ଅନଲାଇନ ଆଇଡ଼ିଆ କଂପିଟିସନ : ନୋତର ଆଦର୍ଶ ବିଦ୍ୟାଳୟ ପ୍ରଥମ, ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ସମୀର ଦାଶ

Bhubaneswar/Shasak Prashasak :  ସଡକ ନିରାପତ୍ତା ସପ୍ତାହ 2020 ଅବସରରେ ଅନୁଷ୍ଠିତ  ଅନଲାଇନ ଆଇଡ଼ିଆ କଂପିଟିସନରେ ନୟାଗଡ଼ ଜିଲ୍ଲା ନୋତର ଆଦର୍ଶ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଖୁସି ବ୍ୟକ୍ତ କରିଛନ୍ତି । ଲୋକଙ୍କ ଭିତରେ  ସଡକ…

ଟାଟା ଧାନ୍ୟା ସିଡସ ପକ୍ଷରୁ କୄଷକ ସମାବେଶ ତଥା ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ

ପଦ୍ମପୁର - ପଦ୍ମପୁର ଉପଖଣ୍ଡ ବାଦିକଟା ଗ୍ରାମରେ ଟାଟା ଧାନ୍ୟା ସିଡସ ପକ୍ଷରୁ କୄଷକ ସମାବେଶ ତଥା ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଟାଟା ଧାନ୍ୟା ସିଡସ କମ୍ପାନୀ ତରଫରୁ ସାଗର ମିଶ୍ର, ବ୍ୟାସଦେବ ଭୋଇ ଓ ରଞ୍ଜନ ସ୍ବାଇଁ ଯୋଗଦେଇ ମନୋହର ପ୍ରଜାତିର ଟମାଟୋ…

 ନିଖୋଜ “ଅମୃତଧାରା” : ସରକାରୀ ବାବୁମାନଙ୍କର ଉଦାସୀନତା

ବରଗଡ :- ଜଳ ହିଁ ଜୀବନ , ଏହା ନିରାଟ ସତ । ଜନସାଧାରଣଙ୍କୁ ସ୍ୱଚ୍ଛ ନିର୍ମଳ ପାନୀୟ ଜଳ ଯୋଗେଇ ଦେବା ପାଇଁ ସରକାର ଙ୍କର ଅନେକ ଯୋଜନା ରହିଛି । କିନ୍ତୁ ସରକାରୀ ବାବୁ ମାନଙ୍କର ଉଦାସୀନତା କାରଣରୁ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ଦୃଶ୍ୟ ବାରମ୍ବାର ଗଣମାଧ୍ୟମ…

ହାଇଦ୍ରାବାଦ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୦ତମ ଶିଶୁକୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସୁଦୂର ହାଇଦ୍ରାବାଦର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।  ଏହି ଲକ୍ ଡାଉନ୍ ଏବଂ…

ଶ୍ୟାମ ମେଟାଲିକ୍ସ ଏକାଦଶ ଓ ଗଣମାଧ୍ୟମ ଏକାଦଶ  ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ I

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସ୍ଥାନୀୟ କମିଶନର କଲୋନୀ ଖେଳ ପଡିଆ ଠାରେ  ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ଼ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଥିଲା I ଏଥିରେ ଶ୍ୟାମ ମେଟାଲିକ୍ସ ଏକାଦଶ ଦଳ ବିଜୟୀ ହୋଇଥିଲା I…

ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲା । ଏହି ସମୟରେ ଆବଶ୍ୟକ ସହଯୋଗ  ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା…

ଶିଶୁ ମଙ୍ଗଳ ସମିତି ତରଫରୁ ପଞ୍ଚାୟତସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ହିର୍ମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଶିଶୁ ମଙ୍ଗଳ ସମିତି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ…

ଝାରସୁଗୁଡ଼ା ଜିଲ୍ଲାରେ ନକଲି ମଦର କାରବାର। 

ଧରା ପଡ଼ିଲେ ମହିଳା,  ମୁଖ୍ୟ ଅଭିଯୁକ୍ତ ଫେରାର।  ଝାରସୁଗୁଡ଼ା :(ସୁଭାଷ ସହାରେ)- ବ୍ରଜରାଜନଗର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ଯୋଗୁଁ ନକଲି ବିଦେଶୀ ମଦର କାରବାର ଝାରସୁଗୁଡ଼ାର ଚାଲିଥିବା ଜଣା ପଡ଼ିଛି। ଆଜି ଏକ ଚଢ଼ାଉ ପରେ ବିପୁଳ ପରିମାଣରେ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା…

ଜେଲକୁ ଗଲେ ଲାଞ୍ଚୁଆ ସ୍ବାସ୍ଥ୍ୟକର୍ମୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଲାଞ୍ଚ ନେଇ ଧରା ପଡ଼ିଥିବା ବ୍ରଜରାଜନଗରର ରାଜପୁର ସିଏଚସିର ସ୍ବାସ୍ଥ୍ୟକର୍ମୀଙ୍କୁ ଆଜି ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଇ ଦିଆଯାଇଛି। ଗତକାଲି ରାଜପୁର ସିଏଏଚସିର ଜନୈକ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ଜଣେ ମହିଳାଙ୍କଠାରୁ ମୃତ୍ୟୁ…

ଆସନ୍ତାକାଲି ସମ୍ବଲପୁର ଆର.ଡି.ସି ଅଫିସ ଘେରାଓ କରିବା ବିଜେପି 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ସମଗ୍ର ରାଜ୍ୟରେ ଲାଗିରହିଥିବା ଚାଷୀ ଓ ଧାନ ବିକ୍ରି ର ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ ରେ ଗୁରୁବାର  ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ (RDC, NR, Office)          ୨୧ ତାରିଖ ଗୁରୁବାର ଦିନ ଚାଷୀ ହିତ ପାଇଁ…