Sign in
Sign in
Recover your password.
A password will be e-mailed to you.
ଅଭିଭାବକ ସଂଘର ଦାବି :କେଉଁ ଫି ନେଉଛନ୍ତି ବେସରକାରୀ ବିଦ୍ୟାଳୟ ତାହା ଘୋଷଣା କରନ୍ତୁ।
ଝାରସୁଗୁଡା:(ସୁଭାଷ ସହାରେ) -ଶେଷରେ ପୁରା ହେଲା ଅଭିଭାବକ ସଂଘର ଲଢ଼େଇ। ଉଚ୍ଚ ନ୍ୟାୟାଳୟରେ ଶୁଣାଣି ପରେ ରାଜ୍ୟ ସରକାର ବିଦ୍ୟାଳୟ ଶୁଳ୍କ ଛାଡ଼ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ଓଡ଼ିଶା ଅଭିଭାବକ ମହଲରେ ସ୍ବାଗତ କରାଯିବା ସହ ଝାରସୁଗୁଡ଼ା ଅଭିଭାବକ ସଂଘ ମଧ୍ୟରେ ଆନନ୍ଦ…
ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଅନାବରଣ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିର ଅନାବରଣ କେନ୍ଦ୍ର ପେଟ୍ରୋଲିୟମ ଏବଂ ରାସାୟନିକ ସାର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ହୋଇଯାଇଛି। ଏହିଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୀର…
ଉତ୍କଳ କନିକା ଗ୍ୟାଲେରିଆରେ କାର୍ଯ୍ୟକ୍ରମ ” ମୁଁ ବି ସଚେତନ ନାଗରିକ ”
ଭୁବନେଶ୍ୱର (ଶାସକ ପ୍ରଶାସକ) : କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ଏବଂ କମେସନେରଟ ଅଫ ପୋଲିସ ଟ୍ରାଫିକ ଏବଂ Rapido ସଚେତନତା କାର୍ଯ୍ୟକ୍ରମ " ମୁଁ ବି ସଚେତନ ନାଗରିକ " ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଟ୍ରାଫିକ ପୋଲିସ କମିଶନରେଟ ଅତିରିକ୍ତ ଡିସିପି ଶ୍ରୀ କେ.…
ସଚେତନ ହେମା ଦ୍ୱାରା ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର : ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସଚେତନ ହେମା,ଢୋଳବନ୍ଧ ଦ୍ୱାରା ଅଭିନବ ଉପାୟ ଦଣ୍ଡନୃତ୍ୟ କଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟିର ଶୁଭାରମ୍ଭ ଅବସରରେ ବୁଡେନ ଗ୍ରାମରେ ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ,ସଙ୍ଗୀତଜ୍ଞ ରମେଶ ଗୁର୍ଲା,କଳା ଓ…
ସୋଆ ପକ୍ଷରୁ ନେତାଜୀଙ୍କ 125ତମ ଜନ୍ମ ଜୟନ୍ତୀ ପାଳିତ
ଭୂବନେଶ୍ଵର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି ।
ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି…
ଥୁଆମୂଳ ରାମପୁର ଓ କାଶୀପୁର ବ୍ଲକରେ “ଉନ୍ନତ” କାର୍ଯାଳୟର ଶୁଭାରମ୍ଭ
ରାୟଗଡ(ସରୋଜ କୁମାର ସାହୁ ): ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏବଂ ବିଆରଏଲଏଫ ( ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ)ର ମିଳିତ ଜୀବିକା ଉପାର୍ଜନ ପ୍ରୟାସ “ଉନ୍ନତ” ପ୍ରକଳ୍ପ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଏବଂ ରାୟଗଡା ଜିଲାର କାଶୀପୁର ବ୍ଲକରେ ନିଜର…
ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଛେଦକୁ ବିଜେଡିର ବିରୋଧ
ରାୟଗଡ(ସରୋଜ କୁମାର ସାହୁ ) : ରାୟଗଡ ସହରରେ ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଛେଦ କରାଯାଇଥିଲେ ମଧ୍ୟ ବର୍ତମାନ ସୁ୍ଦ୍ଧା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜାଗା ପ୍ରଦାନ କରାଯାଇନାହିଁ । ବସ୍ତିବାସିନ୍ଦା ସ୍ଥାୟୀ ଜାଗା ପ୍ରଦାନ କରିବା ଦାବୀରେ ଆଜି…
ଗୌତମ ନଗର ଚୋରି ଘଟଣାର ପର୍ଦ୍ଧାଫାସ : ଘଟଣାରେ ସଂପୃକ୍ତ ଥିବା ଆନ୍ତଃ ଜିଲ୍ଲା ୨ ଚୋର ଗିରଫ
ରାୟଗଡ(ସରୋଜ କୁମାର ସାହୁ ) : ଗୌତମ ନଗର ୬ଷ୍ଠ ଲାଇନରେ ରହୁଥିବା ଲିଙ୍ଗରାଜ ଲେଙ୍କାଙ୍କ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ । ରାୟଗଡ ପୋଲିସ ୨୦ ହଜାର ଟଙ୍କା ସହ ଗୋଟିଏ ସୁନାର ହାର ଏବଂ ଗୋଟିଏ ଯୋଡା କାନ ଫୁଲ ଉଦ୍ଧାର କରିଛି । ଏ ନେଇ ରାୟଗଡ ଆରକ୍ଷୀ ଅଧିକ୍ଷକ…
ପ୍ରେସ ୟୁନିୟନର ୫ମ ପ୍ରତିଷ୍ଠା ଦିବସ ପାଳିତ
ରାୟଗଡ(ସରୋଜ କୁମାର ସାହୁ ) : ପ୍ରେସ ୟୁନିୟନ ରାୟଗଡାର ୫ମ ପ୍ରତିଷ୍ଠା ଦିବସ ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ର ଓ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ମଝୀଘରିଆଣୀଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ…
ପୌର ପରିଷଦର ବିଭିନ୍ନ ସେବା ଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ
ରାୟଗଡା (ସରୋଜ କୁମାର ସାହୁ) : ରାୟଗଡା ପୌର ପରିଷଦ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ ସେବା ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୌର ପରିଷଦର ସମ୍ମିଳନୀ କକ୍ଷରେ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନିର୍ବାହୀ…