Sign in
Sign in
Recover your password.
A password will be e-mailed to you.
ପାଣି ପମ୍ପ ଚୋରି ଅଭିଯୋଗ ରେ ୩ଜଣ ଗିରଫ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଉଡିଦରହା ଗ୍ରାମ ପଞ୍ଚାୟତ ର ନିଲଜିପତ୍ରା ଗ୍ରାମ ର ଏକ ମୋଟର ପମ୍ପ ର ଚୋରି ଅଭିଯୋଗ ରେ ପୋଲିସ ୩ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ଭଇସାଦରହା ଗ୍ରାମ ର ପର୍ଶୁରାମ ନାୟକ ,ଭୀମ ନାୟକ,ସୁରେଶ ସିଦାର…
ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ
ପଦ୍ମପୁର/ଶାସକ ପ୍ରଶାସକ - ଏବିପି ନ୍ୟୁଜ ଓ ସି ଭୋଟର ଦେଶକା ମୋଡ଼ ସର୍ଭେ ଅନୁସାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହି ଖୁସି ଖବର ଶୁଣି ବିଜେଡି କର୍ମୀ ମହଲରେ ଖୁସିର ଲହରୀ ଖେଲି ଯାଇଛି । ବିଭିନ୍ନ…
ଅଭିନବ ଆୟୋଜନ : ଜୁଙ୍ଗାରେ ପତ୍ରିକା ମେଳା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ର-ଛାତ୍ରୀ, ଚାକିରି ଆଶାୟୀ ଯୁବକ, ମହିଳା ତଥା ବରିଷ୍ଟ ନାଗରିକଙ୍କ ଉଦ୍ଦେଶ୍ୟରେ “ ଆଞ୍ଚଳିକ…
ବେହେରେନସିଲେଟ ମଦ ଭାଟି ବନ୍ଦ ଦାବିକୁ ନେଇ କାଲିଠୁ ଅନଶନ
ଅଭିଯୋଗକାରୀଙ୍କୁ ଭାଟି ତରଫରୁ ମାରି ଦେବା ଧମକ
କଣ୍ଟାବାଞ୍ଜି (ଚୁଡାମଣି ସୁନା) : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଚଟୁଅନକା ପଂଚାୟତର ବେହେରେନସିଲେଟ ଗ୍ରାମରେ ଥିବା ମଧଭାଟିକୁ ବନ୍ଦ କରିବା ଦାବି କରିଛି ଗ୍ରାମରେ ଆମ୍ବେଦକର ଯୁବକ ସଂଘ | ଏ ସମ୍ପର୍କରେ ଆଗାମୀ କାଲି ତହସିଲ କାର୍ଯ୍ୟାଳୟ…
ରାଜ୍ୟ ସରକାର ବିକାଶ କରୁନାହାନ୍ତି : ଅସିତ ତ୍ରିପାଠୀ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ମା ସମଲେଇ ମନ୍ଦିର ଗସ୍ତରେ ଆସିଥିବା ହାଇ ଲେବଲ କମିଟି ମନ୍ଦିର ଚତୁର୍ପାର୍ଶ୍ୱର ପରିଦର୍ଶନ କଲାପରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ | ପଶ୍ଚିମ ଓଡିଶା ବିକାଶ ପରିଷଦର…
ପଶ୍ଚିମ ଓଡିଶା ବାଜା କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ I
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : କରୋନା ରୂପକ ମହାମାରି ରେ ସମସ୍ତ ଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ଏଥିରେ ବିବାହ, ବ୍ରତ ପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବାଜା ବଜାଇ ନିଜର ଗୁଜୁରାଣ ମେଣ୍ଟାଉଥିବା କଳାକାର ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।…
୨୧ ରେ ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ I ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର…
ସମ୍ବଲପୁର,୧ (ରମାକାନ୍ତ ବିଶ୍ବାଳ) :ସମଗ୍ର ରାଜ୍ୟରେ ଲାଗି ରହିଛି ଧାନ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କର ଟାଳଟୁଳ ଓ ଚାଷୀ ମାରଣା ନୀତି । ମଣ୍ଡି ରେ ପଡି ରହିଛି ଲକ୍ଷ ଲକ୍ଷ ବସ୍ତା ଧାନ, ମଣ୍ଡିରେ ଚାଲୁ ରହିଛି ମିଲର୍ ଓ ଦଲାଲ୍ ଙ୍କ ଦୌରାତ୍ମା, ଜାଣିଶୁଣି ଷଡଯନ୍ତ୍ର କରି ଚାଷୀ ଙ୍କ ଟୋକନ୍…
ଜିଲ୍ଲା ଯୁବ ଛାତ୍ର ଜନତା ପକ୍ଷରୁ ନବୀନ ପଟ୍ଟନାୟକ ଦେଶ ର ନଂ ୧ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ, ମ୍ୟାଟ୍ରିକ…
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) : ଜିଲ୍ଲା ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାରା ଭାରତରେ ନଂ ୧ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଦେବା ସହ ମ୍ୟାଟ୍ରିକ ପରିକ୍ଷାର୍ଥୀଙ୍କ ଫିସ୍ ଛାଡ କରିବା ପାଇଁ ଯୁବ ଛାତ୍ରଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ…
ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀ ପାଳିତ I
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ସମାଜସେବୀ, ବହ୍ନି କନ୍ୟା ଭାବରେ ପରିଚିତା ପାର୍ବତୀ ଗିରି ଙ୍କ ଜନ୍ମଜୟନ୍ତୀ ଆଜି କୁଟୁରାଚୁଆଁ ଠାରେ ପାଳିତ ହୋଇଯାଇଛି। ବହ୍ନି କନ୍ୟା ପାର୍ବତୀ ଗିରି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ଶ୍ବେତା ପଟେଲ…
ସେଭେନ ହିଲ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା I
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସହର ଉପକଣ୍ଠସ୍ଥ ସେଭେନ ହିଲ୍ସ ଠାରେ ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କ ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋଭିଡ -୧୯ ମୁକାବିଲା ପାଇଁ ନଗର ଭ୍ରାମ୍ଯମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ପକ୍ଷରୁ ପିଲାଙ୍କ ତାପମାତ୍ରା,ଅକ୍ସିଜେନ୍ ପ୍ରଭୃତି ପରୀକ୍ଷା କରାଯାଇଥିଲା…