Sign in
Sign in
Recover your password.
A password will be e-mailed to you.
ବରିଷ୍ଠ କଂଗ୍ରେସ ନେତାଙ୍କୁ ଶ୍ରଦ୍ଧାଞ୍ଜଳି
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନରେ ଆଜି ବର୍ଷୀୟାନ କଂଗ୍ରେସ ନେତା ହରିବନ୍ଧୁ ତ୍ରିପାଠୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅବସ୍ଥି ସଭାପତିତ୍ବ କରି ଶ୍ରୀ…
ବେଆଇନ ମଦ ବେପାରକୁ ନେଇ ଗଣ୍ଡଗୋଳ
ବାରିପଦା, (ଦିଲ୍ଲୀପ ମହାନ୍ତି): ବାରିପଦା ଟାଉନ ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ନୁଆସାହି ଅଞ୍ଚଳରେ ଦିର୍ଘଦିନ ଧରି ଚାଲିଥିଲା ବେଆଇନ ଦେଶୀ ଏବଂ ବିଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଏନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବାରିପଦା ଅବକାରୀ…
ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍…
http://www.youtube.com/watch?v=msNC-vA_2U4
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ ଗଜପତି ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଗୁରୁବାର ଦିନ ସୁରୁଖୁରୁରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ…
ହିନ୍ଦୋଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରକ ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ ସବ୍ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା…
ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲରେ ସଡକ ସୁରକ୍ଷା ସପ୍ତାହ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଞ୍ଚଳିକ ପରିବହନ ପ୍ରାଧିକରଣ ସମ୍ବଲପୁର ସହଯୋଗରେ ସ୍ଵାସ୍ଥ୍ୟସେବୀ ଅନୁଷ୍ଠାନ ସାର୍କ ଆୟୋଜିତ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲର ଛାତ୍ରୀମାନଙ୍କୁ ସାମିଲ ଏକ…
ପାତୁଲିପାଲି ଗ୍ରାମରେ ହାତୀ ଉପଦ୍ରବ, କଦଳୀ ଓ କୋବି ବଗିଚା ଖାଇଗଲେ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି।ଗତ କିଛି ଦିନ ପୂର୍ବରୁ ଜଙ୍ଗଲୀ ହାତୀ ପଲ ସବୁ ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ନଷ୍ଟ କରି ସାରିବା ପରେ ଏବେ ଏହି ହାତୀ ସବୁ ଖାଦ୍ୟ ଅନେଶ୍ୱନରେ ଗାଁ ଓ ସହର…
ହୁତୁହୁତୁ ଜଳି ପାଉଁଶ ହୋଇଗଲା ବସ
ଏଠି ଦମକଳ ଅଫିସରେ ଅଚଳ ଟେଲିଫୋନ ସେବା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ପାର୍କିଂ ହୋଇ ଥିବା ଏକ ଘରୋଇ ବସରେ ପାଖାପାଖି ଅପରାହ୍ନ…
“ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର ଟ୍ରେନ ଚଳାଚଳ ପୁନଃବାହାଲ ହେଉ “
ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ ଡ଼ ଅରୁଣ ସାହୁ |
ଭୁବନେଶ୍ୱର (ଶାସକ ପ୍ରଶାସକ) ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର (ସେବା ଏକ୍ସପ୍ରେସ)ର ପୁନଃ ଚଳାଚଳ କରିବା ପାଇଁ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଛନ୍ତି କୃଷି କୃଷକ ସଶକ୍ତିକରଣ,…
ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟ ରେ ମାଓବାଦୀ ସଂଗଠନ ର ଫରସେଗଡ଼ ଆକ୍ସନଟିମ ର ଡେପୁଟି କମାଣ୍ଡର ସାୟବୋ…
ଅଜଣା ବ୍ୟକ୍ତିଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ।
ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ସଦର ମହକୁମା ନିକଟସ୍ଥ କାଦବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଜଣେ ବ୍ୟକ୍ତି ଙ୍କ ଲାଶ ଗାମୁଛା ରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା । ପାହାଡ ଉପରେ ଥିବା ସାଗୁଆନ ଗଛରେ ଗାମୁଛା…