ବର୍ଷେ କାର୍ଯ୍ୟକାଳର ହିସାବ ଦେଲେ ଢୋଲକିଆ

‘ୱାନ  ଇୟର ଆଜ୍ ଆନ ଏମଏଲଏ ନୂଆପଡ଼ା’ ପୁସ୍ତକ ଉନ୍ମୋଚିତ ନୂଆପଡ଼ା(ଅମିତ ପୁରୋହିତ) : ସ୍ଥାନୀୟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…

ବସନ୍ତ-ଢୋଲକିଆଙ୍କ ମଧ୍ୟରେ ତୁତୁ ମେମେ

ଜିଲ୍ଲାସ୍ତରୀୟ ୫ମ ଜିଲ୍ଲା ପରିଷଦ ବୈଠକଜିଲ୍ଲାରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଲେ ନିର୍ବାଚିତ ପ୍ରତିନିଧି ନୂଆପଡ଼ା(ଅମିତ ପୁରୋହିତ): ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୫ ମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା…

ପ୍ରଖ୍ୟାତ ମଲ୍ଲଯୋଦ୍ଧା ଗୋପାଳକୃଷ୍ଣ ମହାପାତ୍ରଙ୍କ ଦେହାନ୍ତରେ ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟର ପ୍ରଖ୍ୟାତ ମଲ୍ଲଯୋଦ୍ଧା ଗୋପାଳକୃଷ୍ଣ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକାଵ୍ୟକ୍ତ କରିଛନ୍ତି | ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବର୍ତ୍ତରେ କହିଛନ୍ତି "ପ୍ରଖ୍ୟାତ ମଲ୍ଲଯୋଦ୍ଧା…

 ଗୋଲାମୁଣ୍ଡା, ତ୍ରିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ 

ଗୋଲାମୁଣ୍ଡା ବ୍ଲକରୁ ନହୁସ ବାଗ  : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଠାରେ ଗୃହ, ବିଦ୍ୟୁତ, ଶିଳ୍ପ ଓ ଏମ ଏସ ଏମ  ଇ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦ୍ୱାରା ତ୍ରିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି | ଏହି ସମାରୋହରେ ମନ୍ତ୍ରୀଙ୍କ ସହ…

ଛାମୁ ଯାହା ଦେଇଛନ୍ତି ହରଷେ : ଜମି ଥାଇ ବି ଦୋଛକିରେ ବସ୍ତିବାସିନ୍ଦା

ବଲାଙ୍ଗୀର(ନିରୋଜ ମିଶ୍ର)  : ଘର ଜମିର ପଟ୍ଟା ଥାଇ ମଧ୍ୟ ଦୋଛକିରେ ଫସିଛନ୍ତି ବସ୍ତି ବାସିନ୍ଦା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଖୁଜେନ ପାଳି ଗ୍ରାମ କାମାକ୍ଷାନଗରରୁ। ସମାଧାନ ପାଇଁ ପ୍ରଶାସନ କୁ ନିବେଦନ କଲେ ବସ୍ତି ବାସିନ୍ଦା। ଏଠାରେ ଦୀର୍ଘ ୪୦ ବର୍ଷ ହେବ ୫୦ ରୁ ଉର୍ଦ୍ଧ୍ବ ଗରିବ…

ଅପ୍ରେଲ ୧୫ ରୁ ତ୍ରିବେଣୀ ଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ତ୍ରିବେଣୀ ଛକ ନିକଟରେ ଥିବା ଜୟ  ଦୁର୍ଗା କମିଟି ପକ୍ଷରୁ ନବ ନିର୍ମୀତ ଦୁର୍ଗା ମନ୍ଦିର  ଓ ବିଗ୍ରହ  ଆସନ୍ତା ଅପ୍ରେଲ ୧୫ ରୁ  ୨୩ ତାରିଖ ଯାଏ ୯ ଦିନ ଧରି ପ୍ରତିଷ୍ଠା ଉତ୍ସବ ଆୟୋଜନ…

କେନ୍ଦୁଝର ଜିଲ୍ଲା ବିଜେପିର ନୂତନ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା 

ହାଟଡିହି /ମକରଧ୍ବଜ ଜେନା :  ଜିଲ୍ଲା ବିଜେପି ରେ ସାଧାରଣ ସମ୍ପାଦକ ଭାବେ ନୂତନ ଦାଇତ୍ୱ ପାଇବା ପରେ ଜ୍ଞାନରଂଜନ ସମନ୍ତସିଂହର ଙ୍କୁ ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିବା ସହ ବିଜେପି କାର୍ଯ୍ୟକର୍ତ୍ତା ଓ ଶୁଭେଛୁ ମାନେ ତାଙ୍କ ଘରେ ପହଂଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ…

ସ୍କୁଲ ପ୍ରତି ଆତ୍ମିୟତା ବଢ଼ାଉଛି “ମୋ ସ୍କୁଲ ଅଭିଯାନ” 

ଗ୍ରାମ୍ୟ ପାଣ୍ଠିରୁ ଗ୍ରାମର ସେବାଶ୍ରମ ସ୍କୁଲକୁ ଲୋକେ ଦେଲେ ଏକ ଲକ୍ଷ ଟଙ୍କା ଅନୁଦାନ ପାଇକମାଲ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଲୋକଙ୍କୁ ସ୍କୁଲ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡିବା ପାଇଁ ଏକ ସୁନ୍ଦର ଯୋଜନା ଆରମ୍ବ କରିଥିଲେ ମୋ ସ୍କୁଲ । ମୁଖ୍ୟ ଉଦେଶ୍ୟ ଥିଲା ସ୍କୁଲରେ…

ଚୋରା ବାଲି ଚାଲାଣ : ୩୫ ହଜାର ଜରିମାନା ଆଦାୟ

ଝାରବନ୍ଧ-ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲର ସାନକଂଜାରୀ ଅଙ୍ଗନଦୀ ବାଲି ଘାଟରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ଡମ୍ଫର ,ଗୋଟିଏ ଟ୍ରାକ୍ଟର ରୁ ୨୫ହଜାର ଏବଂ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ଗଣମାଧ୍ୟମ ପ୍ରତିନିଧି ଙ୍କୁ…

ପ୍ରଥମ ରାଜ୍ୟସ୍ତରୀୟ ବୁଢାରଜା ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

ଭଟଲି (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସୋହେଲା ବ୍ଲକ୍ ଅନ୍ତର୍ଗତ ବିର୍ଜାମ୍ ଠାରେ ବୁଢ଼ାରଜା ଆସୋସିଏସନ୍ ତରଫରୁ ଏକ ଦିବସୀୟ ପ୍ରଥମ ରାଜ୍ୟସ୍ତରୀୟ ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଦିବାରାତ୍ର ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ…