ପ୍ରଥମ ପର୍ଯ୍ୟାୟର ୨ୟ ଦିବସରେ ଜିଲ୍ଲାରେ ୫ ଟି  ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ୫ ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନ  କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ ହୋଇଛି ।   ସେହି ୫ ଟି ସ୍ୱାସ୍ଥ୍ୟ କେନ୍ଦ୍ର ହେଲା:- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସମେତ…

ଯୁବରେଡକ୍ରସ୍ ତରଫରୁ ସ୍ୱଚ୍ଛତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଯୁବରେଡକ୍ରସ୍ ତରଫରୁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ.ରୀନା ସାହୁ ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟ ଚତୁଃପାର୍ଶ୍ୱରେ ଥବା…

ଓଡ଼ିଶାରେ ସପ୍ତାହକୁ ତିନିଦିନ ଟୀକା

 ନୂଆଦିଲ୍ଲୀ (ଶାସକ ପ୍ରଶାସକ) ବିଭିନ୍ନ ରାଜ୍ୟଗୁଡିକ ପାଇଁ କୋଭିଡ୍-19 ଟୀକାକରଣ ସକାଶେ ସାପ୍ତାହିକ ଦିବସ ସଂଖ୍ୟା ଧାର୍ଯ୍ୟ କଲେ କେନ୍ଦ୍ର ସରକାର | ଓଡିଶା ପାଇଁ ସପ୍ତାହକୁ ତିନି ଦିନ | 

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନିଗମ ଅଧ୍ୟକ୍ଷ ତଥା ଉପଦେଷ୍ଟା ମଣ୍ଡଳୀ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ପୁନର୍ବାର ବିବେଚିତ ହୋଇଥିବାରୁ ବିଭାଗୀୟ  ଉପଦେଷ୍ଟା ମଣ୍ଡଳୀ ଓ ନିଗମ ଅଧ୍ୟକ୍ଷ ମାନେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି | 

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

  ଝାରସୁଗୁଡା/ସୁବାସ ସାହାରେ : ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡି ଏମ୍ ଏଫ ଅଡିଟୋରିଅମରେ ଜିଲ୍ଲାପାଳ ତଥା ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ…

ମର୍ମତୁଦ ସଡକ ଦୁର୍ଘଟଣା ରେ ୩ ମୃତ  ।

 ମାଲକାନଗିରି (ମାଲକାନଗିରି): ସଡକ ସୁରକ୍ଷା ସପ୍ତାହରେ ଅଘଟଣ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଜାଘାଟି ରେ ଆଜି ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇଟି ମୋଟର ସାଇକେଲ ର ୩ ଆରୋହି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ…

କେଉଁଝର ଜିଲ୍ଲା ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି 

କ୍ରୀଡ଼ା ଭିତ୍ତିଭୂମି ଉନ୍ନତିକରଣରେ ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ସ୍ପୋଟର୍ସ କମ୍ପ୍ଲେକ୍ସ ସହ ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ୍ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା ଧରଣୀଧର କଲେଜ ଖେଳ ପଡ଼ିଆର କରାଯିବ ଉନ୍ନତିକରଣ ଭୁବନେଶ୍ୱର,(ଶାସକ…

 ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସାଧୁଚରଣ ପଟ୍ଟନାୟକଙ୍କ ସ୍ମୃତିରେ ସ୍ୱତନ୍ତ୍ର ଡାକ…

ଭୁବନେଶ୍ୱର /ବ୍ରହ୍ମପୁର (ଶାସକ ପ୍ରଶାସକ) :   ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା  ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଗତକାଲି…

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

http://www.youtube.com/watch?v=ZGWkzi22Bcg           ଭୁବନେଶ୍ୱର/ଶାସକ ପ୍ରଶାସକ  :ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ…

କେନ୍ଦୁଝର ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା , ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କଲେ ସମୀକ୍ଷା 

କେନ୍ଦୁଝର (ଶାସକ ପ୍ରଶାସକ)  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭାରତର ସର୍ବଶ୍ରେଷ୍ଠ (୧ନଂ) ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଆଜି କେନ୍ଦୁଝର ଟାଉନରେ ଏକ ବିଶାଳ କୃତଜ୍ଞତା ରାଲି ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‍, ଗୃହ ଓ ନଗର…