ଆଠମଲ୍ଲିକ /(ସନ୍ତୋଷ ମେହେର): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକ ଠାରେ ଆଞ୍ଚଳିକ ସେବା ସଂସଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସେବା ସଂସଦ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଲୋକମନକୁ ସାନିଟାଇଜର ଦେବା ସହିତ ମାସ୍କ ବଣ୍ଟନ କରିଥିଲେ I ଏହି ପରିପ୍ରେକ୍ଷୀରେ କିଆକଟା ଥାନା ଅଧିକାରୀ ଶ୍ରୀ ଅନାମ ଲାକ୍ରା ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ହୋଇ ଲୋକମନକୁ ସଚେତନ କରିବା ସହିତ ସେବା ସଂସଦର କର୍ମକର୍ତ୍ତା ମନଙ୍କୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post