କଟାମୁଣ୍ଡ ସହ ଶବ ଜବତ ହତ୍ୟାକାରୀ ଫେରାର ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ପେଡାକୋଣ୍ଡା ପଂଚାୟତ ନିକଟ ଏମଭି ୮୭ ଗ୍ରାମ ଅଞ୍ଚଳରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଯୁବକଙ୍କୁ କିଏ, କେମିତି ଏବଂ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟା କରିଛି ସେନେଇ କିଛି…

ଅନ୍ତରାଜ୍ୟ ସୀମା ବିବାଦର ସମାଧନ ପାଇଁ ବୈଠକ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆନ୍ଧ୍ର ଓଡିଶା ସୀମା ବିବାଦର ସମାଧନକୁ ନେଇ ପ୍ରଥମ ପର୍ଯ୍ୟାୟରେ ଉଭୟ ରାଜ୍ୟର ରାଜସ୍ବ ବିଭାଗର ଅଧିକାରୀଙ୍କୁ ନେଇ ବୁଧବାର ଦିନ ଆଲୋଚନା ହୋଇଯାଇଛି । ଯେହେତୁ ଗଜପତି ଜିଲ୍ଲାକୁ ଆନ୍ଦ୍ରର ୩ଟି ତହସିଲର ସୀମାନ୍ତ ଲାଗିଛି ।ତେଣୁ ଆନ୍ଦ୍ରର ପୁରୁଣା…

କ୍ରସର ଓ ପଥର କ୍ୱାରି ଉପରେ ପ୍ରଶାସନର ଚଢ଼ାଉ । 

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କ୍ରସର ବନ୍ଦ ରଖିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ  ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦର୍ହା ଗ୍ରାମରେ ଚାଲିଥିବା ଏକ ପଥର କ୍ରସର ଓ ପଥର କ୍ୱାରି ଉପରେ ଆଜି ସନ୍ଧ୍ୟାରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଝାରବନ୍ଧ…

ଲଉଡିଦର୍ହା ଛକରେ ଚାଷୀଂକ ରାସ୍ତା ଅବରୋଧ

ଝାରବନ୍ଧ (ମନୋହର ଦାଶ ) : ଝାରବନ୍ଧ ବ୍ଲକ ଲଉଡିଦର୍ହା ପ୍ୟାକ୍ସରେ ୭୯୬ ଜଣ ଚାଷୀଂକ ୮୩୫୪୨ ବସ୍ତା ଧାନ ଗଦା ହୋଇରହିଛି। ତନ୍ମଧ୍ୟରୁ ୧୨୬ଜଣ ଚାଷୀଂକ ଟୋକନ ଲେପ୍ସ ହୋଇଯାଇଛି।କେତେକ ଚାଷୀଂକ ଧାନ ୯.୧.୨୧  ମିଲର୍ସ ନେଇଛନ୍ତି ।କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀମାନେ ପ୍ରାପ୍ୟ ପାଇନାହାନ୍ତି।ମେଘୁଆ…

ସୁନାପାଲି ଏମଡି ଅଫତାବ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ।

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି   ଠାରେ  ଘଟିଥିବା ଏମଡି ଅଫତାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ବଲପୁର ଧନୁପାଲି ପୋଲିସ ୨ ଜଣ ଙ୍କୁ ଗିରଫ କରି କୋଟଚାଲାଣ କରିଥିବା…

ସମ୍ ହସ୍ପିଟାଲ୍‌ରେ ଜାରି ରହିଛି ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ ।…

ରୋଲିଙ୍ଗ ଷ୍ଟକ ଯାଞ୍ଚ ପାଇଁ ତିନୋଟି ଷ୍ଟେସନରେ ଲାଗିଲା ପ୍ରତିଷେଧକ ରକ୍ଷଣାବେକ୍ଷଣ ପ୍ରଣାଳୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତ୍ୟକ କ୍ଷଣ ରୋଲିଙ୍ଗ ସ୍ଟକ ଗୁଡିକର ପ୍ରତିଷେଧକ ରକ୍ଷଣାବେକ୍ଷଣ ଆବଶ୍ୟକତା ଥାଏ | ଏହି ଧାରାରେ, କୌଣସି ଆସନ୍ନ ବିଫଳତାର ପ୍ରକୃତ ଘଟଣା ପୂର୍ବରୁ ଦୋଷ ଚିହ୍ନଟ ହୁଏ | ଏହି ପ୍ରଣାଳୀ ଦ୍ୱାରା ଆସନ୍ନ ବିଫଳ ପୂର୍ବରୁ ଏକ ଆଲାର୍ମ…

ଚୋରା ଚାଲାଣ ବେଳେ ଗଞ୍ଜେଇ ଗାଡିରେ ଲାଗିଲା ନିଆଁ

ମାଲକାନଗିରି ଜିଲ୍ଲା (ବି ଶ୍ରୀନିବାସ ପାତ୍ର) : ଚଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଆଜି ସକାଳ 07:00 ସମୟରେ  ଗୋଟିଏ ଗାଡି ଦୁର୍ଘଟଣା ହୋଇ ସେଥିରେ ନିଆଁ ଲାଗିବାର ଦେଖିବାକୁ ମିଳିଥିଲା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ରେ  ଖବର ପାଇ ଘଟଣାସ୍ଥଳରେ…

ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷଙ୍କ ସୁବ୍ରତ ବାଗଚିଙ୍କ ମାଲକାନଗିରି ଜିଲ୍ଲା ଗସ୍ତ । 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ପ୍ରଥମେ ଚିତ୍ରକୋଣ୍ଡା ଗସ୍ତ କରି ସେଠାକାର ଉଦ୍ୟାନ ବିଭାଗର ଫାର୍ମ ହାଉସ ପରିଦର୍ଶନ କରି ମାଣ୍ଡିଆ…

କୃଷି ଆଇନ୍‍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା: ବିଜେଡି

 ବର୍ତ୍ତମାନ ସୁଦ୍ଧା ସରକାର ଉଠାଇଲେଣି ୨୫% ଅଧିକ ଧାନ   ଓଡିଶା ଚାଷୀ କୃଷି ଆଇନ୍‍କୁ ଦିଲ୍ଲୀରେ କରୁଛନ୍ତି ବିରୋଧ  ଆରଡିସି ଅଫିସ ଘେରାଉ ବିଜେପିର ରାଜନୈତିକ ଷଡଯନ୍ତ୍ର ଭୁବନେଶ୍ୱର, (ଶାସକ ପ୍ରଶାସକ) : କେନ୍ଦ୍ରର କୃଷି ଆଇନ୍‍କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବା ପାଇଁ…