାୟଗଡ଼ ବ୍ଳକ୍ ଓ ଗୋଷାଣୀ ବ୍ଳକରୁ ନୂତନ ସାଥି ଦଳରେ ସାମିଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ରାମ ସାଗର ଛକ ନିକଟସ୍ଥ ମହିଳା ଶାଖା ସଭାନେତ୍ରୀ ଶୈଳବାଳା ପଣ୍ଡାଙ୍କ ଘର ପରିସରରେ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ,…
ଲାତୁରପେଟରେ ମହିଳାଙ୍କ ଶବ ଉଦ୍ଧାର ଘଟଣା : ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଥାନାରେ ମାମଲା ।
ବୀରମହାରାଜପୁର(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟରେ ଗ୍ରାମ ନିକଟସ୍ଥ ଏକ ଆମ୍ବ ବଗିଚାରୁ ଗତ ରବିବାର ସନ୍ଧ୍ୟା ରେ ଜଣେ ବିବାହିତା ମହିଳାଙ୍କ ଶୁଭ୍ରକାନ୍ତି ଭୋଇ (୩୬)ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ବେକରେ ରଶି ଲାଗିଥିବାରୁ…
ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଲେ ଇସ୍ରୋ ବୈଜ୍ଞାନିକ ନିହାର ରଞ୍ଜନ
ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ଼ :- ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭନା ବ୍ଲକ ଝାରପାଳି ଗ୍ରାମର ଯୁବ ବୈଜ୍ଞାନିକ ଶ୍ରୀ ନିହାର ରଞ୍ଜନ ପ୍ରଧାନ ଇସ୍ରୋ(ISRO) ଅଧୀନରେ ବିକ୍ରମ ସାରାଭାଇ ଅନ୍ତରିକ୍ଷ କେନ୍ଦ୍ର ତିରୁଆନନ୍ତପୁରମ ଠାରେ ବୈଜ୍ଞାନିକ…
ତର୍ଲାକୋଟା ଠାରେ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟନ କଲେ ଜିଲ୍ଲାପାଳ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର ); ଆଜି ସ୍ଥାନୀୟ ତର୍ଲାକୋଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା ମାଲକାନଗିରି ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ବାଇଁ…